ଅଷ୍ଟ୍ରେଲିଆ ପରେ ଏବେ ଫ୍ରାନ୍ସରେ ପିଲାଙ୍କ ଉପରେ ସୋସିଆଲ ମିଡିଆ କଟକଣା ଲାଗୁ। ଅର୍ଥାତ୍ ୧୫ ବର୍ଷରୁ କମ୍ ବୟସର ପିଲାମାନେ ଫେସବୁକ୍, ଟୁଇଟର,ହ୍ୱାଟସ୍ଆପ୍, ଇନଷ୍ଟାଗ୍ରାମ,ୟୁଟ୍ୟୁବ,ସ୍ନାପଚାଟ, ଟିକଟକ ଓ ଟେଲିଗ୍ରାମ ଭଳି ସୋସିଆଲ ମିଡିଆ ପ୍ଳାଟଫର୍ମ ଆଉ ବ୍ୟବହାର କରିପାରିବେ ନାହିଁ । ଏଥିପାଇଁ…
Month: January 2026
ବନ୍ଦ ହୋଇଯିବ ନାସାର ସବୁଠୁ ବଡ଼ ଲାଇବ୍ରେରୀ
ମେରିଲ୍ୟାଣ୍ଡର ଗ୍ରୀନ୍ବେଲ୍ଟରେ ଥିବା ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ର ସର୍ବବୃହତ ପାଠାଗାର ଶୁକ୍ରବାରଠାରୁ ସ୍ଥାୟୀ ଭାବେ ବନ୍ଦ ହୋଇଯିବ । ୧୯୫୯ ମସିହାରେ ସ୍ଥାପିତ ଏହି ପାଠାଗାର ବୈଶ୍ୱିକ ସ୍ପେସ୍ ଏଜେନ୍ସିର ଏକ ବଡ଼ ଗବେଷଣା କେନ୍ଦ୍ର । ଏଥିରେ ୧ ଲକ୍ଷରୁ…
ମାଡ଼ିଚାଲିଛି ପ୍ରଦୂଷଣ ବିଷ, ୫ ସହରରେ ଏକ୍ୟୁଆଇ ୩୦୦ ପାର୍
ରାଜ୍ୟରେ ପ୍ରଦୂଷଣ ବିଷ ମାଡ଼ିଚାଲିଛି । କୁହୁଡ଼ି ଆସ୍ତରଣ ଭିତରେ ବାୟୁରେ ଧୂଳିକଣା ଯେମିତି ଜମାଟବାନ୍ଧି ଦେଇଛି । ୮ଟି ସହରରେ ପ୍ରଦୂଷଣ ସ୍ତର ଚିନ୍ତାଜନକ । ୫ଟି ସହରରେଏକ୍ୟୁଆଇ ୩୦୦ ପାର୍ କରିଛି । ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣବୋର୍ଡ ତଥ୍ୟ ଅନୁଯାୟୀ, ଗତ…
ନୂଆବର୍ଷରେ ଧୂମ୍ ବେପାର, ଦିନକରେ ପୂରା ହୋଇଗଲା ମାସକର କୋଟା
ଜିରୋ ନାଇଟ୍ ରେ ଜମିଲା ସେଲିବ୍ରେସନ୍। ନୂଆବର୍ଷରେ ଧୂମ୍ ବେପାର। ଦିନକରେ ପୂରା ହୋଇଗଲା ମାସକର କୋଟା। ବଢିଲା ଅନଲାଇନ୍ ଖାଦ୍ୟ ଅର୍ଡର। ମିନିଟ୍ କୁ ଦୁଇ ଲକ୍ଷ ପିଜାକୁ ୧୩୩୬ ବିରିୟାନି। ସ୍ଵିଗି ରପୋର୍ଟରୁ ଖୁଲାସା। ବଡ଼ ସିଟିରେ ଶୀଘ୍ର ଆରମ୍ଭ ହୋଇଥିଲା ପାର୍ଟି।…
ଆଜିଠୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍,୧୫ ତାରିଖ ଯାଏ ଚାଲିବ ପରୀକ୍ଷା
ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ । ଜାନୁଆରୀ ୧୫ ତାରିଖ ଯାଏ ପରୀକ୍ଷା ଚାଲିବ । ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ହେବ । ବିଜ୍ଞାନରେ ଫର୍ମ ପୂରଣ…
କାଲୁଆ କରିବ ଜାଡ଼, ପିଛା ଛାଡ଼ିବନି ଘନ କୁହୁଡ଼ି
ଏଥର ଓଡ଼ିଶାରେ ଶୀତ ପ୍ରବଳ ଥରାଇଲାଣି । ଶୀତ ଯେମିତିକୁ କୁହୁଡ଼ି ବି ସେମିତି ପିଛା ଛାଡ଼ୁନି । ପାଣିପାଗ ବିଭାଗର ବିସ୍ତାରିତ ଆକଳନ କହୁଛି, ଜାନୁଆରୀ ମାସରେ ବି ଜୋର ଶୀତ ସମ୍ଭାବନା ରହିଛି ଓଡ଼ିଶାରେ । ବର୍ତ୍ତମାନ ରାତି ତାପମାତ୍ରା ଦୁଇଦିନ…
