Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Month: January 2026

ନିଆଁରେ ଜଳିଗଲା ଲକ୍ଷାଧିକ ଟଙ୍କାର କୁକୁଡ଼ା ଫାର୍ମ , ଜୀଅନ୍ତା ଜଳିଗରେ କୁକୁଡ଼ା ଚିଆଁ ।

Posted on January 7, 2026

ଅନୁଗୋଳ ଜିଲ୍ଲା ଜରପଡା ଥାନା କୋରଡା ଗ୍ରାମରେ ନିଆଁ ଲାଗି ଜଲିଗଲା ଲକ୍ଷାଧିକ ଟଙ୍କାର କୁକୁଡ଼ା ଫାର୍ମ । ନିଆଁରେ ଜୀଅନ୍ତା ପୋଡିଗଲେ ୧୫୦୦ ଶହରୁ ଅଧିକ କୁକୁଡ଼ା ଚିଆଁ । ସୂଚନା ଅନୁସାରେ କୋରଡ଼ା ଗ୍ରାମର କରୁଣାକର ସାହୁ ପଞ୍ଚାୟତ ଅଫିସ ନିକଟରେ…

ଛେଣ୍ଡିପଦା ଆଞ୍ଚଳିକ ସୁରକ୍ଷା ମଞ୍ଚ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ ।

Posted on January 7, 2026

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଆଞ୍ଚଳିକ ସୁରକ୍ଷା ମଞ୍ଚ ପକ୍ଷରୁ ତହସିଲ କାର୍ଯ୍ୟାଳୟକୁ ଘେରାଉ କଲେ ଶତାଧିକ କ୍ଷତିଗ୍ରସ୍ତ ପ୍ରଜା । ଖଣି ପାଇଁ ଅଞ୍ଚଳରେ ପ୍ରଦୂଷଣ ବଡ଼ୁଥିବାରୁ , ଦିଲ୍ଲୀ ଠାରୁ ବଳି ଗଲାଣୀ ଅନୁଗୋଳ ଜିଲ୍ଲାର ପ୍ରଦୂଷଣ ମାତ୍ରା l ଯାହାକୁ ବିରୋଧ…

ଆମେରିକାକୁ ତୈଳ ବିକ୍ରି କରିବ ଭେନେଜୁଏଲା

Posted on January 7, 2026

ଭେନେଜୁଏଲା ଦଖଲ ପରେ ତୈଳ ଭଣ୍ଡାର କବ୍‌ଜା କଲା ଆମେରିକା । ଭେନେଜୁଏଲା ଉପରେ ଏୟାରଷ୍ଟ୍ରାଇକ୍ ଓ ନିକୋଲସ୍ ମାଦୁରୋଙ୍କୁ ବନ୍ଦୀ କରିବା ପରେ ଆମେରିକା ରାଷ୍ଟ୍ରରତି ଡୋନାଲ଼୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ସେ ଦାବି କରିଛନ୍ତି କି, ଭେନେଜୁଏଲା ଅନ୍ତରୀଣ…

୯ରେ ଆରମ୍ଭ ହେବ ଫୁଲ ପ୍ରଦର୍ଶନୀ, ୧୦ରେ ଖୋଲିବ ରାଜଭବନ

Posted on January 7, 2026

ସକାଳ ଓ ସନ୍ଧ୍ୟାରେ ସୁଲୁସୁଲିଆ ପବନ ସାଙ୍ଗକୁ ଘନ କୁହୁଡ଼ି । ଶୀତ ଦିନେ ରାଜଧାନୀରେ ସବୁଠି ଚାଲେ ବିଭିନ୍ନ କାର୍ଯ୍ୟକ୍ରମ । ତନ୍ମଧ୍ୟରେ ପୁଷ୍ପ ପ୍ରଦର୍ଶନୀ ଅନ୍ୟତମ । ରାଜଧାନୀବାସୀ ଏହାକୁ ଯେମିତି ଅପେକ୍ଷା କରିଥାନ୍ତି । ସହରର ଗଳିକନ୍ଦିଠାରୁ ଆରମ୍ଭ କରି…

ଟ୍ଵିନ୍‌ସିଟିକୁ ପ୍ରଦୂଷଣ କଟକଣା, ସନ୍ଧ୍ୟା ୬ ରୁ ସକାଳ ୧୦ ନିର୍ମାଣ କାର୍ଯ୍ୟ ବନ୍ଦ

Posted on January 7, 2026

ରାଜଧାନୀ ଭୁବନେଶ୍ୱର ଏବଂ କଟକ ପାଇଁ ବାୟୁ ପ୍ରଦୂଷଣ ପାଇଁ କଟକଣା ଜାରି କରାଯାଇଛି । ଆସନ୍ତା ୭ ଦନି ପାଇଁ ନିର୍ମାଣ କାର୍ଯ୍ୟ ଉପରେ ରୋକ ଲାଗିବ । ଏହା ସହ ସଫେଇ ସମୟରେ ପାଣି ସିଞ୍ଚନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରରେ…

ଥରାଇ ଦେଲା ଅସମ୍ଭାଳ ଜାଡ଼, ୫ ଡିଗ୍ରୀକୁ ଖସି ଆସିଲା ଦିନ ତାପମାତ୍ରା

Posted on January 7, 2026

ଝାରସୁଗୁଡ଼ାରେ ୭୨ ବର୍ଷର ରେକର୍ଡ ଭାଙ୍ଗିଲା । ୫ ଡିଗ୍ରୀକୁ ଖସି ଆସିଲା ଥଣ୍ଡା । ଅସମ୍ଭାଳ ଜାଡ଼ ଥରାଇ ଦେଲା । ଖାଲି ଆଭ୍ୟନ୍ତରୀଣ କି ଦକ୍ଷିଣ ଓଡ଼ିଶା ନୁହେଁ, ଉପକୂଳ ବି ଥରିଲା । ଅସହ୍ୟ ଶୀତରେ କଲବଲ ହେଲା ଟ୍ୱିନ୍…

୩ ବଖରା ଘର ଭାଙ୍ଗିଦେଲା ଦନ୍ତା ହାତୀ। ଜୀବନ ବିକଳରେ କେନାଲ ଭିତରକୁ ପଶି ରାତି ତମାମ ରହିଲେ ଦୁଇ ପରିବାର।

Posted on January 7, 2026

ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଜନ୍ତାରିବୋଲ ଗାଁ ପାଖ କେନାଲ ନିକଟରେ ଦନ୍ତା ହାତୀର ତାଣ୍ଡବ ଦେଖିବାକୁ ମିଳିଛି। ଦନ୍ତା ହାତୀ ଉତ୍ପାତ ଯୋଗୁଁ ଦୁଇଟି ପରିବାରର ୩ ବଖରା ଘର ସମ୍ପୂର୍ଣ୍ଣ ଭାଙ୍ଗି ଯିବା ସହ ଅଳ୍ପକେ ପରିବାରର ସଦସ୍ୟ ମାନେ…

ଟି-୨୦ ବିଶ୍ୱକପ୍‌: ବାଂଲାଦେଶର ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲା ଆଇସିସି, ଭାରତରେ ହିଁ ଖେଳିବାକୁ ପଡିବ ମ୍ୟାଚ୍

Posted on January 7, 2026

ଆସନ୍ତା ଫେବୃଆରୀ ୭ରୁ ଭାରତ ଏବଂ ଶ୍ରୀଲଙ୍କାରେ ଆରମ୍ଭ ହେବାକୁ ଯାଉଥିବା ଟି-୨୦ ବିଶ୍ୱକପ୍-୨୦୨୬ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ନିଜ ମ୍ୟାଚ୍‌ଗୁଡ଼ିକୁ ଭାରତରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ କରିଥିବା ଅନୁରୋଧକୁ ଆନ୍ତର୍ଜାତୀୟ କ୍ରିକେଟ୍…

କୁମ୍ଭୀର ଗଣନା ପାଇଁ କାଲିଠାରୁ ୩ ଦିନ ପର୍ଯ୍ୟଟକଙ୍କୁ ଭିତରକନିକା ମନା

Posted on January 7, 2026

କୁମ୍ଭୀର ଗଣନା ପାଇଁ କାଲିଠାରୁ ପର୍ଯ୍ୟଟକଙ୍କୁ ଭିତରକନିକା ମନା । ଆସନ୍ତାକାଲିଠୁ ୩ ଦିନ ଧରି ଚାଲିବ ଗଣନା କାର୍ଯ୍ୟ । କୁମ୍ଭୀର ଗଣନା ସମୟରେ ନଦୀରେ ବୋଟ ଚଳାଚଳ କଲେ କୁମ୍ଭୀର ଗଣନାରେ ବାଧା ସୃଷ୍ଟି ଯୋଗୁଁ ପର୍ଯ୍ୟଟକ ମାନଙ୍କ ପାଇଁ ଭିତରକନିକା…

ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୫ ଘଣ୍ଟା ଜଗା ଦର୍ଶନ ବନ୍ଦ

Posted on January 7, 2026

ଆଜି ୫ ଘଣ୍ଟା ପାଇଁ ଜଗା ଦର୍ଶନ ବନ୍ଦ । ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ବନକଲାଗି ନୀତି ଆରମ୍ଭ ହେବ। ମାଘ କୃଷ୍ଣ ଚତୁର୍ଥୀ ତିଥିରେ ଅନୁଷ୍ଠିତ ହେବ ବନକ ଲାଗି ନୀତି।…

Posts pagination

Previous 1 … 37 38 39 … 43 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec   Feb »

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme