ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଦେଇ ସନାତନ ହିନ୍ଦୁ ଧର୍ମର ପ୍ରଚାର ପ୍ରସାର ପାଇଁ ସ୍କେଟିଙ୍ଗରେ ଭାରତ ଭ୍ରମଣ କରୁଛନ୍ତି ବିହାରର ଦୁଇ ଯୁବକ। ସେମାନେ ବିହାରର ଜହାନବାଦରୁ ସ୍କେଟିଙ୍ଗ କରି ଓଡ଼ିଶାର ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ କରିବା ସହିତ ସନାତନ ହିନ୍ଦୁ ଧର୍ମର…
Month: January 2026
ଓଡ଼ିଶାର ବିଭିନ୍ନ ଜିଲ୍ଲା କୋର୍ଟକୁ ବୋମା ଧମକ: ଆତଙ୍କିତ ଅବସ୍ଥାରେ କର୍ମଚାରୀ ଓ ଆଇନଜୀବୀ
ଓଡ଼ିଶାର ନ୍ୟାୟିକ ବ୍ୟବସ୍ଥାକୁ ଦୋହଲାଇ ଦେବା ଭଳି ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟର ଏକାଧିକ ଜିଲ୍ଲା କୋର୍ଟକୁ ବୋମା ମାଡ଼ କରି ଉଡ଼ାଇ ଦେବା ପାଇଁ ଅଜ୍ଞାତ ବ୍ୟକ୍ତିଙ୍କ ପକ୍ଷରୁ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି। ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ…
ରେକର୍ଡ ସ୍ତରରେ ରୁପା, ୨.୭୧ ଲକ୍ଷ ଟଙ୍କା ଛୁଇଁଲା ରୁପା
ମଙ୍ଗଳବାର ରୁପା ଦର ସର୍ବକାଳୀନ ରେକର୍ଡ ସ୍ତରରେ ରହିଛି । ଇଣ୍ଡିଆ ବୁଲିୟନ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ ମୁତାବକ, ରୁପା କିଲୋ ପିଛା ଦର ୭୨୨୫ ଟଙ୍କା ବୃଦ୍ଧି ହୋଇ ୨.୪୪ ଲକ୍ଷ ଛୁଇଁଛି । ଭୁବନେଶ୍ୱରରେ ରୁପା କିଲୋ ପିଛା ଦର ୬…
ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଭିତରକନିକା, କୁମ୍ଭୀର ଗଣନା ଲାଗି ବନ୍ଦ ରହିବ ୩ ଦିନ
କୁମ୍ଭୀର ଗଣନା ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଏଥିପାଇଁ ଡାଙ୍ଗମାଳ କାର୍ଯ୍ୟାଳୟ ପରିସରରେ ସହକାରୀ ବନ ସଂରକ୍ଷକଙ୍କ ଅଧ୍ୟକ୍ଷତାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି…
ରାସ୍ତାରେ ପଡିଛି ଅଜଣା ଜନ୍ତୁର ମୃତଦେହ….
ରାସ୍ତାରେ ପଡିଛି ଅଜଣା ଜନ୍ତୁର ମୃତଦେହ । ଭଦ୍ରକ ଜିଲ୍ଲା ଧାମନଗର ଫଳପୁର ରାସ୍ତା ନିକଟ ରାସ୍ତାକଡ଼ରେ ମୃତଦେହ ପଡ଼ିଛି । ଅଜଣା ଜନ୍ତୁକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା । ଏହି ଜନ୍ତୁଟି ଫିସିଂ କ୍ୟାଟ୍ ବୋଲି ଅନୁମାନ କରାଯାଉଛି । ବନବିଭାଗ…
ଶୂନ ଡିଗ୍ରୀକୁ ଖସିଲା ପାରଦ, ୩୮ ସ୍ଥାନରେ ୧୨ ଡିଗ୍ରୀକୁ ଖସିଲା ତାପମାତ୍ରା
ଶିମିଳିପାଳରେ ଶୂନ ଡିଗ୍ରୀକୁ ଖସିଲା ପାରଦ । ଜି.ଉଦୟଗିରିରେ ୩ ଡିଗ୍ରୀ ଓ ସେମିଳିଗୁଡ଼ା ତାପମାତ୍ରା ୪.୧ ଡିଗ୍ରୀ ସେଲସିୟସ୍ । ରାଜ୍ୟର ୨୩ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୫ରୁ…
ରାଜ୍ୟରେ ଡାକ୍ତରଙ୍କ ୨ ଘଣ୍ଟିଆ OPD ବନ୍ଦ, ରୋଗୀ ସେବା ବ୍ଯାହତ ନକରିବାକୁ ଡାକ୍ତରଙ୍କୁ ଅପିଲ୍ କଲେ ସ୍ବାସ୍ଥ୍ୟମନ୍ତ୍ରୀ
ତୃତୀୟ ଦିନରେ ଡାକ୍ତରଙ୍କ ଆନ୍ଦୋେଳନ । ଆଜି ବି ସାରା ରାଜ୍ୟରେ ଡାକ୍ତରଙ୍କ ୨ ଘଣ୍ଟିଆ OPD ବନ୍ଦ । ସରକାର ଲଗାଇଥିବା ଏସମାକୁ ମାନୁନାହାଁନ୍ତି ଡାକ୍ତର ସଂଘ । ସରକାର ଓ ଡାକ୍ତରଙ୍କ ମଧ୍ୟରେ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ଚିକିତ୍ସା ପାଇଁ…
ହକ ପାଇଁ ଶିତ କାକରରେ ପଡ଼ି ରହିଛନ୍ତି ୧୦ଟି ପରିବାର…
ତାଳଚେର ଲକେଇପଶି ଠାରେ ଆଜକୁ ୫ ଦିନ ହେବ ଶିତ କାକରରେ ଯୋରାଗାଡ଼ିଆ ଗ୍ରାମର ୧୦ ପରିବାର ନିଜର ହକ ପାଇଁ ପଡ଼ି ରହିଥିବା ଜଣା ପଡ଼ିଛି। ଭରତପୁର କୋଇଲା ଖଣି ପକ୍ଷରୁ ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ ନ ଦେଇ ତାଙ୍କ ଜମିକୁ…
ବିଫୁଳ ପରିମାଣର ଗଞ୍ଜେଇ ସହ ମାଫିଆ ଗିରଫ। ବୌଦ୍ଧରୁ ଢେଙ୍କାନାଳକୁ ହେଉଥିଲା ଚାଲାଣ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଆଳୋ ଗାଁ ଯାତ୍ରା ପଡିଆ ନିକଟରୁ ଜଣେ ଗଞ୍ଜେଇ ମାଫିଆକୁ ଗିରଫ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ କୁଆଳୋ ଗାଁର ଗିରିଶ ସାହୁ। ଗିରିଶଙ୍କ ଠାରୁ ୨୧ କିଲୋ ୭୫୦ ଗ୍ରାମର ଗଞ୍ଜେଇ ଜବତ କରାଯାଇଛି। ଯାହାର…
ତାଳଚେର ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ
ଅନୁଗୁଳ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ଆଜି ତାଳଚେର ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ…
