ଆକାଶରୁ ମେଘ ହଟିବା ପରେ ରାଜ୍ୟରେ ପୁଣି ରାତି ତାପମାତ୍ରା କମିଛି । ପାଣିପାଗ ଆକଳନ କହୁଛି, ପାରଦ ଆହୁରି ଖସିବ । ପବିତ୍ର ମକର ସଂକ୍ରାନ୍ତିରେ ଥଣ୍ଡା ପ୍ରକୋପ ସାଂଘାତିକ ରହିବ । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ପ୍ରକୋପ…
Month: January 2026
ଆକାଶ ଛୁଆଁ ହେଲା ସୁନା-ରୁପା ଦର….
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୨,୧୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୦,୩୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୨,୧୫୦ ଟଙ୍କା ରହିଥିବା…
ଓଡ଼ିଶା ଗାଇଲା ‘ବନ୍ଦେ ମାତରମ୍’, ‘ବନ୍ଦେ ମାତରମ୍’ର ୧୫୦ ତମ ଶତବାର୍ଷିକୀ ପାଳିତ
ଓଡ଼ିଶା ଗାଇଲା ‘ବନ୍ଦେ ମାତରମ୍’ । ‘ବନ୍ଦେ ମାତରମ୍’ର ସଙ୍ଗୀତର ୧୫୦ ତମ ଶତବାର୍ଷିକୀ ପାଳିତ। ସମସ୍ତ ଶିକ୍ଷାନୁଷ୍ଠାନରେ ସାମୁହିକ ଗାୟନ ହେଲା ବନ୍ଦେ ମାତରମ୍। ଦିନ ୧୧ଟା ବେଳେ ଏକାଠି ଗାଇଲା ସାରା ରାଜ୍ୟ। ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ସାମୂହିକ ‘ବନ୍ଦେ…
ଶୀତଦିନେ ପ୍ରତିଦିନ ଗାଧୋଇବା ଉଚିତ୍ କି?
ଶୀତଦିନ ଅନେକ ଲୋକ ଭାବନ୍ତି ପ୍ରତିଦିନ ଗାଧୋଇବା ଠିକ୍ କି ନାହିଁ। ଥଣ୍ଡା ପାଣି ପ୍ରାୟତଃ ଲୋକଙ୍କୁ ଗାଧୋଇବାକୁ ସଂକୋଚ କରେ। ତଥାପି, କେତେକ ଏହାକୁ ଏକ ଦୈନନ୍ଦିନ ଅଭ୍ୟାସ ବୋଲି ବିବେଚନା କରନ୍ତି। କିନ୍ତୁ ଥଣ୍ଡାରେ ଗାଧୋଇବା ଶରୀର ପାଇଁ ପ୍ରକୃତରେ ଲାଭଦାୟକ…
୩୪ ଗ୍ରାମ ବ୍ରାଉନ ସୁଗାର ଜବତ, ୭ ଅଟକ ।
ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ଟାଉନ ହାଇ ସ୍କୁଲ ସମୁଖ ପୌରପାଳିକା ଭେଣ୍ଡିଂ ଜୋନ୍ ଠାରୁ ୩୪ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅନୁଗୋଳ ପୋଲିସ । ଏହି ଘଟଣା ରେ ୭ ଜଣ ଙ୍କୁ ପୋଲିସ ଅଟକ ରଖିଛି। ସୂଚନା ଅନୁସାରେ,…
ହାତୀ ଆକ୍ରମଣରେ ଜଣେ ମହିଳା ମୃତ ।
ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଶଙ୍ଖପୁର ଗ୍ରାମର ଡିହ ପଦା ସାହି ଠାରେ ହାତୀ ଆକ୍ରମଣରେ ଜଣ ଙ୍କର ମୃତ୍ୟୁ ଘଟିଛି । ମୃତକ ଜଣ ଙ୍କ ହେଲେ ଶଙ୍ଖପୁର ଗ୍ରାମର ଇଛା ଦେହୁରୀ । ସୂଚନା ଅନୁସାରେ, ଆଜି ସକାଳୁ ଇଛା ଘରୁ…
କ୍ୟାମେରା ମ୍ୟାନ ରାଜେଶ ପାଣି ମୃତ୍ୟୁକୁ ନେଇ ଏନଏଚ-୫୩ ଅବରୋଧ ।
ବହୁ ଚର୍ଚ୍ଚିତ ପରଜଙ୍ଗ ଥାନା ସାନ୍ଦା ଗାଁର କ୍ୟାମେରା ମ୍ୟାନ ରାଜେଶ ପାଣିଙ୍କ ମୃତ୍ୟୁକୁ ନେଇ ଜାତୀୟ ରାଜପଥ ନଂ ୫୩ର ବାରିହାପୁର ଗାଁ ନିକଟରେ ରାସ୍ତାକୁ ଅବରୋଧ କରିଛନ୍ତି ପରିବାର ଲୋକଙ୍କ ସହିତ ବିଭିନ୍ନ ଅନୁଷ୍ଠାନର ସଦସ୍ୟ। ତେବେ ସଂକୀର୍ତ୍ତନ ମାଧ୍ୟମରେ ନ୍ୟାୟ…
ବସ୍ ଧକ୍କାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ, କ୍ଷତିପୂରଣ ଦାବିରେ ଲୋକଙ୍କ ରାସ୍ତାରୋକ୍
ଗଞ୍ଜାମ ଜିଲ୍ଲା ଲାଞ୍ଜିଆକାଳୀ ମନ୍ଦିର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ହରେକୃଷ୍ଣ ନାମ ଏକ ଘରୋଇ ବସ୍ ସହ ସ୍କୁଟି ଧକ୍କା। ଦୁର୍ଘଟଣାସ୍ଥଳରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ। ଯାହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟଲୋକ ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ…
୩୦୦ ବୁଲା କୁକୁରଙ୍କ ହତ୍ୟା, ଅଭିଯୋଗ ପରେ ୯ ଜଣଙ୍କ ବିରୋଧରେ ମାମଲା
ତେଲେଙ୍ଗାନାର ହନମକୋଣ୍ଡା ଜିଲ୍ଲାରେ ପ୍ରାୟ ୩୦୦ ବୁଲା କୁକୁରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ୯ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ପୁଲିସ ଅଧିକାରୀଙ୍କ ଅନୁଯାୟୀ, ଏହି ମାମଲା ପଶୁ ନିଷ୍ଠୁରତା ସହିତ ଜଡିତ ଏବଂ ଏହାର ବିସ୍ତୃତ ତଦନ୍ତ…
ଆପଣଙ୍କୁ ବିନା ରିକ୍ୱେଷ୍ଟରେ ଇନଷ୍ଟାଗ୍ରାମରୁ ଇମେଲ୍ ଆସିଛି କି ? ଓପନ କରିବା ପୂର୍ବରୁ ଜାଣନ୍ତୁ ସତ
ଆପଣଙ୍କୁ ବିନା ରିକ୍ୱେଷ୍ଟରେ ଇନଷ୍ଟାଗ୍ରାମ ପକ୍ଷରୁ ପାସୱାର୍ଡ ରିସେଟ୍ କରିବାକୁ ମେଲ୍ ଆସିଛି କି? ଯଦି ଉତ୍ତର ହଁ, ତେବେ ଆପଣ ଏକା ନୁହଁନ୍ତି। ଗତ କିଛି ଦିନ ଧରି, ସାରା ବିଶ୍ୱର ୟୁଜର୍ସଙ୍କ ପାଖକୁ ଏପରି ଇମେଲ୍ ଆସୁଛି, ଯେଉଁଥିରେ ପାସୱାର୍ଡ ରିସେଟ୍…
