ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ ମଦ ମାଫିଆଙ୍କ ବିରୋଧରେ ପ୍ରଶାସନର ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ପୋଲିସ, ଅବକାରୀ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିଳିତ ଭାବେ ପ୍ରାୟ ୮୦ଟି ସ୍ଥାନରେ…
Month: January 2026
ଦୀର୍ଘ ପ୍ରତିକ୍ଷାର ଅନ୍ତ: ୨୦୨୭ ମାର୍ଚ୍ଚରେ କାର୍ଯ୍ୟକ୍ଷମ ହେବ ତାଳଚେର ଥର୍ମାଲର ପ୍ରଥମ ୟୁନିଟ୍
ଦୀର୍ଘ ପ୍ରତିକ୍ଷାର ହେବ ଅନ୍ତ । ଆସନ୍ତା ୨୦୨୭ ମାର୍ଚ୍ଚ ବେଳକୁ କାର୍ଯ୍ୟକ୍ଷମ ହେବ ତାଳଚେର ଥର୍ମାଲର ପ୍ରଥମ ୟୁନିଟ୍। ଏଠାରୁ ପ୍ରଥମ ପର୍ଯ୍ୟାୟରେ ୬୨୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ଆରମ୍ଭ ହେବ। ଏନେଇ ଏନ୍ଟିପିସିର ଇଡି ବିଜୟ ଚାନ୍ଦ ସୂଚନା ଦେଇଛନ୍ତି। ତାଙ୍କର…
ଖାଇକୁ ଖସିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ନୟାଗଡ ଜିଲ୍ଲାର ଗଣିଆରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଭାରସାମ୍ୟା ହରାଇ ଖାଇକୁ ଖସିଲା ଯାତ୍ରୀବାହୀ ବସ୍ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛନ୍ତି । ସୂଚନା ମୁତାବକ, ଲାଞ୍ଜିଗଡ଼ରୁ ଭୁବନେଶ୍ୱରକୁ ଯାଉଥିବା ବୁଲବୁଲ…
ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ବିବାହ ପୂର୍ବରୁ ଝିଅର ସ୍ବୀକୃତି ଜରୁରୀ
ଝିଅ ବିବାହକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ବିବାହ ପୂର୍ବରୁ ପରିବାର ଲୋକ ଝିଅର ସ୍ବୀକୃତି ନେବା ଜରୁରୀ । ଜୋର୍ ଜବରଦସ୍ତି କନ୍ୟାର ବିବାହ କରି ପାରିବେ ନାହିଁ ଅଭିଭାବକ । ଝିଅ ନିଖୋଜ ଅଭିଯୋଗରେ ଦାୟର ହୋଇଥିବା ଏକ ‘ହେବିୟସ…
ହାଏ ବ୍ରୋ…ହ୍ୱାଟ୍ସ.. ଅପ୍…ଡାକରୁ ଆରମ୍ଭ ହେଉଛି କଥାବର୍ତ୍ତା, ଆଉ ଡାକୁନାହାନ୍ତି ମକର କି ବଉଳ
ହାଏ ବ୍ରୋ…ହ୍ୱାଟ୍ସ.. ଅପ୍…ଡାକରୁ ଆରମ୍ଭ ହେଉଛି କଥାବର୍ତ୍ତା । କିଏ ପୁଣି ବେଷ୍ଟି ଡାକୁଛନ୍ତି ତ କିଏ ଡୁଡ୍ । ଏହିଭଳି ଭାବେ ଆଧୁନିକ ଯୁବପିଢ଼ି ନିଜ ପ୍ରିୟ ତଥା ବନ୍ଧୁମାନଙ୍କୁ ଡାକୁଛନ୍ତି । ଆଉ ଏହି ଆଧୁନିକ ନାମକରଣ ଭିତରେ ଲୁଚିଯାଇଛି ମକର ଓ…
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ, ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ହେବ ଅନୁଷ୍ଠିତ
ବଡ଼ସିଂହାର ବେଶରେ ଦେବତା ମାନଙ୍କୁ ଅଳଙ୍କୃତ କରୁଥିବା ଚିତା,ଗୁଣା,କରପଲ୍ଲବ,ଅଧରମାଳା ଓ ଶ୍ରୀପୟର ମାଳା ମଧ୍ୟ ଗେଣ୍ଡୁ ଫୁଲରେ ନିର୍ମିତ ହୋଇଥାଏ । ହୃଦ ପଦକରେ ଗେଣ୍ଡୁ ଫୁଲ ସହିତ ଗୋଲାପ ଫୁଲର ସମ୍ମିଶ୍ରଣ ଘଟିଥାଏ । ଆଉ ଏ ବେଶ ପାଇଁ ଗେଣ୍ଡୁଫୁଲର ମାଳାକୁ…
ହ୍ୟୁମାନ ସାଗର ମୃତ୍ୟୁ ମାମଲା; ଅର୍ପିତା ଚୌଧୁରୀ ଓ ସୋମେଶଙ୍କୁ ମିଳିଲା ହାଇକୋର୍ଟଙ୍କ ସୁରକ୍ଷା।
ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଆଜି ହାଇକୋର୍ଟଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପ୍ରକାଶ ପାଇଛି। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଏବଂ ସୋମେଶ ଶତପଥୀଙ୍କୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କମିଶନରେଟ ପୋଲିସ…
ପ୍ରେମିକା ସୋଫିଙ୍କ ସହ ଶିଖର ଧାୱନଙ୍କ ନିର୍ବନ୍ଧ ଶେଷ, ପଡ଼ିବ ହାତଗଣ୍ଠି
ପୂର୍ବତନ ଭାରତୀୟ ଓପନର ଶିଖର ଧାୱନ ତାଙ୍କ ପ୍ରେମିକା ସୋଫି ସାଇନଙ୍କ ସହ ନିର୍ବନ୍ଧ ଘୋଷଣା କରିଛନ୍ତି । ଧାୱନ ସୋମବାର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରି ଏହି ଖବର ଦେଇଛନ୍ତି । ତେବେ ସେମାନେ କେବେ ବିବାହ କରିବେ…
ଚିପ୍ସ ପ୍ୟାକେଟ୍ ଖେଳଣାରେ କୁନି ପିଲାର ଆଖି ନଷ୍ଟ
ମାରାତ୍ମକ ସାଜିଲା ଚିପ୍ସ । ଚିପ୍ସ ପ୍ୟାକେଟ୍ ଖେଳଣାରେ ବିସ୍ଫୋରଣ । କୁନି ପିଲାର ଆଖି ନଷ୍ଟ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅଧୀନ ଶଗଡ଼ଘାଟ ଗାଁରେ ଘଟିଛି ଏଭଳି ଅଘଟଣ । ଲବ ହରପାଳଙ୍କ ଆଠ ବର୍ଷର ପୁଅ ଗୋଟିଏ ଚିପସ…
ଜେଲ୍ ଗଲେ ଟୁଙ୍ଗୁରୁ ଭୋଳ, ଗ୍ୟାସ୍ ସିଲିଣ୍ଡର ଚୋରି କରି ଗଲେ ଜେଲ୍
ପୁଣି ଚର୍ଚ୍ଚାରେ ଟୁଙ୍ଗୁରୁ ଭୋଳ। ହେଲେ ଏଥର ବର୍ଷାଙ୍କ ପାଇଁ ନୁହେଁ, ଚୋରି କରି ଜେଲ୍ ଗଲେ ଟୁଙ୍ଗୁରୁ। ଗ୍ୟାସ୍ ସିଲିଣ୍ଡର ଚୋରି କରି ଆଲୋକ ଭୋଳ ଗିରଫ ହୋଇଛନ୍ତି। ତାଙ୍କୁ ତମାଣ୍ଡୋ ଥାନା ପୁଲିସ ଗିରଫ କରିବା ସହ ତାଙ୍କଠାରୁ ଗ୍ୟାସ୍ ସିଲିଣ୍ଡର, ଏକ…
