ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅତି କମରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଏକ ନିର୍ମାଣାଧୀନ ପ୍ରକଳ୍ପର କ୍ରେନ ଟ୍ରେନ ଉପରେ ଖସିପଡ଼ିବା ଫଳରେ…
Month: January 2026
ସରିଲା ୧୦ ମିନିଟ୍ ଡେଲିଭରିର ଯୁଗ! Blinkit, Zepto ଓ Swiggy କୁ ଝଟକା ଦେଲେ କେନ୍ଦ୍ରମନ୍ତ୍ରୀ।
ଦେଶରେ ଗ୍ରାହକଙ୍କୁ ମାତ୍ର ୧୦ ମିନିଟ ମଧ୍ୟରେ ସାମଗ୍ରୀ ପହଞ୍ଚାଇବା ପାଇଁ ଚାଲିଥିବା ପ୍ରତିଯୋଗିତା ଉପରେ ଏବେ ବ୍ରେକ୍ ଲାଗିଛି। ଡେଲିଭରି କର୍ମଚାରୀଙ୍କ ସୁରକ୍ଷା ଏବଂ କଲ୍ୟାଣକୁ ଦୃଷ୍ଟିରେ ରଖି କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଏହି ୧୦ ମିନିଟ୍ ଡେଲିଭରି ସୁବିଧା ଉପରେ ପ୍ରତିବନ୍ଧକ…
ଜେଜେମା ପାଇଁ ଫେରିଲା ନାତୁଣୀ, ଭଦ୍ରକରେ ବିକ୍ରି ଶିଶୁ ଦୁଇ ଦିନ ପରେ କଟକରୁ ଉଦ୍ଧାର
ଜେଜେମା ପାଇଁ ଫେରିଲା ନାତୁଣୀ । ଭଦ୍ରକରେ ବିକ୍ରି ଶିଶୁ ଦୁଇ ଦିନ ପରେ କଟକରୁ ଉଦ୍ଧାର । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ପୋଲିସ ସହାୟତାରେ କଟକରୁ ଶିଶୁକୁ ଉଦ୍ଧାର କରାଯାଇଛି । ଗତ ୧୨ ତାରିଖ ଦିନ ଭଣ୍ଡାରିପୋଖରୀ ବୟା ବନାପୁର…
ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବର ଅନୁଷ୍ଠିତ
ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ୍ ୧୧୫ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ ଇଂ ନିଖିଲ…
ପ୍ରତିଦିନ ଗ୍ରୀନ ଟି’ ପିଉଛନ୍ତି କି?
ପ୍ରାୟତଃ ଅନେକ ଲୋକ ସକାଳୁ ଗ୍ରୀନ ଟି’ ପିଇବା ପାଇଁ ପସନ୍ଦ କରନ୍ତି । ହେଲେ ଆପଣ ଜାଣନ୍ତି କି ପ୍ରତିଦିନ ଗ୍ରୀନ ଟି’ ପିଇବା ଦ୍ୱାରା କ’ଣ ଲାଭ ମିଳିଥାଏ ? ଯଦି ଆପଣ ଅତି କମରେ ଗୋଟିଏ ମାସ ପର୍ଯ୍ୟନ୍ତ ଗ୍ରୀନ…
ଦେଢ଼ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ କୁଣ୍ଡେଇଡିହା ଗ୍ରାମରୁ ପ୍ରାୟ ୧୫ ଲକ୍ଷ ଟଙ୍କାର ଅବୈଧ ଗଞ୍ଜେଇ ଜବତ ହୋଇଛି । ୯ ଟି ବସ୍ତାରେ ଗଞ୍ଜେଇ ଥିବା ବେଳେ ଏହା ପାଖାପାଖି ଦେଢ଼ କ୍ୱିଣ୍ଟାଲ ହେବ ବୋଲି ପୁଲିସ କହିଛି । ଏ…
ସ୍କୁଲ୍ ବସ୍ କୁ ଧକ୍କା ଦେଲା ଟ୍ରକ୍
ସ୍କୁଲ୍ ବସ୍ କୁ ଧକ୍କା ଦେଲା ଟ୍ରକ୍। ରଘୁନାଥପୁର ଥାନା ଅନ୍ତର୍ଗତ କଟକ-ପାରାଦ୍ଵୀପ ରାସ୍ତାର ଖଣ୍ଡତରି ହମ୍ପସ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ଲୋକେ ବସ୍ ଭିତରୁ ପିଲାମାନଙ୍କୁ ଉଦ୍ଧାର କରିଛନ୍ତି। ସମସ୍ତ ଛାତ୍ରଛାତ୍ରୀ ସୁରକ୍ଷିତ ଅଛନ୍ତି। ପୁଲିସ ଟ୍ରକ୍ ଓ ସ୍କୁଲ୍…
ଏଥର ଅଶ୍ଳୀଳତାକୁ ନା, ଶାନ୍ତିଶୃଙ୍ଖଳାର ସହ ପରିବେଷଣ ହେବ ଖଣ୍ଡଗିରି ଯାତ୍ରା
ଏଥର ଅଶ୍ଳୀଳତାକୁ ନା, ଶାନ୍ତିଶୃଙ୍ଖଳାର ସହ ପରିବେଷଣ ହେବ ଖଣ୍ଡଗିରି ଯାତ୍ରା। ପୂର୍ବ ବର୍ଷମାନଙ୍କରେ ଯାତ୍ରା ମଞ୍ଚ ତଳେ ୫ହଜାର ଚୌକି ପଡ଼ୁଥିଲା, ହେଲେ ଏଥରକ ତାହାର ଅଧା ଅର୍ଥାତ ଅଢେଇହଜାର ଚୌକି ପଡ଼ିବ। ଯାତ୍ରା ପରିବେଷଣ ବେଳେ ଦର୍ଶକମାନେ ଯେପରି ବସିବା ଓ…
