ପ୍ଲେନ ବା ଉଡାଜାହାଜ ଦିନ ଭଳି ରାତିରେ ମଧ୍ୟ ଉଡାଣ ଭରିଥାଏ। ଦିନରେ ଏହା ଉଡିବା ସମୟରେ ପ୍ରଚଣ୍ଡ ଶବ୍ଦ ଶୁଭିଥାଏ। ହେଲେ ରାତିରେ ସେଭଳି ହୋଇ ନ ଥାଏ। ରାତିରେ ଉଡାଜାହାଜର ଶବ୍ଦ ଶୁଭାଯାଇ ନ ଥାଏ ବୋଲି କୁହାଯାଇପାରେ। ପ୍ରାୟତଃ ଏହାର…
Month: January 2026
ଜାଣନ୍ତୁ ଆଜିର ସୁନା ଓ ରୁପା ଦର
ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ…
କେରଳର ନାମ ପରିବର୍ତ୍ତନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି
କେରଳର ନାମ ପରିବର୍ତ୍ତନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି । କେରଳ ବିଜେପି ରାଜ୍ୟ ସଭାପତି ରାଜୀବ ଚନ୍ଦ୍ରଶେଖର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଚିଠି ଲେଖିଛନ୍ତି । ରାଜ୍ୟର ନାମକୁ କେରଳମ ପରିବର୍ତ୍ତନ କରିବା ପାଇଁ ପିଏମ ମୋଦୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ସେ ।…
ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ସମ୍ପନ୍ନ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ସମ୍ପନ୍ନ। ବଡ଼ ମହାସ୍ନାନ ପରେ ସ୍ବାଭାବିକ ହେଲା ଦର୍ଶନ। ଦେଢ଼ ଘଣ୍ଟା ଧରି ବନ୍ଦ ରହିଥିଲା ଦର୍ଶନ । ଭିତର କାଠ ନିକଟରେ ରକ୍ତଛିଟା ପଡ଼ିଥିବାରୁ ଠାକୁରଙ୍କ ବଡ଼ ମହାସ୍ନାନ ହୋଇଥିଲା । ସୂଚନା ଅନୁଯାୟୀ, ବୁଧବାର…
ଟ୍ରମ୍ପଙ୍କ ବଡ଼ ଧମକ! ରକ୍ତପାତ ବନ୍ଦ ନହେଲେ ହେବ ଭୟଙ୍କର ପରିଣାମ
ଇରାନରେ ଜାରି ରହିଥିବା ଦେଶବ୍ୟାପୀ ଜନ ଆନ୍ଦୋଳନକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହେରାନକୁ ଶକ୍ତ ଚେତାବନୀ ଦେଇଛନ୍ତି। ଇରାନ ସରକାର ନିଜ ନାଗରିକଙ୍କ ଉପରେ କରୁଥିବା ଦମନଲୀଳାକୁ ନେଇ ଟ୍ରମ୍ପ କହିଛନ୍ତି ଯେ, ଯଦି ପ୍ରଦର୍ଶନକାରୀଙ୍କ ବିରୋଧରେ ହିଂସାତ୍ମକ କାର୍ଯ୍ୟ ଜାରି…
ପୁଲିସକୁ ବଡ ସଫଳତା;୨ ଦାମୀ କାର୍ ସହ ୭୫ କିଲୋ ଗଞ୍ଜେଇ ଜବତ, ଚାରି ଗିରଫ
ଫିରିଙ୍ଗିଆ ପୁଲିସକୁ ବଡ ସଫଳତା। ଦୁଇ ଦାମୀ କାର ସହ ୭୫ କିଲୋ ଗଞ୍ଜେଇ ଜବତ। ୪ ଜଣଙ୍କୁ ଗିରଫ କରିଛି ପୁଲିସ । ଗଞ୍ଜେଇ କାରବାର ପାଲଟିଥିବା କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଅଞ୍ଚଳରେ ଚାଲିଛି ଗଞ୍ଜେଇ କାରବାର । ବିଗତ ମାସେ ଧରି…
ଯାତ୍ରାରେ ପରିସ୍ରା ଚିନ୍ତା,୧୫ ହଜାର ଲୋକଙ୍କୁ ୨୦ ଟଏଲେଟ
ଏଥର ବି ଗନେ୍ଧଇବ ଖଣ୍ଡଗିରି ପାଦଦେଶ ଅଞ୍ଚଳ । ଖଣ୍ଡଗିରି ଫ୍ଲାଏଓଭର ତଳ ଓ ଛକରେ ଗୋଡ଼ାଇବ ପରିସ୍ରା ଗନ୍ଧ । ବ୍ୟବସ୍ଥା ଓ ପ୍ରସ୍ତୁତି ଯାହା, ଖଣ୍ଡଗିରି ଯାତ୍ରା ସମୟରେ ପରିମଳ ସ୍ଥିତି ବଦଳିବା ଆଶା କମ୍ । ପ୍ରସ୍ତୁତି ଜୋରଦାର ।…
ଦୁଇ ଦିନ ଶୀତ ଲହରୀ, ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା ପ୍ରବଳ ଜାଡ଼ରେ କଲବଲ
ଆସନ୍ତା ଦୁଇ ଦିନ ରାଜ୍ୟରେ ଶୀତ ଲହରୀ ରହିବ । ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହୋଇପାରେ । କଟକ, ଜଗତସିଂହପୁର, ଅନୁଗୁଳ, ଝାରସୁଗୁଡ଼ା ଓ ଖୋର୍ଦ୍ଧାରେ ଅଧିକ ଶୀତ ରହିବ । ସୁନ୍ଦରଗଡ଼, ପୁରୀ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର…
ଶିମିଳିପାଳ କୁମ୍ଭୀର ଗଣନା ରିପୋର୍ଟ: ପଶ୍ଚିମ ଦେଓ ନଦୀରେ କୁମ୍ଭୀରଙ୍କ ରାଜ୍
ପ୍ରକୃତିର କୋଳରେ ଥିବା ଶିମିଳିପାଳ ଅଭୟାରଣ୍ୟରୁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ଚଳିତ ବର୍ଷ କୁମ୍ଭୀରଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ସଦ୍ୟ ପ୍ରକାଶିତ କୁମ୍ଭୀର ଗଣନା ରିପୋର୍ଟ ଅନୁଯାୟୀ, ଶିମିଳିପାଳରେ କୁମ୍ଭୀର ସଂଖ୍ୟା ୮୪କୁ ବୃଦ୍ଧି…
