ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ଉପରମୁହାଁ ହୋଇଛି । ଏହାଯୋଗୁ ଶନିବାର ଗ୍ରାପ୍-୪ ଲାଗୁ କରାଯାଇଛି । ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ରବିବାର ସକାଳ ୬ଟାରେ ୪୦୦ ରେକର୍ଡ କରାଯାଇଛି । ଗ୍ରାପ-୪ ଅନୁସାରେ, ଅନ୍ୟ ରାଜ୍ୟରୁ ଆସୁଥିବା ଭାରୀ ଯାନଗୁଡ଼ିକ…
Month: January 2026
ସାଇବର ଠକେଇର ଶିକାର ହୋଇଥିଲେ ଫେରସ୍ତ ପାଇବେ ଟଙ୍କା, ଫ୍ରିଜ୍ ହୋଇଥିବା ଆକାଉଣ୍ଟ ୯୦ ଦିନରେ ରିଲିଜ୍
ଯଦି ଆପଣ ସାଇବର ଠକେଇର ଶିକାର ହୋଇଛନ୍ତି, ତେବେ ଆପଣଙ୍କୁ ଆପଣଙ୍କ ଟଙ୍କା ଫେରି ପାଇବାକୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଗୃହ ମନ୍ତ୍ରଣାଳୟ ଏକ ନୂତନ ନିୟମ ଜାରି କରିଛି ଯାହା ୫୦ ହଜାରରୁ କମ୍ ଅନଲାଇନ ଠକେଇ…
ବାଇକ୍କୁ ଧକ୍କା ଦେଲା ଅଜଣା ଗାଡ଼ି, ଆଖିବୁଜିଲେ ଦୁଇ ସାଙ୍ଗ
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଖିବୁଜିଲେ ଦୁଇ ସାଙ୍ଗ। ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଜୀବନ। ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଲା ଅଜଣା ଗାଡ଼ି ଚାଳକ। ଏଭଳି ଅଭାବନୀୟ ଘଟଣା ଜଳେଶ୍ୱର ଥାନା ୫୭ ରାଜ୍ୟ ରାଜପଥ ନାମ୍ପ ନିକଟରେ ଘଟିଛି। ସୂଚନା ଅନୁଯାୟୀ, କୌଣସି…
ଘରେ ପଶି ମା’ ଓ ଦୁଇ ଝିଅଙ୍କୁ ଖଣ୍ଡାରେ ହାଣିଲା ଯୁବକ
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଚାଞ୍ଚଲ୍ୟ ଖେଳିଯାଇଛି । ଘରେ ପଶି ୩ ଜଣଙ୍କୁ ଅତର୍କିତ ଆକ୍ରମଣ କରିଛି ଜଣେ ଯୁବକ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରେ ପଶି ମା’ ଓ ଦୁଇ ଝିଅଙ୍କୁ ଖଣ୍ଡାରେ ହାଣିଲା ଯୁବକ । ବି.ତୁରୁବୁଡ଼ି କାଣ୍ଡସ୍ୱର…
ଖଣ୍ଡଗିରି ମେଳା ପାଇଁ କମିଶନରେଟ୍ ପୁଲିସ ପ୍ରସ୍ତୁତ: ମୁତୟନ ହେବେ ୭ ପ୍ଲାଟୁନ୍ ପୁଲିସ ଫୋର୍ସ
ଖଣ୍ଡଗିରି ମେଳାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ କମିଶନରେଟ୍ ପୁଲିସ ସମ୍ପୂର୍ଣ୍ଣ ତୟାର ରହିଛି । ପୁଲିସ ପକ୍ଷରୁ ଖଣ୍ଡଗିରି ମୁଣ୍ଡିଆ ରାସ୍ତାରେ ଏକ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ୍ ରୁମ୍ ଖୋଲାଯିବ । ମେଳା ଭିଡ଼କୁ ନଜର ରଖିବ ସିସି କ୍ୟାମେରା…
ଓଭର ବ୍ରିଜରେ ଟ୍ରକ୍କୁ ପିଟିଲା କାର୍, ଚାଲିଗଲା ଡ୍ରାଇଭରଙ୍କ ଜୀବନ
ବାଣୀବିହାର ଓଭର ବ୍ରିଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍କୁ ପଛ ପଟୁ ପିଟଲା କାର୍। ଟ୍ରକ୍କୁ ଧକ୍କା ଦେବା ପରେ ସମ୍ପୂର୍ଣ୍ଣ ଚୁର୍ମାର୍ ହୋଇଗଲା କାର୍। କାର ଭିତରେ ଚାପି ହୋଇ ଚାଲିଗଲା ଆରୋହୀଙ୍କ ଜୀବନ। ଘଟଣାସ୍ଥଳରେ ଶହୀଦ ନଗର ପୁଲିସ କାର୍ ଭିତରୁ ମୃତଦେହ ଉଦ୍ଧାର କରିଥିଲା…
ଆରମ୍ଭ ହେଲା ପକ୍ଷୀ ଗଣନା, ୫ଟି ରେଞ୍ଜରେ ମୋଟ ୨୨ଟି ଗଣନାକାରୀ ଟିମ୍ ସାମିଲ
ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା। ଚିଲିକା ବନାଞ୍ଚଳ ବନ୍ୟପ୍ରାଣୀ ବନଖଣ୍ଡ ଅଧିକ୍ଷକ ଅମ୍ଳାନ ନାୟକଙ୍କ ନେତୃତ୍ବରେ ୫ ଟି ରେଞ୍ଜ ଅଧିନସ୍ଥ ପକ୍ଷୀ ଗଣନା ଚାଲିଛି। ଚିଲିକା ଡିଭିଜନ ଅଧିନସ୍ଥ ବାଲୁଗାଁ ରେଞ୍ଜ ଅଧିନ ନଳବଣ ୪ ଟି ଓ ପାରିକୁଦ ଗଡ଼…
କମିବ ଶୀତ,କଲବଲ କରିବ କୁହୁଡ଼ି
ଆଜି ରାତିରୁ ଶୀତ କମିବ । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ବଢ଼ିଯିବ । ଏଥିପାଇଁ ପାରଦ ଉପରମୁହାଁ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରବିବାର ରାତିରେ ଉପକୂଳ ଓଡ଼ିଶାର…
ସିନ୍ଦେଙ୍କ ବଡ଼ ଚାଲ୍: ମୁମ୍ବାଇ ମେୟର ପଦ ପାଇଁ ବିଜେପି ଉପରେ ପଡ଼ିଲା କି ଚାପ?
BMCରେ କ୍ଷମତା ଦଖଲ ପାଇଁ ଯାଦୁକରୀ ସଂଖ୍ୟା ହେଉଛି ୧୧୪। ନିକଟରେ ଶେଷ ହୋଇଥିବା ନିର୍ବାଚନରେ ବିଜେପି ୮୯ଟି ଆସନ ସହ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି। ଅନ୍ୟପଟେ ଠାକରେ ଗୋଷ୍ଠୀ ୬୫ଟି ଏବଂ MNS ୬ଟି ଆସନ ହାସଲ କରିଛନ୍ତି।…
ନିଲମ୍ବନ ପଛର ଅସଲ ଗୁମର: ବିଜେପିକୁ ବାଟ ସୁଗମ କରୁଛି କି ବିଜେଡି?
୨୦୨୪ ସାଧାରଣ ନିର୍ବାଚନରେ ପରାଜୟ ପରେ ଦୀର୍ଘ ଦିନ ଧରି ନୀରବ ରହିଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବେ ହଠାତ୍ କ୍ରିୟାଶୀଳ ହେବା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷ କରି ଦଳୀୟ ଶୃଙ୍ଖଳା ରକ୍ଷା ନାଁରେ ଦୁଇଜଣ ବିଧାୟକଙ୍କୁ ବହିଷ୍କାର…
