ମୋହନା ଥାନା ଅନ୍ତର୍ଗତ ଜରଉ ଘାଟିରେ ଦୁର୍ଘଟଣା। ଭାରସାମ୍ୟ ହରାଇ ବିଦ୍ୟୁତ୍ ଖଣ୍ଟରେ ପିଟିହୋଇ ଓଲଟିଲା ଅଟୋ। ଦୁର୍ଘଟଣାରେ ଡ୍ରାଇଭର ସମେତ ୧୭ ଜଣ ସ୍କୁଲ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟଲୋକ ଅଟୋ ଭିତରୁ ଆହତ ପିଲାଙ୍କୁ ଉଦ୍ଧାର କରି ଗଞ୍ଜାମ ବଡ଼ଗଡ଼ ମେଡ଼ିକାଲରେ…
Month: January 2026
ନୂଆପଡା BDO ରୋହିତ ଭୋଇଙ୍କୁ ଆକ୍ରମଣ…
ନୂଆପଡା BDO ରୋହିତ ଭୋଇଙ୍କୁ ଆକ୍ରମଣ । ବ୍ଳକ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ । ନୂଆପଡ଼ା ପୋଲିସରେ ଅଭିଯୋଗ କରିଛନ୍ତି ନୂଆପଡ଼ା ବିଡିଓ ରୋହିତ ଭୋଇ । ଭଇସାଟାଲ ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ତାଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।…
ଖୋଲିଲା ମା’ ମଝିଘରିଆଣି ମନ୍ଦିରର ହୁଣ୍ଡି
ଖୋଲିଲା ରାୟଗଡ଼ାର ଅଧିଷ୍ଠାତ୍ରୀଦେବୀ ମା’ ମଝିଘରିଆଣିଙ୍କ ହୁଣ୍ଡି। ୬ ମାସ ପରେ ଦାନ ହୁଣ୍ଡି ଖେଲାଯାଇ ଆରମ୍ଭ ହେଲା ଗଣତି। ସ୍ଥାନୀୟ ତହସିଲଦାରଙ୍କ ତତ୍ୱାବଧାନରେ ପୁଲିସ କଡ଼ା ସୁରକ୍ଷାରେ ହୁଣ୍ଡି ଟଙ୍କା ଗଣୁଛନ୍ତି ମନ୍ଦିର କର୍ତ୍ତୃପକ୍ଷ ଓ ମହିଳା। ସୂଚନା ଅନୁଯାଇ, ସୋମବାର ଦିନ…
ଅଳଙ୍କାର ବଜାରରେ ନିଆଁ: ରୁପା କିଲୋ ୩ ଲକ୍ଷ ଟପିଲା, ସୁନା ଦେଢ଼ ଲକ୍ଷ ମୁହାଁ!
ଘରୋଇ ତଥା ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ଦରରେ ଅହେତୁକ ବୃଦ୍ଧି ଜାରି ରହିଛି । ସୋମବାର ବଜାର ଖୋଲିବା ମାତ୍ରେ ବହୁମୂଲ୍ୟ ଧାତୁଗୁଡ଼ିକର ମୂଲ୍ୟ ଆକାଶଛୁଆଁ ହୋଇଛି, ଯାହା ସାଧାରଣ ଗ୍ରାହକଙ୍କୁ ସ୍ତବ୍ଧ କରିଦେଇଛି । ଇତିହାସରେ ପ୍ରଥମ ଥର ପାଇଁ…
ଜଗତସିଂହପୁର ଜିଲ୍ଲାରେ ବସ ଚଳାଚଳ ସ୍ଵାଭାବିକ..
ପାଞ୍ଚ ଦିନ ପରେ ଗଡ଼ିଲା ବସ୍ । ଜଗତସିଂହପୁର ଜିଲ୍ଲାରେ ବସ ଚଳାଚଳ ସ୍ଵାଭାବିକ ହୋଇଛି । ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରିଥିଲା ବସ୍ ମାଲିକ ସଂଘ । ଜିଲ୍ଲାପାଳଙ୍କ ସହ ଆଲୋଚନା ବିଫଳ ହେବା ପରେ ଟ୍ରାନ୍ସପୋର୍ଟ କମିଶନରଙ୍କ ସହ ଆଲୋଚନା…
ପୀତବାସ ପଣ୍ଡା ହତ୍ୟା ମାମଲା: ୧୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ, ବଢ଼ିଲା ଚାଞ୍ଚଲ୍ୟ।
ଗଞ୍ଜାମ ଜିଲ୍ଲାର ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆସିବାକୁ ଯାଉଛି। ଏହି ବର୍ବରକାଣ୍ଡରେ ସଂପୃକ୍ତ ଥିବା ସମସ୍ତ ୧୬ ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବ। ପୋଲିସ ଦ୍ୱାରା ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତଙ୍କ…
ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା…
ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା । ଗୋଟିଏ ଟ୍ରେନ ଲାଇନଚ୍ୟୁତ୍ ହୋଇ ଅନ୍ୟ ଟ୍ରାକ୍ରେ ପଡିବା ପରେ ଧକ୍କା ଦେଲା ଅନ୍ୟ ଏକ ଟ୍ରେନ୍ । ଅତି କମରେ ୨୧ ଯାତ୍ରୀ ମୃତ, ଶତାଧିକ ଆହତ…
ରାଜପଥରେ ବୁଲିଲା ଖଣ୍ଡା, ମେଳାରୁ କିଣି ଆତଙ୍କ ଖେଳାଇଲେ ଯୁବକ
ବେକରେ ଗାମୁଛା । ଧଳା ସାର୍ଟକୁ ପାଣ୍ଟ । ମୁଣ୍ଡରେ ନାଲି ତିଳକ । ସୁଟ୍ବୁଟ୍ ପିନ୍ଧା ଯୁବକ ଏକଦମ ଭଦ୍ର ଲୋକ ପରି ମନେ ହେଉଛନ୍ତି । ହେଲେ ହାତରେ ଧରିଛନ୍ତି ବିରାଟ ଖଣ୍ଡା । ଦିନ ଦ୍ୱିପ୍ରହରରେ ରାଜରସ୍ତାରେ ଖଣ୍ଡା ବୁଲାଇଲେ ।…
ଦୁଇ କୋଟିର ଅଫିମ ଚାରା ନଷ୍ଟ
ଶିମିଳିପାଳ ପାଦଦେଶ ଜଙ୍ଗଲରେ ଚାଲିଥିଲା ଅଫିମ ଚାଷ। ବିଶେଷ ସୂତ୍ରରୁ ଖବର ପାଇବା ପରେ ଯଶୀପୁର ପୁଲିସ, ବନ ବିଭାଗ, ଅବକାରୀ ବିଭାଗ ଏବଂ ସ୍ଥାନୀୟ ରାଜସ୍ୱ ବିଭାଗ ମିଳିତ ଭାବରେ ଚଢଉ କରି ଅଫିମ ଚାରା ନଷ୍ଟ କରିଛନ୍ତି। ଏହାର ଆନୁମାନିକ ମୂଲ୍ୟ…
