ବିଦ୍ୟାଳୟ ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଦୁଇଟି ସାହିର ପିଲାଙ୍କୁ ସ୍କୁଲ ଆସିବାକୁ ମନା କରିବାରୁ ମହାଭାରତ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିକଟ ପଥରା ଗାଁରେ ଉଡ଼ିଲା ଟେକା ପଥର। ଗୋଷ୍ଠୀ ସଂଘର୍ଷକୁ ନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ…
Month: January 2026
ଟ୍ରିବ୍ୟୁନାଲକୁ ନେଇ ଆଶଙ୍କା, କାର୍ଯ୍ୟକାଳ ବଢ଼ାଇବାକୁ ଲିଖିତ ଦେଉନାହାନ୍ତି ସରକାର
ମହାନଦୀ ଟ୍ରିବ୍ୟୁନାଲକୁ ନେଇ ଆଶଙ୍କା। ଟ୍ରିବ୍ୟୁନାଲ୍ କାର୍ଯ୍ୟକାଳ ବଢ଼ାଇବାକୁ ଲିଖିତ ଦେଉନାହାନ୍ତି ସରକାର। ଆପୋସ ସମାଧାନ ବାଟ ବି ଆଗେଇନି। ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ୍ ମାସରେ ଶେଷ ହେବ। ହେଲେ ଟ୍ରିବ୍ୟୁନାଲ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ସରେ ପହଞ୍ଚିନାହାନ୍ତି। କିନ୍ତୁ ଟ୍ରିବ୍ୟୁନାଲର କାର୍ଯ୍ୟକାଳ…
୨୬ରେ ଖୋଲା ରହିବ ନନ୍ଦନକାନନ
ଜାନୁଆରୀ ୨୬ରେ ଖୋଲା ରହିବ ନନ୍ଦନନ୍ଦକାନନ। ସାଧାରଣତନ୍ତ୍ର ଦିବସ ଅବସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ବଟାନିକାଲ ଗାର୍ଡେନ ମଧ୍ୟ ଖୋଲା ରହିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୋମବାର ପରିବର୍ତ୍ତେ ଆସନ୍ତା ସପ୍ତାହରେ ମଙ୍ଗଳବାର ଏହା ବନ୍ଦ ରହିବ। ନନ୍ଦନକାନନ ଉପନିର୍ଦେଶକ…
ପୁରୀ ନବକଳେବର ରୋଡରେ ବୃଦ୍ଧାଙ୍କ ଉପରେ ମାଡିଗଲା ବସ୍
ବୃଦ୍ଧାଙ୍କ ଉପରେ ମାଡିଗଲା ବସ୍ । ପୁରୀ ନବକଳେବର ରୋଡରେ ବୃଦ୍ଧାଙ୍କ ଉପରେ ମାଡିଗଲା ବସ୍ । ଘଟଣାସ୍ଥଳରେ ଉତ୍ତେଜନା । ଗୁରୁତର ଅବସ୍ଥାରେ ବୃଦ୍ଧା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ବସକୁ ଅଟକାଇ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ ।…
ପବିତ୍ର ଶ୍ରୀପଞ୍ଚମୀରେ ଅନୁକୂଳ ହେବ ରଥକାଠ
ଆଜି ରଥକାଠ ଅନୁକୂଳ । ପବିତ୍ର ଶ୍ରୀପଞ୍ଚମୀରେ ଅନୁକୂଳ ହେବ ରଥକାଠ । ରଥଯାତ୍ରା ପାଇଁ ବିଧି ମୁତାବକ ତିନିଟି କାଠକୁ ପୂଜା କରାଯିବ । ରଥ ନିର୍ମାଣ ସୃଜନୀ କାର୍ୟ୍ୟ ହୋଇଥିବାରୁ ମା’ ସରସ୍ବତୀଙ୍କ ଆବାହନ କରାଯିବ । ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଇ…
କଟକରେ ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ୍, ଦିନ ୨ଟା ପର୍ଯ୍ୟନ୍ତ…
କଟକରେ ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ୍ । ନେତାଜୀଙ୍କ ୧୨୯ ତମ ଜୟନ୍ତୀ ଅବସରରେ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ଉପରାଷ୍ଟ୍ରପତି । ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ପୈତୃକ ନିବାସ ଜାନକୀନାଥ ଭବନରେ ପହଞ୍ଚି ନେତାଜୀ ସୁବାସ ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା…
ସରକାରଙ୍କ ସହ ଆଲୋଚନା ସଫଳ ପରେ ବି ଆସନ୍ତାକାଲିରୁ ହେବ ବସ ଧର୍ମଘଟ
ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ପରେ ବି ହେବ ବସ ଧର୍ମଘଟ । ୬ଟି ଜିଲ୍ଲାରେ ଆଲୋଚନା ସଫଳ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାକୁ ନେଇ ବର୍ଷିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ଜଗତସିଂହପୁର ଜିଲ୍ଲାପାଳଙ୍କ ପାଇଁ ଧର୍ମଘଟକୁ ସଂଘ…
ଟି୨୦ ବିଶ୍ୱକପ୍ ୨୦୨୬: ବାଂଲାଦେଶ କ୍ରିକେଟ ବୋର୍ଡକୁ ଆଇସିସିର ୨୪ ଘଣ୍ଟିଆ ଅଲ୍ଟିମେଟମ, ଚିନ୍ତାରେ ସରକାର
ଆସନ୍ତା ଟି୨୦ ବିଶ୍ୱକପ୍ ୨୦୨୬ ପୂର୍ବରୁ ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ଏବେ ଏକ ବଡ଼ ଧରଣର ସଂକଟ ଦେଇ ଗତି କରୁଛି। ନିଜ ଖେଳାଳିଙ୍କୁ ଭାରତ ପଠାଇବା ନେଇ ବାଂଲାଦେଶ ଏବେ ଦ୍ୱନ୍ଦ୍ୱରେ ଥିବାବେଳେ ଆଇସିସି (ICC) ପକ୍ଷରୁ ମିଳିଥିବା କଡ଼ା ଅଲ୍ଟିମେଟମ…
କିଣିବାକୁ ଚାହୁଁଥିଲେ ରେଟ ଜାଣି ଲାଗୁଛି ଝଟକା
ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୪,୩୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…
ଜୀବନ ନେଇ ଚାଲିଛି କିଲର୍ ଗାଡ଼ି
ରାସ୍ତାରେ ଗୋଟିଏ ପରେ ଗୋଟିଏ ଜୀବନ ନେଇଚାଲିଛି କିଲର୍ ଗାଡ଼ି । ଗତକାଲି ସକାଳୁ ଖୋର୍ଦ୍ଧା ଗଙ୍ଗପଡ଼ା ନିକଟରେ ଜାତୀୟ ରାଜପଥ ୧୬ରେ ଭୟଙ୍କର ଥାର୍ ଦୁର୍ଘଟଣାରେ ଚାଲିଯାଇଛି ୩ ଜୀବନ । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଗୁରୁତର ଆହତ ଜଣକ ଭୁବନେଶ୍ୱର…
