ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ…
Day: January 24, 2026
ପାଶ୍ଚାତ୍ୟ ଦେଶଙ୍କୁ ଝଟ୍କା, ଜାତିସଂଘରେ ଇରାନକୁ ଭାରତର ସମର୍ଥନ
ମିଳିତ ଜାତିସଂଘ ମାନବାଧିକାର ପରିଷଦର ସ୍ୱତନ୍ତ୍ର ଅଧିବେଶନରେ ଭାରତ ପୁଣି ଥରେ ନିଜର ସ୍ୱାଧୀନ ବୈଦେଶିକ ନୀତି ସହିତ ବିଶ୍ୱକୁ ଚକିତ କରିଛି । ପାଶ୍ଚାତ୍ୟ ଦେଶଗୁଡ଼ିକର ପ୍ରବଳ ଚାପ ସତ୍ତ୍ୱେ, ଭାରତ ଇରାନ ବିରୋଧରେ ଆଗତ ମାନବାଧିକାର ଉଲ୍ଲଂଘନ ସମ୍ପର୍କିତ ପ୍ରସ୍ତାବ ବିରୋଧରେ…
ସାଂସଦ ଓ ବିଧାୟକଙ୍କୁ ଅସମ୍ମାନ କଲେ ହେବ କାର୍ଯ୍ୟାନୁଷ୍ଠାନ
ଏଣିକି ସାଂସଦ ଓ ବିଧାୟକଙ୍କୁ ଅସମ୍ମାନ କଲେ ହେବ କାର୍ଯ୍ୟାନୁଷ୍ଠାନ । ଅସମ୍ମାନ ଘଟଣାର ଅଭିଯୋଗ ପ୍ରମାଣିତ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ପଦୋନ୍ନତି ରୋକିବା, ବାଧ୍ୟତାମୂଳକ ଅବସର କିମ୍ବା ଚାକିରିରୁ ବହିଷ୍କାର ଭଳି କଠୋର ଦଣ୍ଡ ଦିଆଯିବ ବୋଲି ସତର୍କ କରାଇଦେଇଛି କେନ୍ଦ୍ର ।…
ସୁବର୍ଣ୍ଣପୁରରେ ମଣ୍ଡି ଅବ୍ୟବସ୍ଥା: ଧାନ ଗଦା ପାଖରେ ଚାଷୀ, କାହିଁକି ଆସୁନି ମିଲର୍ସ ଗାଡ଼ି?
ସୁବର୍ଣ୍ଣପୁର ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଜିଲ୍ଲାର ୯୨ଟି ପ୍ୟାକ୍ସ (PACS) ରେ ହଜାର ହଜାର କ୍ଵିଣ୍ଟାଲ ଧାନ ପଡି ରହିଥିବା ବେଳେ ମିଲର୍ସଙ୍କ ଅସହଯୋଗ କାରଣରୁ ଚାଷୀ ଏବେ ହତାଶ ହୋଇପଡିଛନ୍ତି। ଟୋକନ ଅବଧି ସରି ଆସୁଥିଲେ…
ଛାଡ଼ପତ୍ରପ୍ରାପ୍ତ ନିର୍ଭରଶୀଳ ଝିଅଙ୍କୁ ମିଳିବ ପରିବାର ପେନସନ୍
ବିବାହ ଛାଡ଼ପତ୍ରପ୍ରାପ୍ତ ପାଇଥିବା ଝିଅଙ୍କୁ ନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ଉପରେ ନିର୍ଭର କରୁଥିବା ଛାଡ଼ପତ୍ର ପାଇଥିବା ବିବାହିତ ଝିଅ ପରିବାର ପେନସନ ପାଇବେ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି । ଛାଡ଼ପତ୍ର ମିଳିବାରେ ବିଳମ୍ୱ କାରଣରୁ…
ଜମି ବିବାଦରୁ ହଣାକଟା, ଗାଁ ଦାଣ୍ଡରେ ବୁଲିଲା ଖଣ୍ଡା
ଜମିବାଡ଼ି ବିବାଦରୁ ହଣାକଟା । ୨ ପରିବାର ମଧ୍ୟରେ ତୁମୁଳକାଣ୍ଡ, ଗାଁ ଦାଣ୍ଡରେ ବୁଲିଲା ଖଣ୍ଡା । ଉଭୟ ପରିବାରରୁ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଲେଣ୍ଡୋ…
ଭାରତରୁ ଶେଖ୍ ହାସିନାଙ୍କ ହୁଙ୍କାର: ମହମ୍ମଦ ୟୁନୁସଙ୍କୁ କହିଲେ ‘ହତ୍ୟାକାରୀ’
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଦେଶର ବର୍ତ୍ତମାନର ଅନ୍ତରୀଣ ସରକାର ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଭାରତରେ ଶରଣ ନେଇଥିବା ହାସିନା ଏକ ଅଡିଓ କ୍ଲିପ୍ ଜରିଆରେ ବାଂଲାଦେଶବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସଙ୍କୁ ‘ଫାସିବାଦୀ ହତ୍ୟାକାରୀ’ ବୋଲି ଆଖ୍ୟା…
ଘର ଭିତରେ ପଶି ଯୁବକଙ୍କୁ ଆକ୍ରମଣ କଲା ବାଘ
ନରସିଂହପୁର ବନଖଣ୍ଡ ଅନନ୍ତ ପ୍ରସାଦ ଗାଁରେ ବାଘ ମଣିଷ ଲଢ଼େଇ। ଘର ଭିତରେ ପଶି ଯୁବକଙ୍କୁ ଆକ୍ରମଣ କରିଥିଲା ବାଘ। ଆକ୍ରମଣ ବେଳେ ବାଘ ସହ ଯୁବକଙ୍କ ଜୋରଦାର ଲଢ଼େଇ ବେଳେ ବାଘ ମୃତ୍ୟୁ ହୋଇଛି । ଏଥିରେ ଯୁବକ ଜଣକ ମଧ୍ୟ ଗୁରୁତର…
ହାଇକୋର୍ଟରେ ହାଜର ହେବେ ନଗର ଉନ୍ନୟନ ସଚିବ ଉଷା ପାଢ଼ୀ: ପୋଲିସ କମିଶନରଙ୍କୁ ମଧ୍ୟ ନିର୍ଦ୍ଦେଶ
ଓଡ଼ିଶା ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ। ଅଦାଲତ ଅବମାନନା ମାମଲାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସଚିବ ନୁହଁନ୍ତି, ବରଂ ତାଙ୍କ ସହ ପୌର ପ୍ରଶାସନ…
ଦିନକ ପରେ ଖଣ୍ଡଗିରି ମେଳା: ଆକର୍ଷଣ ସାଜିବ ବିଶ୍ୱରୂପ ଓ କାଞ୍ଚି ଅଭିଯାନ ଥିମ୍
ଆଉ ଦିନକ ପରେ ଖଣ୍ଡଗିରି ମେଳା । ସଜେଇ ହେଉଛି ଐତିହାସିକ ଖଣ୍ଡଗିରି ପାହାଡ଼ । ପାହାଡ଼ ପାଦଦେଶରେ ଯଜ୍ଞକୁଣ୍ଡ ସହ ସାଧୁସନ୍ଥଙ୍କ ରହିବା ପାଇଁ ଅସ୍ଥାୟୀ ଘର ଜୋର୍ସୋର ତିଆରି ଚାଲିଛି । ବାହାର ରାଜ୍ୟରୁ ଖେଳଣା, ଫୁଲ ବେପାରୀ ଓ ଦୋଳି ବେପାରୀମାନେ…
