ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା। ଚିଲିକା ବନାଞ୍ଚଳ ବନ୍ୟପ୍ରାଣୀ ବନଖଣ୍ଡ ଅଧିକ୍ଷକ ଅମ୍ଳାନ ନାୟକଙ୍କ ନେତୃତ୍ବରେ ୫ ଟି ରେଞ୍ଜ ଅଧିନସ୍ଥ ପକ୍ଷୀ ଗଣନା ଚାଲିଛି। ଚିଲିକା ଡିଭିଜନ ଅଧିନସ୍ଥ ବାଲୁଗାଁ ରେଞ୍ଜ ଅଧିନ ନଳବଣ ୪ ଟି ଓ ପାରିକୁଦ ଗଡ଼…
Day: January 18, 2026
କମିବ ଶୀତ,କଲବଲ କରିବ କୁହୁଡ଼ି
ଆଜି ରାତିରୁ ଶୀତ କମିବ । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ବଢ଼ିଯିବ । ଏଥିପାଇଁ ପାରଦ ଉପରମୁହାଁ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରବିବାର ରାତିରେ ଉପକୂଳ ଓଡ଼ିଶାର…
ସିନ୍ଦେଙ୍କ ବଡ଼ ଚାଲ୍: ମୁମ୍ବାଇ ମେୟର ପଦ ପାଇଁ ବିଜେପି ଉପରେ ପଡ଼ିଲା କି ଚାପ?
BMCରେ କ୍ଷମତା ଦଖଲ ପାଇଁ ଯାଦୁକରୀ ସଂଖ୍ୟା ହେଉଛି ୧୧୪। ନିକଟରେ ଶେଷ ହୋଇଥିବା ନିର୍ବାଚନରେ ବିଜେପି ୮୯ଟି ଆସନ ସହ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି। ଅନ୍ୟପଟେ ଠାକରେ ଗୋଷ୍ଠୀ ୬୫ଟି ଏବଂ MNS ୬ଟି ଆସନ ହାସଲ କରିଛନ୍ତି।…
ନିଲମ୍ବନ ପଛର ଅସଲ ଗୁମର: ବିଜେପିକୁ ବାଟ ସୁଗମ କରୁଛି କି ବିଜେଡି?
୨୦୨୪ ସାଧାରଣ ନିର୍ବାଚନରେ ପରାଜୟ ପରେ ଦୀର୍ଘ ଦିନ ଧରି ନୀରବ ରହିଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବେ ହଠାତ୍ କ୍ରିୟାଶୀଳ ହେବା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷ କରି ଦଳୀୟ ଶୃଙ୍ଖଳା ରକ୍ଷା ନାଁରେ ଦୁଇଜଣ ବିଧାୟକଙ୍କୁ ବହିଷ୍କାର…
କମିଲା ଭକ୍ତ ନିବାସର ପାର୍କିଂ ଫି, ଆଜିଠୁ ନୂଆ ନିୟମ ଲାଗୁ
ଶ୍ରୀକ୍ଷେତ୍ରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପରିଚାଳିତ ଭକ୍ତ ନିବାସଗୁଡ଼ିକରେ ଚାରି ଚକିଆ ଯାନ ପାଇଁ ଧାର୍ଯ୍ୟ ହୋଇଥିବା ପାର୍କିଂ ଶୁଳ୍କକୁ କମାଇ ଦିଆଯାଇଛି। ପୂର୍ବରୁ ଥିବା ୫୦୦ ଟଙ୍କା ପରିବର୍ତ୍ତେ ଏବେ ଭକ୍ତଙ୍କୁ…
ଇଣ୍ଡିଗୋ ଝଟକା: ଯାତ୍ରୀଙ୍କୁ ହଇରାଣ କରି ଗଣିବ ୨୨ କୋଟିର ଜରିମାନା
ଦେଶର ପ୍ରମୁଖ ଘରୋଇ ବିମାନ ସେବା ସଂସ୍ଥା ‘ଇଣ୍ଡିଗୋ’ (IndiGo) କୁ ଏକ ବଡ଼ ଧରଣର ଆର୍ଥିକ ଦଣ୍ଡ ସହ୍ୟ କରିବାକୁ ପଡ଼ିଛି। ବିମାନ ଚଳାଚଳରେ ବିଭ୍ରାଟ ଏବଂ ଯାତ୍ରୀଙ୍କୁ ଅକଥନୀୟ ହଇରାଣ କରିଥିବା ଅଭିଯୋଗରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) କମ୍ପାନୀ…
ଇନ୍ଦୋରରେ ହେବ ନିର୍ଣ୍ଣାୟକ ଲଢ଼େଇ: କାହା ହାତକୁ ଯିବ ସିରିଜ?
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜାରି ରହିଥିବା ଦିନିକିଆ ଶୃଙ୍ଖଳା ଏବେ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଆଜି ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବାକୁ ଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଉଭୟ ଦଳ ପାଇଁ ‘କର ବା ମର’ ସଦୃଶ ହୋଇଛି।…
ଅନୁଗୋଳରେ ରକ୍ତାକ୍ତ ସଂଘର୍ଷ: ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ!
ପୂର୍ବ ଶତ୍ରୁତାରୁ ଆକ୍ରମଣ । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଅନୁଗୋଳ ଜିଲ୍ଲା ବନ୍ତଳା ଥାନା କଲେଇପଦା ଅଞ୍ଚଳରେ ଆକ୍ରମଣ ହୋଇଛି । ଦିମୁହାଣ ସାହି ଠାରେ ଜଣେ ଯୁବକଙ୍କୁ ଅନ୍ୟ ଦୁଇଜଣ ଭୁଜାଲିରେ ଅତର୍କିତ ଆକ୍ରମଣ କରିଛନ୍ତି । ଗୁରୁତର…
