Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Day: January 14, 2026

ସୋରିଷର ଉପକାରିତା

Posted on January 14, 2026

ନିଜ ବୟସ ଠାରୁ କମ୍ ଦେଖାଯିବା କେବଳ ମହିଳା ମାନଙ୍କର ଇଛା ନଥାଏ, ପୁରୁଷ ମାନଙ୍କର ମଧ୍ୟ ଏହି ଇଛା ରହିଥାଏ । ଯଦି ଆପଣ ବି ନିଜର ବଢୁଥିବା ସୟସକୁ କମ୍ କରିବାକୁ ଚାହୁଁଛନ୍ତି ତ, ଏହି ହଳଦୀଆ ରଙ୍ଗର ଫୁଲ ଆପଣଙ୍କୁ…

ମାନବିକତା ମରିଗଲା, ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଜେଜେ ଅଟକ

Posted on January 14, 2026

ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୋଲିସ ଜଣେ ବୃଦ୍ଧଙ୍କୁ ଅଟକ ରଖିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଅଭିଯୁକ୍ତ ବୃଦ୍ଧ ଜଣକ ସମ୍ପର୍କରେ ନାବାଳିକାର ଜେଜେ…

ପୁଲିସ ଗାଡି ଧକ୍କାରେ ୨ ଗୁରୁତର

Posted on January 14, 2026

ଅନୁଗୁଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ଶଂଖାମାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ବୌଦ୍ଧ ପୁଲିସ ଗାଡି ଧକ୍କାରେ ୨ ଜଣ ଗୁରୁତର ଆହତ। ଉଭୟ ଗୁରୁତରଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆହତମାନେ ଉପଖଣ୍ଡର କିଆକଟା ଥାନା ଅନ୍ତର୍ଗତ ଶଂଖାମାଳ ଗ୍ରାମର ପପୁନ…

ରାତିରେ କାହିଁକି ଶୁଣାଯାଏ ନାହିଁ AeroPlaneର ଶବ୍ଦ?

Posted on January 14, 2026

ପ୍ଲେନ ବା ଉଡାଜାହାଜ ଦିନ ଭଳି ରାତିରେ ମଧ୍ୟ ଉଡାଣ ଭରିଥାଏ। ଦିନରେ ଏହା ଉଡିବା ସମୟରେ ପ୍ରଚଣ୍ଡ ଶବ୍ଦ ଶୁଭିଥାଏ। ହେଲେ ରାତିରେ ସେଭଳି ହୋଇ ନ ଥାଏ। ରାତିରେ ଉଡାଜାହାଜର ଶବ୍ଦ ଶୁଭାଯାଇ ନ ଥାଏ ବୋଲି କୁହାଯାଇପାରେ। ପ୍ରାୟତଃ ଏହାର…

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

Posted on January 14, 2026

ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ…

କେରଳର ନାମ ପରିବର୍ତ୍ତନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି

Posted on January 14, 2026

କେରଳର ନାମ ପରିବର୍ତ୍ତନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି । କେରଳ ବିଜେପି ରାଜ୍ୟ ସଭାପତି ରାଜୀବ ଚନ୍ଦ୍ରଶେଖର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଚିଠି ଲେଖିଛନ୍ତି । ରାଜ୍ୟର ନାମକୁ କେରଳମ ପରିବର୍ତ୍ତନ କରିବା ପାଇଁ ପିଏମ ମୋଦୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ସେ ।…

ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ସମ୍ପନ୍ନ

Posted on January 14, 2026

 ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ସମ୍ପନ୍ନ। ବଡ଼ ମହାସ୍ନାନ ପରେ ସ୍ବାଭାବିକ ହେଲା ଦର୍ଶନ। ଦେଢ଼ ଘଣ୍ଟା ଧରି ବନ୍ଦ ରହିଥିଲା ଦର୍ଶନ । ଭିତର କାଠ ନିକଟରେ ରକ୍ତଛିଟା ପଡ଼ିଥିବାରୁ ଠାକୁରଙ୍କ ବଡ଼ ମହାସ୍ନାନ ହୋଇଥିଲା । ସୂଚନା ଅନୁଯାୟୀ, ବୁଧବାର…

ଟ୍ରମ୍ପଙ୍କ ବଡ଼ ଧମକ! ରକ୍ତପାତ ବନ୍ଦ ନହେଲେ ହେବ ଭୟଙ୍କର ପରିଣାମ

Posted on January 14, 2026

ଇରାନରେ ଜାରି ରହିଥିବା ଦେଶବ୍ୟାପୀ ଜନ ଆନ୍ଦୋଳନକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହେରାନକୁ ଶକ୍ତ ଚେତାବନୀ ଦେଇଛନ୍ତି। ଇରାନ ସରକାର ନିଜ ନାଗରିକଙ୍କ ଉପରେ କରୁଥିବା ଦମନଲୀଳାକୁ ନେଇ ଟ୍ରମ୍ପ କହିଛନ୍ତି ଯେ, ଯଦି ପ୍ରଦର୍ଶନକାରୀଙ୍କ ବିରୋଧରେ ହିଂସାତ୍ମକ କାର୍ଯ୍ୟ ଜାରି…

ପୁଲିସକୁ ବଡ ସଫଳତା;୨ ଦାମୀ କାର୍ ସହ ୭୫ କିଲୋ ଗଞ୍ଜେଇ ଜବତ, ଚାରି ଗିରଫ

Posted on January 14, 2026

ଫିରିଙ୍ଗିଆ ପୁଲିସକୁ ବଡ ସଫଳତା। ଦୁଇ ଦାମୀ କାର ସହ ୭୫ କିଲୋ ଗଞ୍ଜେଇ ଜବତ।  ୪ ଜଣଙ୍କୁ ଗିରଫ କରିଛି ପୁଲିସ । ଗଞ୍ଜେଇ କାରବାର ପାଲଟିଥିବା କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଅଞ୍ଚଳରେ ଚାଲିଛି ଗଞ୍ଜେଇ କାରବାର । ବିଗତ ମାସେ ଧରି…

ଯାତ୍ରାରେ ପରିସ୍ରା ଚିନ୍ତା,୧୫ ହଜାର ଲୋକଙ୍କୁ ୨୦ ଟଏଲେଟ

Posted on January 14, 2026

ଏଥର ବି ଗନେ୍ଧଇବ ଖଣ୍ଡଗିରି ପାଦଦେଶ ଅଞ୍ଚଳ । ଖଣ୍ଡଗିରି ଫ୍ଲାଏଓଭର ତଳ ଓ ଛକରେ ଗୋଡ଼ାଇବ ପରିସ୍ରା ଗନ୍ଧ । ବ୍ୟବସ୍ଥା ଓ ପ୍ରସ୍ତୁତି ଯାହା, ଖଣ୍ଡଗିରି ଯାତ୍ରା ସମୟରେ ପରିମଳ ସ୍ଥିତି ବଦଳିବା ଆଶା କମ୍ । ପ୍ରସ୍ତୁତି ଜୋରଦାର ।…

Posts pagination

1 2 Next

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme