Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Day: January 12, 2026

ଆକାଶ ଛୁଆଁ ହେଲା ସୁନା-ରୁପା ଦର….

Posted on January 12, 2026

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୨,୧୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୦,୩୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୨,୧୫୦ ଟଙ୍କା ରହିଥିବା…

ଓଡ଼ିଶା ଗାଇଲା ‘ବନ୍ଦେ ମାତରମ୍’, ‘ବନ୍ଦେ ମାତରମ୍’ର  ୧୫୦ ତମ ଶତବାର୍ଷିକୀ ପାଳିତ

Posted on January 12, 2026

ଓଡ଼ିଶା ଗାଇଲା ‘ବନ୍ଦେ ମାତରମ୍’ । ‘ବନ୍ଦେ ମାତରମ୍’ର ସଙ୍ଗୀତର ୧୫୦ ତମ ଶତବାର୍ଷିକୀ ପାଳିତ। ସମସ୍ତ ଶିକ୍ଷାନୁଷ୍ଠାନରେ ସାମୁହିକ ଗାୟନ ହେଲା ବନ୍ଦେ ମାତରମ୍। ଦିନ ୧୧ଟା ବେଳେ ଏକାଠି ଗାଇଲା ସାରା ରାଜ୍ୟ।  ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ସାମୂହିକ ‘ବନ୍ଦେ…

ଶୀତଦିନେ ପ୍ରତିଦିନ ଗାଧୋଇବା ଉଚିତ୍ କି?

Posted on January 12, 2026

ଶୀତଦିନ ଅନେକ ଲୋକ ଭାବନ୍ତି ପ୍ରତିଦିନ ଗାଧୋଇବା ଠିକ୍ କି ନାହିଁ। ଥଣ୍ଡା ପାଣି ପ୍ରାୟତଃ ଲୋକଙ୍କୁ ଗାଧୋଇବାକୁ ସଂକୋଚ କରେ। ତଥାପି, କେତେକ ଏହାକୁ ଏକ ଦୈନନ୍ଦିନ ଅଭ୍ୟାସ ବୋଲି ବିବେଚନା କରନ୍ତି। କିନ୍ତୁ ଥଣ୍ଡାରେ ଗାଧୋଇବା ଶରୀର ପାଇଁ ପ୍ରକୃତରେ ଲାଭଦାୟକ…

୩୪ ଗ୍ରାମ ବ୍ରାଉନ ସୁଗାର ଜବତ, ୭ ଅଟକ ।

Posted on January 12, 2026

ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ଟାଉନ ହାଇ ସ୍କୁଲ ସମୁଖ ପୌରପାଳିକା ଭେଣ୍ଡିଂ ଜୋନ୍ ଠାରୁ ୩୪ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅନୁଗୋଳ ପୋଲିସ । ଏହି ଘଟଣା ରେ ୭ ଜଣ ଙ୍କୁ ପୋଲିସ ଅଟକ ରଖିଛି। ସୂଚନା ଅନୁସାରେ,…

ହାତୀ ଆକ୍ରମଣରେ ଜଣେ ମହିଳା ମୃତ ।

Posted on January 12, 2026

ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଶଙ୍ଖପୁର ଗ୍ରାମର ଡିହ ପଦା ସାହି ଠାରେ ହାତୀ ଆକ୍ରମଣରେ ଜଣ ଙ୍କର ମୃତ୍ୟୁ ଘଟିଛି । ମୃତକ ଜଣ ଙ୍କ ହେଲେ ଶଙ୍ଖପୁର ଗ୍ରାମର ଇଛା ଦେହୁରୀ । ସୂଚନା ଅନୁସାରେ, ଆଜି ସକାଳୁ ଇଛା ଘରୁ…

କ୍ୟାମେରା ମ୍ୟାନ ରାଜେଶ ପାଣି ମୃତ୍ୟୁକୁ ନେଇ ଏନଏଚ-୫୩ ଅବରୋଧ ।

Posted on January 12, 2026

ବହୁ ଚର୍ଚ୍ଚିତ ପରଜଙ୍ଗ ଥାନା ସାନ୍ଦା ଗାଁର କ୍ୟାମେରା ମ୍ୟାନ ରାଜେଶ ପାଣିଙ୍କ ମୃତ୍ୟୁକୁ ନେଇ ଜାତୀୟ ରାଜପଥ ନଂ ୫୩ର ବାରିହାପୁର ଗାଁ ନିକଟରେ ରାସ୍ତାକୁ ଅବରୋଧ କରିଛନ୍ତି ପରିବାର ଲୋକଙ୍କ ସହିତ ବିଭିନ୍ନ ଅନୁଷ୍ଠାନର ସଦସ୍ୟ। ତେବେ ସଂକୀର୍ତ୍ତନ ମାଧ୍ୟମରେ ନ୍ୟାୟ…

ବସ୍ ଧକ୍କାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ, କ୍ଷତିପୂରଣ ଦାବିରେ ଲୋକଙ୍କ ରାସ୍ତାରୋକ୍

Posted on January 12, 2026

 ଗଞ୍ଜାମ ଜିଲ୍ଲା ଲାଞ୍ଜିଆକାଳୀ ମନ୍ଦିର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ହରେକୃଷ୍ଣ ନାମ ଏକ ଘରୋଇ ବସ୍ ସହ ସ୍କୁଟି ଧକ୍କା। ଦୁର୍ଘଟଣାସ୍ଥଳରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ। ଯାହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟଲୋକ ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ…

୩୦୦ ବୁଲା କୁକୁରଙ୍କ ହତ୍ୟା, ଅଭିଯୋଗ ପରେ ୯ ଜଣଙ୍କ ବିରୋଧରେ ମାମଲା

Posted on January 12, 2026

ତେଲେଙ୍ଗାନାର ହନମକୋଣ୍ଡା ଜିଲ୍ଲାରେ ପ୍ରାୟ ୩୦୦ ବୁଲା କୁକୁରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ୯ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ପୁଲିସ ଅଧିକାରୀଙ୍କ ଅନୁଯାୟୀ, ଏହି ମାମଲା ପଶୁ ନିଷ୍ଠୁରତା ସହିତ ଜଡିତ ଏବଂ ଏହାର ବିସ୍ତୃତ ତଦନ୍ତ…

ଆପଣଙ୍କୁ ବିନା ରିକ୍ୱେଷ୍ଟରେ ଇନଷ୍ଟାଗ୍ରାମରୁ ଇମେଲ୍ ଆସିଛି କି ? ଓପନ କରିବା ପୂର୍ବରୁ ଜାଣନ୍ତୁ ସତ

Posted on January 12, 2026

ଆପଣଙ୍କୁ ବିନା ରିକ୍ୱେଷ୍ଟରେ ଇନଷ୍ଟାଗ୍ରାମ ପକ୍ଷରୁ ପାସୱାର୍ଡ ରିସେଟ୍ କରିବାକୁ ମେଲ୍ ଆସିଛି କି? ଯଦି ଉତ୍ତର ହଁ, ତେବେ ଆପଣ ଏକା ନୁହଁନ୍ତି। ଗତ କିଛି ଦିନ ଧରି, ସାରା ବିଶ୍ୱର ୟୁଜର୍ସଙ୍କ ପାଖକୁ ଏପରି ଇମେଲ୍ ଆସୁଛି, ଯେଉଁଥିରେ ପାସୱାର୍ଡ ରିସେଟ୍…

 

Posted on January 12, 2026

    ‘X’ର କାର୍ଯ୍ୟାନୁଷ୍ଠାନ, ଭାରତରେ ୬୦୦ରୁ ଅଧିକ ଆକାଉଣ୍ଟ ଡିଲିଟ୍ ଏଲନ୍ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ କିଛି ଦିନ ହେବ ବିବାଦରେ ଫସି ରହିଛି । ଏଆଇ ଚାଟ୍‌ବଟ୍, ଗ୍ରୋକ୍, ଲୋକଙ୍କ ଅଶ୍ଳୀଳ ଫଟୋ ତିଆରି କରୁଥିଲା, ଯାହା ସାରା…

Posts pagination

1 2 Next

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme