Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Day: January 11, 2026

ରାଉରକେଲା ବିମାନ ଦୁର୍ଘଟଣା: ଆଜି ପହଞ୍ଚିବ ତଦନ୍ତକାରୀ ଟିମ୍, ଯାନ୍ତ୍ରିକ ତ୍ରୁଟି ନେଇ ସନ୍ଦେହ

Posted on January 11, 2026

ରାଉରକେଲାରେ ଘଟିଥିବା ବିମାନ ଦୁର୍ଘଟଣା ମାମଲାରେ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ (DGCA) ଏବଂ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚିବେ। ଗତକାଲି ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଉଡ଼ାଣ ଭରିଥିବା ଇଣ୍ଡିଆ ଓ୍ବାନ ଏୟାରର…

ସାଲିଆ ସାହିରେ ଅବକାରୀ ବିଭାଗର ରେଡ୍

Posted on January 11, 2026

ଭୁବନେଶ୍ବର ସାଲିଆ ସାହିରେ ଅବକାରୀ ବିଭାଗର ରେଡ୍ । ଚୋରା ଦେଶୀ ମଦ ଭାଟି ଉପରେ ବଡ଼ ଧରଣର ରେଡ୍ କରୁଛି ଅବକାରୀ ବିଭାଗ । ପୋଚ ସାଙ୍ଗକୁ ମଦ ପ୍ରସ୍ତୁତ ସାମଗ୍ରୀ ମଧ୍ୟ ଜବତ ହୋଇଛି । ରେଡରେ ଅବକାରୀ ଥାନା ଅଧିକାରୀ…

ଗର୍ଭବତୀ କଲେ ପୁରସ୍କାର, ରାକେଟର ପର୍ଦ୍ଦାଫାସ, ୮ ଗିରଫ

Posted on January 11, 2026

ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କଲେ ପୁରସ୍କାର ମିଳିବ । ତାହା ପୁଣି ଶହ କିମ୍ବା ହଜାର ଆକାରରେ ନୁହେଁ, ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର । ବିଭିନ୍ନ ସୋସିଆଲ ମିଡିଆରେ ଏଭଳି ବିଜ୍ଞାପନ ଦେଇ ଦେଶର ବିଭିନ୍ନ ଭାଗରୁ ଶତାଧିକ ଯୁବକଙ୍କୁ ଠକିଥିବା ଏକ…

ଦାଦନ ଖଟିବାକୁ ଯାଇ ୨ ପୁଅ ନିଖୋଜ, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ସହାୟତା ମାଗିଛନ୍ତି ମାଆ

Posted on January 11, 2026

ଦାଦନ ଖଟିବାକୁ ଯାଇ ୨ ପୁଅ ନିଖୋଜ । ଖୋଜି ଆଣିବାକୁ ମାଆର ଆକୁଳ ନିବେଦନ । ଭଦ୍ରକ ଜିଲ୍ଲା ପୀରହାଟ ଥାନା ବାଲିଦାଣ୍ଡି ଗାଁର ଶରତ ନାୟକ ଓ ଶ୍ରୀମନ୍ତ ନାୟକ ଦାଦନ ଖଟିବାକୁ ଗୁଜରାଟ ଯାଇଥିଲେ । ଆଜକୁ ୧୦ ବର୍ଷ…

ଥରୁଛି ଉତ୍ତରାଖଣ୍ଡ, ତାପମାତ୍ରା ବିଯୁକ୍ତ ୧୯ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ

Posted on January 11, 2026

ଦେଶର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଜାଡ଼ରେ ଲୋକେ ଥରୁଛନ୍ତି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଉତ୍ତର ଭାରତରେ ଶୀତର ପ୍ରକୋପ ସର୍ବାଧିକ ରହିଛି । ଉତ୍ତରାଖଣ୍ଡର ପିଥୌରାଗଡ଼ ଜିଲ୍ଲାସ୍ଥିତ ମୁନସ୍ୟାରୀରେ ରାତି ତାପମାତ୍ରା ବିଯୁକ୍ତ ୧୯ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି ।…

ରେକର୍ଡ ଭାଙ୍ଗିଲା ୨୨ ବର୍ଷର ଶୀତ, ୯.୨ ଡିଗ୍ରୀ ସହ ସର୍ବନିମ୍ନ ତାପମାତ୍ରା

Posted on January 11, 2026

ରାଜଧାନୀରେ ଗତ ୨୨ ବର୍ଷର ସର୍ବକାଳୀନ ନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ତାପମାତ୍ରା ୯.୨ ଡିଗ୍ରୀକୁ ଖସିଛି । ହାଡ଼ଭଙ୍ଗା ଶୀତରେ ଥରିଛି ରାଜଧାନୀ । ଭୁବନେଶ୍ୱରକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାତିରେ ସାମାନ୍ୟ ଝିପିଝିପି ବର୍ଷା ହୋଇଛି ।…

ବସ୍ ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ପ୍ରତିବାଦ

Posted on January 11, 2026

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଗୋକର୍ଣପୁର ଗ୍ରାମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ଘରୋଇ ବସ୍ ଧକ୍କାରେ ଯୁବକ ମୃତ । ମୃତ ଯୁବକ ହେଉଛନ୍ତି ବାଜପଲ୍ଲି ଗ୍ରାମର ଡି.ରଇତ ଦୋରା ।  ସୂଚନା ମୁତାବକ,  ରଇତ ନିଜ ବାଇକ୍ ଯୋଗେ ପରିବା ଆଣିବାକୁ ମାର୍କେଟ…

ମାଛ ପାଇଁ ଆନ୍ଧ୍ର ଭରସା

Posted on January 11, 2026

ମାଛ ପାଇଁ ଆନ୍ଧ୍ର ଭରସାରେ ରାୟଗଡ଼ା ଜିଲ୍ଲା । ବାର୍ଷିକ ୨୩.୮୮ ମେଟ୍ରିକ୍ ଟନ୍ ଆବଶ୍ୟକ । ଜିଲ୍ଲାର ଉତ୍ପାଦନ କ୍ଷମତା ରହିଛି ୨୧.୪୩ ମେଟ୍ରିକ ଟନ୍ । ବଳକା ୨.୪୫ ମେଟ୍ରିକ ଟନ୍ ଆନ୍ଧ୍ରରୁ ଆସୁଛି । ମାଛ ଚାଷ ଓ ପ୍ରୋତ୍ସାହନ…

ରାତି ତାପମାତ୍ରା ବଢ଼ିବ, ୧୦ ଡିଗ୍ରୀ ତଳେ ୨୮ ସହରରେ ପାରଦ

Posted on January 11, 2026

ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବଢ଼ିବ । ପ୍ରାୟ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ପାରଦ । ଅର୍ଥାତ ଥଣ୍ଡାର ଭୟାନକ ପ୍ରକୋପରୁ ସାମୟିକ ଆଶ୍ୱସ୍ତି ମିଳିବ । ମାତ୍ର ଦୁଇଦିନ ପରେ ଆକାଶ ପୁଣି ମେଘମୁକ୍ତ ହେବା ସହ ବଢ଼ିବ…

Posts pagination

Previous 1 2

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme