ଅଯୋଧ୍ୟାର ରାମ ମନ୍ଦିର ଏବଂ ପଞ୍ଚକୋଶି ମାର୍ଗ ପାଖରେ ଆମିଷ ଖାଦ୍ୟ ବିକ୍ରୟକୁ ସମ୍ପୂର୍ଣ୍ଣ ନିଷେଧ କରିଛି ପ୍ରଶାସନ । ଏହି ନିର୍ଦ୍ଦେଶ କେବଳ ଦୋକାନ ପାଇଁ ନୁହେଁ ବରଂ ଅନଲାଇନ୍ ଖାଦ୍ୟ ବିତରଣ କମ୍ପାନୀଗୁଡ଼ିକ ପାଇଁ ମଧ୍ୟ ପ୍ରଯୁଜ୍ୟ । ନିୟମ ଉଲ୍ଲଂଘନ…
Day: January 10, 2026
ମାର୍ଚ୍ଚରେ ମୋକିମଙ୍କ ନୂଆ ଦଳ: ଜାନୁଆରୀ ୧୨ରେ ଭୁବନେଶ୍ୱରରେ ଗର୍ଜିବେ ଯୁବକ!
ଓଡ଼ିଶା ରାଜନୀତିରେ ଏକ ନୂଆ ବିକଳ୍ପର ସନ୍ଧାନରେ ଥିବା ବରିଷ୍ଠ ନେତା ମହମ୍ମଦ ମୋକିମ ନିଜର ନୂଆ ଆଞ୍ଚଳିକ ଦଳ ଗଠନ ନେଇ ପ୍ରସ୍ତୁତି ଜୋରଦାର କରିଛନ୍ତି। ପୂର୍ବରୁ ଜାନୁଆରୀ ୧୨ ତାରିଖରେ ଦଳ ଘୋଷଣା ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ, ଏବେ…
ମୁଖ୍ୟମନ୍ତ୍ରୀ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରି କହିଲେ…
ରାଉରକେଲାରେ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିବା ସୋସିଆଲ ମିଡିଆ X ରେ ସୂଚନା ଦେଇଛନ୍ତି । ସେ ବ୍ୟକ୍ତିଗତ…
ଖାଲି ଆଖିରେ ଦୃଶ୍ୟମାନ ହେବ ବୃହସ୍ପତି
ଆମ ସୌରମଣ୍ଡଳର ସବୁଠାରୁ ବଡ଼ ଗ୍ରହକୁ ଦେଖି ହେବ । ଏହି ଗ୍ରହକୁ ପର୍ଯ୍ୟବେକ୍ଷଣ କରିବା ପାଇଁ ସବୁଠାରୁ ଠିକ୍ ସମୟ ଆସୁଛି । ମହାକାଶରେ “ପୃଥିବୀ’ ସୂର୍ଯ୍ୟ ଏବଂ ବୃହସ୍ପତି ମଧ୍ୟରେ ଏକ ସରଳ ରେଖାରେ ଖୁବ୍ ନିକଟରେ ରହିବେ । ସେତେବେଳେ ଏହି…
ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ସ୍ୱାମୀ
ଗଣିଆ ଥାନା କରଡ଼ାପଡ଼ା ପଞ୍ଚାୟତ କଳାଶିମିଳି ଗାଁରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି l ମୃତ ମହିଳା ଜଣକ ୫୨ ବର୍ଷୀୟ ସୁକାନ୍ତି ବାରିକି ବୋଲି ଜଣାପଡ଼ିଛି । ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ତାଙ୍କ ସ୍ୱାମୀ ରବୀନ୍ଦ୍ର ବାରିକି ହତ୍ୟା…
ରାଉରକେଲାରେ ବଡ଼ ଧରଣର ବିମାନ ଦୁର୍ଘଟଣା, ଅବତରଣ ବେଳେ କ୍ରାସ୍ କଲା ଯାତ୍ରୀବାହୀ ବିମାନ
ରାଉରକେଲାରୁ ଏକ ବଡ଼ ଧରଣର ବିମାନ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଆସୁଥିବା ଏକ ୯ ସିଟ୍ ବିଶିଷ୍ଟ ଛୋଟ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, ବିମାନଟି ଅବତରଣ କରିବା ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହା…
ରେଳମନ୍ତ୍ରୀଙ୍କ ବଡ଼ ଘୋଷଣା, ଜାନୁଆରୀ ୧୭ରୁ ଗଡ଼ିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍
କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା । ଜାନୁଆରୀ ୧୭ରୁ କୋଲକାତା ଏବଂ ଗୌହାଟି ମଧ୍ୟରେ ଚାଲିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ମାଲଦା ଟାଉନରେ ଏହାର ଉଦ୍ଘାଟନ କରିବେ । କାମାକ୍ଷା ଏବଂ…
ସୁନାପ୍ରେମୀଙ୍କୁ ଝଟକା, ବଢୁଛି ସୁନା ଦର…
ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୦,୪୬୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା…
ବଢ଼ିଲା ପୀୟୂଷ ତ୍ରିପାଠୀଙ୍କ ଅଡୁଆ, ଆଉ ଛଢ଼ିବେନି ମଞ୍ଚ…
ଯାତ୍ରା ଖଳନାୟକ ପୀୟୂଷ ତ୍ରିପାଠୀଙ୍କୁ ମିଳିଲା ଭୁବନେଶ୍ବର କୋର୍ଟ ଅର୍ଡର କପି। ମଞ୍ଚ ବାରଣ ନେଇ ଭୁବନେଶ୍ବର କୋର୍ଟ ଅର୍ଡର କପ ମିଳିଛିି। ମାମଲାରେ ପକ୍ଷଭୁକ୍ତ ହୋଇଥିବା ସଞ୍ଜୀବ ପାଢ଼ୀଙ୍କୁ ମଧ୍ୟ ଅର୍ଡର କପି ମିଳିଥିବା ଜଣାପଡ଼ିଛି। ଆସନ୍ତା ୧୨ ତାରିଖରେ ଉଭୟଙ୍କୁ କୋର୍ଟରେ…
