ଗାଡ଼ି ଚାଳକଙ୍କୁ ମିଳିଳା ଆଶ୍ୱସ୍ତି । ଆହୁରି ମାସେ ପିୟୁସିସି ଅବଧି ବୃଦ୍ଧି କଲେ ସରକାର । ବୁଧବାର ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପିୟୁସିସି ଅବଧି ବୃଦ୍ଧି କରାଯାଇଛି । ଲୋକଙ୍କ…
Day: December 31, 2025
ନକଲି ମଦ ତିଆରି କାରଖାନା ରେ ଚଡାଉ , ଦୁଇ ଅଟକ।
ଅନୁଗୋଳ ଜିଲ୍ଲାରେ ପୁଣିଏକ ନକଲି ମଦ କାରଖାନା ଉପରେ ଚଡାଉ କରି 1500 ଲିଟର ସ୍ପିରିଟ ସହ ଦୁଇଙ୍କୁ ଅଟକ ରଖିଛି ପୋଲିସ । ସେମାନେ ହେଲେ ପ୍ରଫୁଲ୍ଲ ସାହୁ ଓ ପ୍ରକାଶ ସାହୁ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା…
ସ୍ମରଣ ଶକ୍ତି ବଢାଇଥାଏ ବିଟ୍
ଶୀତଦିନେ ସୁସ୍ଥ ରହିବା ପାଇଁ ଲୋକମାନେ ନିଜ ଡାଏଟରେ ପରିବର୍ତ୍ତନ ଆଣିଥାନ୍ତି । ଡାଏଟରେ ପରିବର୍ତ୍ତନ ଆଣିବା ସହ ବିଟ୍କୁ ସାମିଲ୍ କରିବା ଆବଶ୍ୟକ । ଆଣ୍ଟିଅକ୍ସିଡାଣ୍ଟରେ ଭରା ବିଟ୍ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିଥାଏ । ଅନେକ ଲୋକ ଏହାରା ଉପକାରିତା ବିଷୟରେ ଜାଣନ୍ତି ନାହିଁ…
ଜାଣନ୍ତୁ ଆଜିର ସୁନାରୁପା ମୂଲ୍ୟ
ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ…
୩୦ ବର୍ଷ ପରେ ଗାଁରେ ପ୍ରଥମ ସନ୍ତାନ ଜନ୍ମ
ଇଟାଲିର ଏକ ପାହାଡ଼ିଆ ଗାଁରେ ଏକ ସନ୍ତାନ ଜନ୍ମ ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । ଅବ୍ରୁଜୋ ଅଞ୍ଚଳରେ ସ୍ଥିତ ମାଉଣ୍ଟ୍ ଗିରିଫାଲ୍କୋର ପାଦଦେଶରେ ରହିଛି ଛୋଟ ଗାଁ ପଗ୍ଲିଆରା ଦେଇ ମାର୍ସି । ଅନେକ ବର୍ଷ ହେଲା ଲୋକେ ଗାଁ…
ପ୍ରଦୂଷଣ ମଧ୍ୟରେ କୁହୁଡ଼ିର ଆତଙ୍କ, ୧୪୮ ଫ୍ଲାଇଟ୍ ବାତିଲ , ଟ୍ରେନ୍ ବି ବିଳମ୍ୱିତ
ଦିଲ୍ଲୀ-ଏନସିଆରରେ ବୁଧବାର ସକାଳେ ଘନ କୁହୁଡ଼ି ଛାଇ ଯିବାରୁ ଭିଜିବିଲିଟି ଖୁବ୍ କମ୍ ହୋଇଛି। ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପରିଚାଳନା ସମ୍ୱନ୍ଧୀୟ ସମସ୍ୟା କାରଣରୁ ୧୪୮ଟି ବିମାନକୁ ବାତିଲ କରି ଦିଆ ଯାଇଛି, ଯେଉଁଥିରେ ୭୦ ପ୍ରସ୍ଥାନ ଓ ୭୮ ଆଗମନ ସାମିଲ…
ଗୁଡ଼ି ସୂତାରେ କଟିଲା ବେକ, ମାଞ୍ଜା ସୂତାରେ କଟିଲା ୨ ଜଣଙ୍କ ବେକ
ଗୁଡ଼ି ସୂତାରେ କଟିଲା ବେକ । ମକର ସଂକ୍ରାନ୍ତି ପୂର୍ବରୁ ଅଘଟଣ କଟକରେ ଘଟିଛି ଅଘଟଣ । ପୁଣି କଟକରେ ଗୁଡ଼ି ମାଞ୍ଜା ସୂତାରେ ୨ ଜଣଙ୍କ ବେକ କଟିଛି । ବାଇକ୍ରେ ଯିବା ସମୟରେ ସୂତା ଲାଗି ଜଣେ ମହିଳା ଓ ପୁରୁଷ…
ମାଡ଼ି ଆସୁଛି ଭୟଙ୍କର କୁହୁଡ଼ି, ନୂଆବର୍ଷରେ ଆକାଶକୁ ଘେରିଯିବ କୁହୁଡ଼ିର ବହଳ ଆସ୍ତରଣ
ମାଡ଼ି ଆସୁଛି ଭୟଙ୍କର କୁହୁଡ଼ି । ନୂଆବର୍ଷରେ ଆକାଶକୁ ଘେରିଯିବ କୁହୁଡ଼ିର ବହଳ ଆସ୍ତରଣ । ସକାଳୁ ଓ ରାତିରେ ଦୃଶ୍ୟମାନ ଦୂରତା କମିପାରେ । ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଘନରୁ ଅତି ଘନ କୁହୁଡ଼ି ଦିଶିପାରେ ।…
