Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Day: December 28, 2025

ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ, ପୋଲିସର ତଦନ୍ତ ଆରମ୍ଭ

Posted on December 28, 2025

ବନ ବିଭାଗ କର୍ମଚାରୀଙ୍କୁ କାଠ ମାଫିଆଙ୍କ ଆକ୍ରମଣ ।  ଛଡ଼ାଇ ନେଲେ କାଠ ।  ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ବେଇଆନ କାଠ ମାଫିଆଙ୍କ ଦୌରାତ୍ମ୍ୟ ।  କାଠ ଚୋରା ଚାଲାଣ ବେଳେ ଧରିଲା ନୀଳଗିରି ବନବିଭାଗ ।  ତେବେ ବନ କର୍ମଚାରୀଙ୍କୁ ଆକ୍ରମଣ…

ଦୁଇଗୁଣା ବଢ଼ିବ ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ

Posted on December 28, 2025

ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ ଭିତ୍ତିଭୂମିଗୁଡିକର ଉନ୍ନତୀକରଣ କାର୍ଯ୍ୟ ଜାରି ରହିଛି ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୁରୀରେ…

ଭାରତୀୟଙ୍କୁ ନିର୍ବାସନ ମାମଲା: ଆମେରିକାକୁ ଟପିଗଲା ସାଉଦି ଆରବ

Posted on December 28, 2025

ଚଳିତ ବର୍ଷ ସାଉଦି ଆରବ ଭାରତୀୟଙ୍କୁ ନିର୍ବାସିତ କରାଇବାରେ ଆମେରିକାକୁ ପଛରେ ପକାଇ ପ୍ରଥମ ସ୍ଥାନରେ ପହଞ୍ଚିଛି। ଭାରତ ସରକାରଙ୍କ ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ସାଉଦି ଆରବରୁ ୩୩,୪୩୦ ଜଣ ଭାରତୀୟଙ୍କୁ ନିର୍ବାସିତ କରାଯାଇଛି, ଯାହା ଆମେରିକାରୁ ନିର୍ବାସିତ ହୋଇଥିବା ଭାରତୀୟଙ୍କ ସଂଖ୍ୟାଠାରୁ ଅଧିକ। ସରକାରଙ୍କ ତଥ୍ୟ…

ଚୀନ୍ ତିଆରି କଲା ବିଶ୍ୱର ଦ୍ରୁତତମ ମ୍ୟାଗ୍ଲେଭ୍ ଟ୍ରେନ୍

Posted on December 28, 2025

ଚୀନ୍‌ର ନ୍ୟାସନାଲ୍ ୟୁନିଭର୍ସିଟି ଅଫ୍ ଡିଫେନ୍ସ ଟେକ୍ନୋଲୋଜି ବିଶ୍ୱର ସବୁଠାରୁ ଦ୍ରୁତତମ ମ୍ୟାଗ୍ଲେଭ୍ ଟ୍ରେନ୍ ନିର୍ମାଣ କରିଛି, ଯାହାକି ମାତ୍ର ୨ ସେକେଣ୍ଡରେ ଧରିବ ଘଣ୍ଟା ପ୍ରତି ୭୦୦ କିଲୋମିଟର ସ୍ପିଡ୍। ଏହି ଅଲ୍ଟ୍ରା-ହାଇ-ସ୍ପିଡ୍ ଟେକ୍ନୋଲୋଜି ଭବିଷ୍ୟତର ଯାତ୍ରା, ହାଇପରଲୁପ୍ ସିଷ୍ଟମ୍ ଏବଂ ଦୂର ସହରଗୁଡ଼ିକୁ ମାତ୍ର…

ଦିନକରେ ରୁପା ୨୦ ହଜାର ମହଙ୍ଗା, ସୁନା ଲକ୍ଷେ ୪୧ ହଜାର ଉପରେ

Posted on December 28, 2025

ସୁନା ଏବଂ ରୁପା ଦରବୃଦ୍ଧିରେ ଲାଗୁନି ବ୍ରେକ୍ । ବିଭିନ୍ନ ପ୍ରକାର ଭୁ-ରାଜନୈତିକ ସମସ୍ୟା ମଧ୍ୟରେ ଉଭୟ ଧାତୁ ନିବେଶର ସୁରକ୍ଷିତ ମାଧ୍ୟମ ପାଲଟିଛି । ଚାହିଦା ବଢ଼ିବା ସହିତ ଧାତୁ ଦ୍ୱୟ ମହଙ୍ଗା ହୋଇଚାଲିଛି । ତେବେ ସୁନା ତୁଳନାରେ ରକେଟ୍ ବେଗରେ…

ଶିକାରୀ ଫାଶରେ ପଡ଼ିଲା ବାଘ

Posted on December 28, 2025

ଓଡ଼ିଶା-ଛତିଶଗଡ଼ ସୀମାନ୍ତ କୋକୋଡ଼ି ଗାଁ ନିକଟ ଜଙ୍ଗଲରେ ଶିକାରୀ ଫାଶରେ ଏକ କଲରାପତରିଆ ବାଘ ପଡ଼ିଯାଇଥିଲା। ସାତଦିନ ପରେ ଛତିଶଗଡ଼ ବନବିଭାଗ ତାକୁ ଉଦ୍ଧାର କରିଛି। ଶିକାର ଆଶାରେ ଜଙ୍ଗଲ ଭିତରେ ଶିକାରୀମାନେ ମଟରସାଇକେଲର କ୍ଲଚ୍‌ୱେର୍‌ରେ ଫାଶ ତିଆରି କରି ବିଛାଇଥିଲେ। ଏହି ଫାଶରେ କଲରାପତରିଆଟି…

୪ ଦିନ ଘନ କୁହୁଡ଼ି ଆଲର୍ଟ,୧୪ ସ୍ଥାନରେ ୧୦ ଡିଗ୍ରୀ ତଳକୁ ଖସିଲା ପାରଦ

Posted on December 28, 2025

ରାଜ୍ୟର ବିଭିନ୍ନ ସ୍ଥାନରେ ଆଗାମୀ ୪ ଦିନ ଘନ କୁହୁଡ଼ି ରହିବ । ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ପଳ୍ପରୁ ମଧ୍ୟମ ଧରଣର କୁହୁଡ଼ି…

Posts pagination

Previous 1 2

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov   Jan »

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme