ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୪,୭୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…
Day: December 15, 2025
MNREGA ଯୋଜନା ବଦଳାଇବାକୁ ମୋଦି ସରକାରଙ୍କ ନୂଆ ଯୋଜନା
ଗ୍ରାମୀଣ ରୋଜଗାର ବ୍ୟବସ୍ଥାରେ ବଡ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି କେନ୍ଦ୍ରର ମୋଦୀ ସରକାର । ଏବେ ବିକାଶିତ ଭାରତ-ଜୀ ରାମ ଜୀ ଯୋଜନା (VB-G RAM G) ସହିତ MNREGA ର ସ୍ଥାନ ନେବ । ସରକାର ଆଜି ସଂସଦରେ ଏଥିପାଇଁ ଏକ ବିଲ୍…
କୋଲେଷ୍ଟେରଲ୍ କମାଏ ଗ୍ରୀନ୍ କଫି
ଗ୍ରୀନ୍ ଟି’ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି । କିନ୍ତୁ ଗ୍ରୀନ୍ କଫି ବିଷୟରେ ଜାଣନ୍ତି କି? ଗ୍ରୀନ୍ କଫି ଶରୀର ପାଇଁ ଖୁବ୍ ଲାଭଦାୟକ । ଏଥିରେ ଅଧିକ ମାତ୍ରାର ଆଣ୍ଟିଅକ୍ସିଡାଣ୍ଟ ରହିଥିବା ବେଳେ କ୍ୟାଫିନ୍ ପ୍ରାୟତଃ ନଥାଏ । ଗ୍ରୀନ୍ କଫି ପିଇବା…
୭ ଦିନ ପରେ ଆସିଲା ଇଣ୍ଟରନେଟ, ସୁଧୁରୁଛି ମାଲକାନଗିରି ସ୍ଥିତି
ଧୀରେ ଧୀରେ ସୁଧୁରୁଛି ମାଲକାନଗିରି ସ୍ଥିତି। ପରିସ୍ଥିତି ସ୍ବାଭାବିକ ହେବାରେ ଲାଗିଛି। ଆଜି ଦିନ ୧୨ ଟା ଯାଏ ଇଣ୍ଟରନେଟ ଉପରେ ଲାଗିଥିଲା କଟକଣା। ସ୍ଥିତି ସୁଧୁରିଥିବାରୁ କଟକଣା ଉଠିଛି। ୭ ଦିନ ପରେ ଇଣ୍ଟରନେଟ ଆସିଛି। ସେପଟେ ଏମଭି ୨୬ ଜଳାପୋଡ଼ା ଘଟଣାରେ…
ମେଘନାଦ ପାଚେରୀରେ ଫାଟ ସମସ୍ୟା : ମଙ୍ଗଳବାର ଗୁରୁତ୍ଵପୂର୍ଣ୍ଣ ବୈଠକ
ପୁରୀ ମେଘନାଦ ପାଚେରୀରେ ଫାଟ ପ୍ରସଙ୍ଗରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା। ସେ କହିଛନ୍ତି ଯେ, ମେଘନାଦ ପାଚେରୀ ସମସ୍ୟା ପୁରୁଣା। ଏହାର ସମ୍ପୂର୍ଣ୍ଣ ରୂପେ ନିରାକରଣ ହୋଇନି। ସେ ବାବଦରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସଆଇକୁ ଚିଠି ଲେଖାଯାଇଛି। ମଙ୍ଗଳବାର ଏନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ…
ବଢିଲା ଆୟୁର୍ବେଦିକ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ
ରାଜ୍ୟର ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ ମେଡିକାଲ କଲେଜରେ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡରେ ବୃଦ୍ଧି ।ପ୍ରଥମ ବର୍ଷ -୩୧ ହଜାରରୁ ୪୮ ହଜାର । ଦ୍ବିତୀୟ ବର୍ଷ-୩୨ ହଜାରରୁ ୫୨ ହଜାର ।ତୃତୀୟ ବର୍ଷ- ୩୩ ହଜାରରୁ ୫୫ ହଜାର । ହାଉସ୍ ସର୍ଜନ…
ହାତୀ ପାଦ ତଳୁ ଖସିଗଲେ ଯୁବକ, ଅଳ୍ପକେ ବର୍ତ୍ତିଲା ଜୀବନ
ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲା ଜୀବନ। ହାତୀ ପାଦ ତଳୁ ଖସିଗଲେ ଯୁବକ। ଘର ଓଳିରେ ପଶି ଧାନ ଖାଉଥିଲା ହାତୀ । ହାତୀକୁ ଦେଖି ଘଉଡ଼ାଇବା ପାଇଁ ପାଟି କରିବାରୁ ଆକ୍ରମଣ କରିଥିଲା । ତଳେ ପଡିଯିବାରୁ ଯୁବକଙ୍କ ହାତ ଉପରେ ଚଢ଼ିଗଲା…
ଆସନ୍ତାକାଲି ମହାପ୍ରଭୁଙ୍କ ପହିଲି ଭୋଗ ନୀତି
ଆସନ୍ତାକାଲି ପବିତ୍ର ଧନୁ ସଂକ୍ରାନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆରମ୍ଭ ହେବ ପହିଲି ଭୋଗ ନୀତି। ପରମ୍ପରା ଅନୁଯାୟୀ ଏହି ଏକମାସ ମା ଲକ୍ଷ୍ମୀ ବାପଘରକୁ ଯାଇଥିବାରୁ ମା ଯଶୋଦା ମହାପ୍ରଭୁଙ୍କ ନିମନ୍ତେ ପ୍ରସ୍ତୁତ କରିଥାନ୍ତି ସୁସ୍ବାଦୁ ବ୍ୟଞ୍ଜନ। ତେବେ ପହିଲି ଭୋଗରେ ମହାପ୍ରଭୁଙ୍କୁ ବିରି,…
ସ୍କୁଟିକୁ ଧକ୍କା ଦେଲା ସଫାରୀ କାର୍
କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ କେବିଡ଼ି ବିଜୁ ଏକ୍ସପ୍ରେସ ଛକରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଆଜି(ସୋମବାର) ପୂର୍ବାହ୍ନରେ ଏକ ସଫାରୀ ଗାଡି ସ୍କୁଟିକୁ ଧକ୍କା ଦେଇଛି । ଦୁର୍ଘଟଣାରେ ସ୍କୁଟିରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଜଣଙ୍କର…
ପାରମ୍ପରିକ ଶଗଡ ଗାଡି ଉପରେ ବିମାନରେ ରାଧାକୃଷ୍ଣ
ଚାଲିଛି ପୂଜାର୍ଚ୍ଚନା । ପ୍ରଭୁଙ୍କୁ ବନ୍ଦାପନା କରୁଛନ୍ତି ମହିଳାମାନେ । ସଂକୀର୍ତ୍ତନରେ କମ୍ପୁଛି ପରିବେଶ । ସମସ୍ତଙ୍କ ତୁଣ୍ଡରେ ହରିନାମ । କାହିଁକି ନା ସୁଦୂର କୋଲକାତାରୁ କାକଟପୁର ଆସିଛନ୍ତି ରାଧାକୃଷ୍ଣ । ପାରମ୍ପରିକ ଶଗଡ ଗାଡିକୁ ଦୁଇଟି ବଳଦ ଟାଣି ନେଉଥିବା ବେଳେ…
