Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Day: December 5, 2025

ମହଙ୍ଗା ପଡ଼ିଲା ଥାନାରେ ହାତାହାତି, ଥାନାଧିକାରୀଙ୍କ ସମେତ ଏଏସ୍‌ଆଇଙ୍କୁ ବଦଳି

Posted on December 5, 2025

ଯାଜପୁର ଜିଲ୍ଲା ଅଳକୁଣ୍ଡ ଥାନାରେ ଥାନାଧିକାରୀ ଓ ଏଏସ୍ଆଇଙ୍କ ମଧ୍ୟରେ ହାତାହାତି ଘଟଣାର ଭିଡିଓ ଭାଇରାଲ ପରେ ଦୁଇ ଅଧିକାରୀଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଏସ୍‌ପି ୟଶପ୍ରତାପ ଶ୍ରୀମାଲ ପତ୍ର ସଂଖ୍ୟା ୨୫୯୭/୪.୧୨.୨୫ରେ ଥାନାଧିକାରୀ ଇନ୍ସପେକ୍ଟର ଦେବାଶିଷଳ ଶତପଥୀ ଓ ଏଏସ୍ଆଇ…

କମିଲା ସୁନା ଦର, ଜାଣନ୍ତୁ ଆଜିର ଦାମ୍

Posted on December 5, 2025

ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୨୯,୯୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…

ବୃଦ୍ଧି ପାଇବାରେ ଲାଗିଛି ଚୋରଙ୍କ ଦୌରାତ୍ମ୍ୟ, ଖଲିଆବଗିଚା ସ୍କୁଲରୁ ଚୋରି

Posted on December 5, 2025

ବୌଦ୍ଧ ସହରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରଙ୍କ ଦୌରାତ୍ମ୍ୟ। ହେଲେ ଟେର୍ ପାଉନି ପୁଲିସ। କିଛି ଦିନ ତଳେ ଜିଲ୍ଲା ମୁଖ୍ୟ ଡାକଘରୁ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ ହୋଇଥିବା ବେଳେ ଆଜି ସହରର ଜନଗହଳିପୂର୍ଣ୍ଣ ସ୍ଥାନ ବାଘଗୁଡା ଛକ…

ବନ୍ଧୁତାକୁ ନୂଆ ବଳ; ସୁଦୃଢ଼ ହେବ ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କ

Posted on December 5, 2025

ଭାରତର ଚିର ମିତ୍ର ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଆଗମନ ଦେଶରେ ନୂଆ ଉତ୍ସାହ ଭରିଛି । ପୁଟିନ୍‌ଙ୍କ ୩୦ ଘଣ୍ଟାର ଏହି ଯାତ୍ରା ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୨୩ତମ ଭାରତ-ରୁଷ୍ ବାର୍ଷିକ ଶିଖର ସମ୍ମିଳନୀରେ ସେ ଯୋଗଦେବେ । ବାଣିଜ୍ୟ, ପ୍ରତିରକ୍ଷା, ପ୍ରଯୁକ୍ତି…

ଜବତ ଗଞ୍ଜେଇ ହେରଫେର ଅଭିଯୋଗ, ଥାନା ଅଧିକାରୀ ନିଲମ୍ବିତ

Posted on December 5, 2025

ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ଫୁଲବାଣୀ ସଦର ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାୟକ । ରାଜ୍ୟ ଗୃହ ବିଭାଗ ଏହି ନିଲମ୍ବନ ଆଦେଶ ଜାରି କରିଛି । ଆଦେଶ ଅନୁଯାୟୀ, ବର୍ତ୍ତମାନ ସେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜିଙ୍କ…

ରେପୋ ରେଟ୍ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ, କମିବ ଇଏମଆଇ ସୁଧ ହାର

Posted on December 5, 2025

କମିଲା ରେପୋ ରେଟ୍ । କମିବ ଇଏମଆଇ ସୁଧ ହାର । ରେପୋ ରେଟ୍ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ମନିଟାରୀ ପଲିସ କମିଟି ବୈଠକ ପରେ ରେପୋ ରେଟ୍ ହ୍ରାସ ଘୋଷଣା କଲେ ଆରବିଆଇ ଗଭର୍ଣ୍ଣର ସଂଜୟ ମାଲହୋତ୍ରା ।…

ଦିଲ୍ଲୀରୁ ସବୁ ଇଣ୍ଡିଗୋ ବିମାନ ବାତିଲ, ମୁମ୍ବାଇ ଓ ଚେନ୍ନାଇରେ ମଧ୍ୟ ଅନେକ ବିମାନ ବାତିଲ

Posted on December 5, 2025

ଇଣ୍ଡିଗୋ ଏୟାରଲାଇନ ବର୍ତ୍ତମାନ ସମୟରେ ସଙ୍କଟ ଦେଇ ଗତି କରୁଛି । ଡିସେମ୍ବର ୪ ତାରିଖରେ ସମଗ୍ର ଦେଶରେ ଇଣ୍ଡିଗୋ ଉଡ଼ାଣ ଉପରେ ପ୍ରଭାବ ପଡିଥିଲା । ଏପରି ସ୍ଥଳେ ଦିଲ୍ଲୀରୁ ଆସି ସବୁ ବିମାନ ଉଡ଼ାଣ ବାତିଲ ହୋଇଛି । ଇଣ୍ଡିଗୋ ଦିଲ୍ଲୀ…

ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ, ମତ୍ସ୍ୟଜୀବୀ ଅଟକ

Posted on December 5, 2025

ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ। ଗଞ୍ଜାମ ପୁରୁଣାବନ୍ଧ ଋଷିକୂଲ୍ୟା ମୁହାଣରେ ଖଲ୍ଲିକୋଟ ବନ ବିଭାଗ ପାଟ୍ରୋଲିଂ କରୁଥିବା ବେଳେ ଦୁଇ ଆନ୍ଧ୍ର ଟ୍ରଲର ଜବତ କରିଛି। ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ଧରି ମତ୍ସ୍ୟଜୀବୀମାନେ ଧରା ପଡ଼ିଛନ୍ତି। ସୂଚନାନୁଯାୟୀ, ଗଞ୍ଜାମ ଜିଲ୍ଲା ଉପକୂଳରେ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନନ୍ଦନକାନନକୁ ଆସିବେ ଆଫ୍ରିକୀୟ ଚିତା

Posted on December 5, 2025

ବନ୍ୟଜୀବ ପ୍ରେମୀ ଏବଂ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପ୍ରଥମ ଥର ପାଇଁ ଆଫ୍ରିକୀୟ ଚିତାଆଣିବାକୁ ପ୍ରସ୍ତୁତି ଚଳାଇଛି। ଏହି ବିରଳ ଓ ଦ୍ରୁତଗାମୀ ପ୍ରାଣୀଙ୍କ ଆଗମନ ନନ୍ଦନକାନନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ ଏବଂ ଏହା…

ରାଜଧାନୀରେ ଦୁର୍ବୃତ୍ତ ଆତଙ୍କ,ବାଇକ୍‌ ଆସି ଫଳ ଦେକାନୀକୁ ଗୋଡ଼ାଇ ହାଣିଲେ ୩ ରୁ ୪ ଜଣ ଯୁବକ

Posted on December 5, 2025

ପଟିଆ  ରେଳଷ୍ଟେସନସ୍ଥିତ ବିଜୁନଗର ଅଞ୍ଚଳରେ ଗୁରୁବାର ରାତିରେ କିଛି ଦୁର୍ବୃତ୍ତ ଆତଙ୍କ  ଖେଳାଇଛନ୍ତି । ସେମାନେ ଜଣେ  ଫଳଦୋକାନୀକୁ ଗୋଡ଼ାଇ ହାଣିଛନ୍ତି ।  ଆକ୍ରମଣରେ ଫଳଦୋକାନୀ ଜଣକ  ଗୁରୁତର ଆହତ ହୋଇଛନ୍ତି । ତାଙ୍କ ନାମ  ରାଜକୁମାର ସ୍ୱାଇଁ । ତାଙ୍କ ମୁଣ୍ଡ, କାନ୍ଧ…

Posts pagination

1 2 Next

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov   Jan »

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme