ଗାଡ଼ି ଚାଳକଙ୍କୁ ମିଳିଳା ଆଶ୍ୱସ୍ତି । ଆହୁରି ମାସେ ପିୟୁସିସି ଅବଧି ବୃଦ୍ଧି କଲେ ସରକାର । ବୁଧବାର ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପିୟୁସିସି ଅବଧି ବୃଦ୍ଧି କରାଯାଇଛି । ଲୋକଙ୍କ…
Month: December 2025
ନକଲି ମଦ ତିଆରି କାରଖାନା ରେ ଚଡାଉ , ଦୁଇ ଅଟକ।
ଅନୁଗୋଳ ଜିଲ୍ଲାରେ ପୁଣିଏକ ନକଲି ମଦ କାରଖାନା ଉପରେ ଚଡାଉ କରି 1500 ଲିଟର ସ୍ପିରିଟ ସହ ଦୁଇଙ୍କୁ ଅଟକ ରଖିଛି ପୋଲିସ । ସେମାନେ ହେଲେ ପ୍ରଫୁଲ୍ଲ ସାହୁ ଓ ପ୍ରକାଶ ସାହୁ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା…
ସ୍ମରଣ ଶକ୍ତି ବଢାଇଥାଏ ବିଟ୍
ଶୀତଦିନେ ସୁସ୍ଥ ରହିବା ପାଇଁ ଲୋକମାନେ ନିଜ ଡାଏଟରେ ପରିବର୍ତ୍ତନ ଆଣିଥାନ୍ତି । ଡାଏଟରେ ପରିବର୍ତ୍ତନ ଆଣିବା ସହ ବିଟ୍କୁ ସାମିଲ୍ କରିବା ଆବଶ୍ୟକ । ଆଣ୍ଟିଅକ୍ସିଡାଣ୍ଟରେ ଭରା ବିଟ୍ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିଥାଏ । ଅନେକ ଲୋକ ଏହାରା ଉପକାରିତା ବିଷୟରେ ଜାଣନ୍ତି ନାହିଁ…
ଜାଣନ୍ତୁ ଆଜିର ସୁନାରୁପା ମୂଲ୍ୟ
ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ…
୩୦ ବର୍ଷ ପରେ ଗାଁରେ ପ୍ରଥମ ସନ୍ତାନ ଜନ୍ମ
ଇଟାଲିର ଏକ ପାହାଡ଼ିଆ ଗାଁରେ ଏକ ସନ୍ତାନ ଜନ୍ମ ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । ଅବ୍ରୁଜୋ ଅଞ୍ଚଳରେ ସ୍ଥିତ ମାଉଣ୍ଟ୍ ଗିରିଫାଲ୍କୋର ପାଦଦେଶରେ ରହିଛି ଛୋଟ ଗାଁ ପଗ୍ଲିଆରା ଦେଇ ମାର୍ସି । ଅନେକ ବର୍ଷ ହେଲା ଲୋକେ ଗାଁ…
ପ୍ରଦୂଷଣ ମଧ୍ୟରେ କୁହୁଡ଼ିର ଆତଙ୍କ, ୧୪୮ ଫ୍ଲାଇଟ୍ ବାତିଲ , ଟ୍ରେନ୍ ବି ବିଳମ୍ୱିତ
ଦିଲ୍ଲୀ-ଏନସିଆରରେ ବୁଧବାର ସକାଳେ ଘନ କୁହୁଡ଼ି ଛାଇ ଯିବାରୁ ଭିଜିବିଲିଟି ଖୁବ୍ କମ୍ ହୋଇଛି। ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପରିଚାଳନା ସମ୍ୱନ୍ଧୀୟ ସମସ୍ୟା କାରଣରୁ ୧୪୮ଟି ବିମାନକୁ ବାତିଲ କରି ଦିଆ ଯାଇଛି, ଯେଉଁଥିରେ ୭୦ ପ୍ରସ୍ଥାନ ଓ ୭୮ ଆଗମନ ସାମିଲ…
ଗୁଡ଼ି ସୂତାରେ କଟିଲା ବେକ, ମାଞ୍ଜା ସୂତାରେ କଟିଲା ୨ ଜଣଙ୍କ ବେକ
ଗୁଡ଼ି ସୂତାରେ କଟିଲା ବେକ । ମକର ସଂକ୍ରାନ୍ତି ପୂର୍ବରୁ ଅଘଟଣ କଟକରେ ଘଟିଛି ଅଘଟଣ । ପୁଣି କଟକରେ ଗୁଡ଼ି ମାଞ୍ଜା ସୂତାରେ ୨ ଜଣଙ୍କ ବେକ କଟିଛି । ବାଇକ୍ରେ ଯିବା ସମୟରେ ସୂତା ଲାଗି ଜଣେ ମହିଳା ଓ ପୁରୁଷ…
ମାଡ଼ି ଆସୁଛି ଭୟଙ୍କର କୁହୁଡ଼ି, ନୂଆବର୍ଷରେ ଆକାଶକୁ ଘେରିଯିବ କୁହୁଡ଼ିର ବହଳ ଆସ୍ତରଣ
ମାଡ଼ି ଆସୁଛି ଭୟଙ୍କର କୁହୁଡ଼ି । ନୂଆବର୍ଷରେ ଆକାଶକୁ ଘେରିଯିବ କୁହୁଡ଼ିର ବହଳ ଆସ୍ତରଣ । ସକାଳୁ ଓ ରାତିରେ ଦୃଶ୍ୟମାନ ଦୂରତା କମିପାରେ । ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଘନରୁ ଅତି ଘନ କୁହୁଡ଼ି ଦିଶିପାରେ ।…
ଆକାଂକ୍ଷୀ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତି ପ୍ରସ୍ତର ସହ ସମୀକ୍ଷା କଲେ ମନ୍ତ୍ରୀ।
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଭଳି ଆଦିବାସୀ ଅଧ୍ୟୁଷିତ ଆକାଂକ୍ଷୀ ବ୍ଲକର ଆକାଂକ୍ଷା ପୂରଣ ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ ସହିତ ଏହାର ସମୀକ୍ଷା କରିଛନ୍ତି ରାଜ୍ୟ ସରକାରଙ୍କ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ।…
କମିଲା ସୁନା ଏବଂ ରୁପା ଦର, ଜାଣନ୍ତୁ କେତେ ରହିଛି ଦାମ୍
ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୬,୨୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…
