ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ରଥପୁର ଛକ ରାସ୍ତା କଡ଼ରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଜଣାପଡ଼ିନାହିଁ । ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।…
Month: November 2025
ସ୍ପେଶାଲ୍ ସ୍କ୍ଵାଡର ଚଢାଉ : ୫୫ ଗୋରୁ ଉଦ୍ଧାର, ୩ ଗିରଫ
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅଞ୍ଚଳରେ ସ୍ପେଶାଲ୍ ସ୍କ୍ଵାଡର ଚଢାଉ। ଗୋଚାଲାଣ ବେଳେ ଚଢାଉ କରି ୩ଟି ସ୍ଥାନରୁ ୫୫ ଗୋରୁଙ୍କୁ ଉଦ୍ଧାର କଲା ପୁଲିସ। ୩ ଅଭିଯୁକ୍ତ ଗିରଫ। ସୂଚନାନୁଯାୟୀ, ସ୍ପେଶାଲ୍ ସ୍କ୍ଵାଡ ଏବଂ ଆନନ୍ଦପୁର ପୁଲିସ ଚଢାଉ କରି ମୋଚନ୍ଦା…
ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ଜନଜାତୀୟ ଗୌରବ ଦିବସ ତଥା ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ X ରେ ଲେଖିଛନ୍ତି ଯେ, ଜନଜାତୀୟ ଗୌରବ ଦିବସ ତଥା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଭକ୍ତିପୂତ ପ୍ରଣାମ ।…
୧୫ ଡିଗ୍ରୀ ତଳେ ୧୯ ସହର ତାପମାତ୍ରା
ରାଜ୍ୟରେ ଖସୁଛି ପାରଦ। ବଢ଼ୁଛି ଥଣ୍ଡା। ଶନିବାର ଝାରସୁଗୁଡ଼ା ଓ ଫୁଲବାଣୀରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଥଣ୍ଡା ଅନୁଭୂତ ହେବ । ଆସନ୍ତା…
କାର୍ତ୍ତିକେଶ୍ଵର ଭସାଣି ବେଳେ ଗଣ୍ଡଗୋଳ ୧୦ ଗୁରୁତର ।
କାର୍ତ୍ତିକେଶ୍ଵର ଭସାଣି ବେଳେ ଗଣ୍ଡଗୋଳ ୧୦ ଗୁରୁତର । ଅନୁଗୋଳ ସଦର ଥାନା କରଡ଼ାଗାଡ଼ିଆ ଗ୍ରାମର ଗୋଟେ ପରିବାର କୁ ଆକ୍ରମଣ ହେବା ଫଳରେ ,୧୦ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି। ସୂଚନା ଅନୁସାରେ , ରାତି ସମୟରେ…
ପଥର କୁଆଁରିରେ ପ୍ରଶାସନ ପକ୍ଷରୁ ଚଡ଼ାଉ ,୨୭୫ କେଜିରୁ ଅଧିକ ବିସ୍ଫୋରକ ଜବତ ।
ତାଳଚେର ରେଙ୍ଗାଳୀ ଥାନା ଖିଣ୍ଡା ଅଞ୍ଚଳରେ ଥିବା ପଥର କୁଆଁରି ରେ ପ୍ରଶାସନ ପକ୍ଷରୁ ଚଡାଉ କରାଯାଇ ସେଠାରେ ବେଆଇନ ଭାବେ ଗଛିତ ଥିବା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀକୁ ଜବତ କରାଯାଇଛି । ସୂଚନା ଅନୁସାରେ ଖିଣ୍ଡା ଅଞ୍ଚଳରେ ଏହି ପଥର ଖଣିଟି…
ସୁନା ଦରରେ ସାମାମନ୍ୟ ପରିବର୍ତ୍ତନ, ଜାଣନ୍ତୁ କ’ଣ ରହିଛି ମୂଲ୍ୟ
ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୨୭,୮୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…
ବନ୍ଦ ଘରୁ ମିଳିଲା ମୃତଦେହ, ଗୋଟିଏ ପରିବାରର ୫ ଜଣକ ମୃତ
ୟୁପିର ଶ୍ରୀବାସ୍ତିରେ ଇକୋନା ଥାନା ଅଞ୍ଚଳରେ ହୃଦୟବିଦାରକ ଘଟଣା । ଗୋଟିଏ ପରିବାରର ୫ ଜଣକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏକ ବନ୍ଦ ଘରୁ ସ୍ବାମୀ, ସ୍ତ୍ରୀଙ୍କ ସହିତ ୩ ପିଲାଙ୍କ ମୃତଦେହ ମିଳିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ…
ବିଗିଡ଼ିଲା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟାବସ୍ଥା : କଟକରୁ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର
ବିଗିଡ଼ିଲା କଣ୍ଠଶିଳ୍ପୀ ହ୍ୟୁମାନ ସାଗଙ୍କ ସ୍ବାସ୍ଥ୍ୟାବସ୍ଥା । କଟକରୁ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ସେ କିଡନୀ ଓ ଲିଭର୍ ଜନିତ ସମସ୍ୟାରେ ପୀଡ଼ିତ ଅଛନ୍ତି । ଯେଉଁଥି ପାଇଁ ହ୍ୟୁମାନ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟାବସ୍ଥା…
ବିଷାକ୍ତ ଲସି ପିଇ ୩୦ରୁ ଅଧିକ ଗୁରୁତର
ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଗୋପୀନାଥପୁର ଗାଁରେ ଅଘଟଣ। ବିଷାକ୍ତ ଲସି ପିଇ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଛି । ଗୋପୀନାଥପୁର ଗାଁରେ ମୁସଲମାନ ସମ୍ପ୍ରଦାୟର ଜଲସା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପିଲା ଠୁ ବୟସ୍କ ସମସ୍ତେ…
