Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Day: November 15, 2025

ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗ, ତଦନ୍ତ କରିବ ସିବିଆଇ

Posted on November 15, 2025

ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସିବିଆଇ ପଞ୍ଝାରେ ପଡ଼ିଥିବା ପାରାଦୀପ ବନ୍ଦରର ମୁଖ୍ୟ ଯାନ୍ତ୍ରିକ ଯନ୍ତ୍ରୀ ସରୋଜ କୁମାର ଦାସଙ୍କ ଅଡୁଆ ବଢ଼ିଛି । ୩ ବର୍ଷ ତଳେ ନୂଆଦିଲ୍ଲୀ ସିବିଆଇ ଅଧିକାରୀଙ୍କ ଯାଞ୍ଚ ବେଳେ ତାଙ୍କର ୧ କୋଟି ୩୧…

ସରକାରୀ ଆଇଟିଆଇ କ୍ବାଟରର ଦୁଇ ମହଲା ଘରେ ଲାଗିଲା ନିଆଁ

Posted on November 15, 2025

ତାଳଚେର ବାଘୁଆବୋଲ ଠାରେ ଥିବା ସରକାରୀ ଆଇଟିଆଇ କ୍ବାଟରର ଦୁଇ ମହଲା ଘରେ ଲାଗିଲା ନିଆଁ । ରୋଷେଇ କରୁଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟିରୁ ନିଆଁ ଲାଗିଥିବା ସୂଚନା । ଗ୍ୟାସରେ ରୋଷେଇ କରୁଥିବା ବେଳେ ଗ୍ୟାସ ବନ୍ଦ ନକରି ଭୟରେ ତଳକୁ…

ଥାନାରେ ଭୟଙ୍କର ବିସ୍ଫୋରଣ ; ୯ ପୁଲିସକର୍ମୀ ମୃତ

Posted on November 15, 2025

ଜାମ୍ମୁକାଶ୍ମୀର ଶ୍ରୀନଗର ସ୍ଥିତ ନୌଗାମ ଥାନାରେ ବଡ଼ ବିସ୍ଫୋରଣ ହୋଇଛି । ବ୍ଲାଷ୍ଟ ଏତେ ଭୟଙ୍କର ଥିଲା ଯେ ଥାନା ଉଡ଼ି ଯାଇଛି । ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି…

ରାଜଧାନୀରେ ଏକ୍ୟୁଆଇ ୪୦୦ ପାର୍, ରେଡ୍ ଜୋନରେ ୩୪ ଅଞ୍ଚଳ

Posted on November 15, 2025

ଥଣ୍ଡା ସହିତ ଦିଲ୍ଲୀରେ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଉଛି। ଆଉ ବର୍ଦ୍ଧିତ ପ୍ରଦୂଷଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରୁଛି। ଲୋକମାନେ ଆଖି ଜ୍ୱଳନ ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଆଜି ମଧ୍ୟ, ଦିଲ୍ଲୀର ଅନେକ ଅଞ୍ଚଳରେ ଏକ୍ୟୁଆଇ…

ଶୋଇଥିବା ବେଳେ ମଶାରୀ ଭିତରୁ ବାହାରିଲା ସାପ

Posted on November 15, 2025

ମା’ ପୁଅ ଶୋଇଥିବା ବେଳେ ମଶାରୀ ଭିତରୁ ବାହାରିଲା ସାପ। ଭୁବନେଶ୍ଵର ଉପକଣ୍ଠ ହଂସପାଳର କୃପାସିନ୍ଧୁ ରାଉତଙ୍କ ଘରେ ଏକ ଧଣ୍ଡ ସାପ ପଶିଥିଲା। ଖବର ପାଇ ସ୍ନେକ ହେଲ୍ପଲାଇନ୍ ସାପଟିକୁ ଉଦ୍ଧାର କରିଛି। ବିଷହୀନ ସାପ ହୋଇଥିବାରୁ କାହାରି କୌଣସି କ୍ଷତି ହୋଇନଥିବା…

ଭରତପୁରରେ ପୋଲିସ ASIଙ୍କୁ ମାଡ଼ ଘଟଣାରେ ୨ ଗିରଫ

Posted on November 15, 2025

ଭରତପୁରରେ ପୋଲିସ ASIଙ୍କୁ ମାଡ଼ ଘଟଣାରେ ୨ ଗିରଫ। ଗିରଫ ୨ ଅଭିଯୁକ୍ତ ମାମା ବେହେରା ଓ ଖଲେଶ୍ବରୀ ବେହେରା । ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ଫେରାର ରହିଛନ୍ତି । ଗତ ଗୁରୁବାର ରାତିରେ ଭରତପୁର ଥାନା ରମଣୀ ସାହିରେ ଏକ ଘର…

ଝାଡ଼ଖଣ୍ଡ ରାଞ୍ଚିରେ ହୃଦୟ ବିଦାରକ ଘଟଣା, ଡ୍ୟାମରେ ବୁଡ଼ି ୪ ପୋଲିସକର୍ମୀଙ୍କ ମୃତ୍ୟୁ

Posted on November 15, 2025

ଝାଡ଼ଖଣ୍ଡ ରାଞ୍ଚିରେ ହୃଦୟ ବିଦାରକ ଘଟଣା । ହାଟିଆ ଡ୍ୟାମରେ ବୁଡ଼ି ୪ ପୋଲିସକର୍ମୀଙ୍କ ପ୍ରାଣ ଚାଲିଯାଇଛି । ଘଟଣା ସ୍ଥଳରୁ ୩ଟି ମୃତଦେହ ଜବତ କରାଯାଇଥିବା ବେଳେ ଜଣେ ନିଖୋଜ ରହିଛନ୍ତି । ଖବର ମୁତାବକ, ପୋଲିସକର୍ମୀମାନେ କାର୍ ଯୋଗେ କୌଣସି ସ୍ଥାନକୁ…

ମୁରିବାହାଲ ରେଞ୍ଜରେ କୂଅରେ ଖସିଲା ହାତୀ ଛୁଆ, ବନବିଭାଗର ଉଦ୍ଧାର ଅଭିଯାନ ଜାରି

Posted on November 15, 2025

ମୁରିବାହାଲ ରେଞ୍ଜର ଗୁଡିଘାଟ ପଞ୍ଚାୟତ ଅଧୀନର ଲତାସହଡା ଗ୍ରାମରେ ଏକ ହାତୀ ଛୁଆ କୂଅରେ ପଡି ଯାଇଥିବା ଘଟଣା ଆଜି ସକାଳେ ଅଞ୍ଚଳବାସୀଙ୍କ ଦୃଷ୍ଟିକୁ ଆସିଛି। ସ୍ଥାନୀୟ ଜଙ୍ଗଲ ୬୦ଟିକିଆ ହାତୀପଲ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଭିଡ଼ ହେବାରୁ ହାତୀପଲ ଆକ୍ରମଣ…

ବିହାରରେ ପୁଣି ଏନଡିଏ ସରକାର: ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର

Posted on November 15, 2025

ବିହାରରେ ପୁଣିଥରେ ଏନଡିଏ ସରକାର ଗଠନ ନିଶ୍ଚିତ। ବିଧାନସଭା ନିର୍ବାଚନରେ ଏନଡିଏ ୨୪୩ରୁ ୨୦୨ଟି ଆସନ ଜିତି ଦୃଢ଼ ବିଜୟ ହାସଲ କରିଛି। ସବୁଠାରୁ ବଡ଼ ଦଳ ଭାବରେ ବିଜେପି ୮୯ଟି ଆସନ ପାଇଛି, ଯେତେବେଳେ ଜେଡିୟୁ ୮୫ଟି ଆସନରେ ବାଜିମାତ କରିଛି। ଏପଟେ…

ରାସ୍ତା କଡ଼ରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

Posted on November 15, 2025

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ରଥପୁର ଛକ ରାସ୍ତା କଡ଼ରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଜଣାପଡ଼ିନାହିଁ । ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।…

Posts pagination

Previous 1 2 3 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

November 2025
M T W T F S S
 12
3456789
10111213141516
17181920212223
24252627282930
« Oct   Dec »

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme