Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Day: November 10, 2025

ପ୍ରତି ଆମେରିକୀୟଙ୍କୁ ୨୦୦୦ ଡଲାର

Posted on November 10, 2025

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତାଙ୍କ ଟାରିଫ୍ ନୀତି ସମ୍ପର୍କରେ ଏକ ପ୍ରମୁଖ ବୟାନ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଖୁବ୍ ଶୀଘ୍ର ପ୍ରତ୍ୟେକ ଆମେରିକୀୟ ନାଗରିକଙ୍କୁ ୨୦୦୦ ଟଙ୍କା ପ୍ରଦାନ କରାଯିବ । ଏହି ପରିମାଣ ତାଙ୍କ ପ୍ରଶାସନ ଦ୍ୱାରା…

୨୮ ଦିନର ଲୁଚକାଳି ପରେ ଧରାପଡିଲା ଅଭିଯୁକ୍ତ

Posted on November 10, 2025

୨୮ ଦିନର ଲୁଚକାଳି ଶେଷ ପରେ ଧରାପଡିଲା ଅଭିଯୁକ୍ତ । ଭୁବନେଶ୍ବର ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଦାଶିବ ପ୍ରଧାନ ଗିରଫ। ଭୁବନେଶ୍ୱରର ଏକ ହୋଟେଲ କଡ଼ରୁ ଉଠାଇ ଆଣିଲା ପୋଲିସ । ରାଜ୍ୟ ବାହାରକୁ ଖସିବାକୁ ଉଦ୍ୟମ…

ଫରିଦାବାଦରୁ ୩୦୦ କେଜି RDX ଜବତ, ଦୁଇ କାଶ୍ମୀରୀ ଡାକ୍ତର ଗିରଫ

Posted on November 10, 2025

ହରିଆନାର ଫରିଦାବାଦରୁ ଜମ୍ମୁ-କାଶ୍ମୀର ପୋଲିସ ଓ ହରିଆନା ପୋଲିସ ମିଳିତ ଅଭିଯାନରେ ୩୦୦ କେଜି RDX, ୨ଟି AK-47 ବନ୍ଧୁକ ଓ ବିପୁଳ ପରିମାଣର ଗୁଳିଗୋଳା ଜବତ ହୋଇଛି। ଏହି ଅଭିଯାନ ଆତଙ୍କୀ ଯୋଗସଜାଗ ଅଭିଯୋଗରେ ହୋଇଥିଲା। ପୋଲିସ ଏହି ମାମଲାରେ ଦୁଇଜଣ କାଶ୍ମୀରୀ…

ପ୍ରେମରେ ପଡି ୫ ମାସର ଶିଶୁପୁତ୍ରର ତଣ୍ଟି ଚିପିଲା ମା’

Posted on November 10, 2025

ତାମିଲନାଡୁର କୃଷ୍ଣଗିରିରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ସମଲିଙ୍ଗୀ ସାଥୀଙ୍କ ସହିତ ମିଶି ନିଜ ୫ ମାସର ଶିଶୁ ପୁତ୍ରକୁ ହତ୍ୟା କରିଛନ୍ତି । ଅପରାଧକୁ ଲୁଚାଇବା ପାଇଁ, ମହିଳା ଜଣକ ତାଙ୍କ ପରିବାରକୁ କହିଥିଲେ ଯେ,…

ନଦୀନିପାଲି ଗ୍ରାମ ଜଙ୍ଗଲରେ ମହିଳାଙ୍କ ଝୁଲନ୍ତା ମୃତଦେହ

Posted on November 10, 2025

ଅନୁଗୋଳ ପାଳଲହାଡ଼ା ଥାନା ନଦୀନିପାଲି ଗ୍ରାମ ପାଖ ଜଙ୍ଗଲରେ ଜଣେ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ମୃତ ମହିଳା ଜଣକ ହେଲେ ନନ୍ଦିନୀପାଲି ଗ୍ରାମର ଗୁରୁବାରୀ ନାୟକ ବୋଲି ଜଣାପଡିଛି । ତେବେ ମୃତୁର କାରଣ ଅସ୍ପଷ୍ଟଥିବାବେଳେ , ମୃତକଙ୍କ…

ହେଲମେଟ୍‌ ନ ପିନ୍ଧିବା ପଡ଼ିଲା ମହଙ୍ଗା: ସ୍କୁଟି ଦାମ୍‌ଠୁ ୨୦ ଗୁଣ ଅଧିକ ଜରିମାନ

Posted on November 10, 2025

ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରେ ଜଣେ ସ୍କୁଟି ଚାଳକଙ୍କୁ ହେଲମେଟ୍‌ ନ ପିନ୍ଧିବାରୁ ୨୧ ଲକ୍ଷ ଟଙ୍କା ଜରିମାନା ହୋଇଛି । ତାହା ତାଙ୍କ ସ୍କୁଟି ଦାମ୍‌ର ୨୦ ଗୁଣ ବୋଲି ସେ ପ୍ରକାଶ କରିଛନ୍ତି । ସେହି ଚାଲାଣର ଫଟୋ ଏବେ ସୋସିଆଲ୍‌ ମିଡିଆରେ…

ମଝି ଆକାଶରେ ବିପଦ, ସୁରକ୍ଷିତ ଅବତରଣ କଲା ସ୍ପାଇସ୍‌ଜେଟ୍ ବିମାନ

Posted on November 10, 2025

ମୁମ୍ବାଇରୁ କୋଲକାତା ଆସୁଥିବା ସ୍ପାଇସ୍‌ଜେଟ୍ ବିମାନ ରବିବାର ରାତିରେ ବଡ଼ ଅଘଟଣରୁ ବର୍ତ୍ତିଲା। ମଝି ଆକାଶରେ ବିମାନର ଗୋଟିଏ ଇଞ୍ଜିନ୍‌ ଖରାପ ହେବା ପରେ ପାଇଲଟ୍‌ କୋଲକାତା ଏଟିସିକୁ ସୂଚନା ଦେଇ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ। ତୁରନ୍ତ ଅନୁମତି ମିଳିବା ପରେ…

ଟ୍ରଲରକୁ ଧକ୍କା ଦେଲା ଘୋରଇ ବସ୍, ଜଣେ ମୃତ

Posted on November 10, 2025

କଟକ ୫୫ନଂ ଜାତୀୟ ରାଜପଥର ରେଢାଖୋଲ ଲୁହାପଙ୍କ ଛକ ନିକଟରେ ଦୁର୍ଘଟଣା । ଟ୍ରଲରକୁ ଧକ୍କା ଦେଲା ଘୋରଇ ବସ୍ । ଜଣେ ମୃତ ହୋଇଥିବା ବେଳେ ବସରେ ବସିଥିବା ୧୦ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଲୁହାପଙ୍କ ଛକରେ ବିଳମ୍ବିତ ରାତିରେ…

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ

Posted on November 10, 2025

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ନାଁ ସମ୍ରାଟ ବୋଲି ଜଣାପଡିଛି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବଲାଙ୍ଗୀର ଜିଲ୍ଲା…

ପ୍ରେମିକାର ବେକ କାଟିଦେଲା ପ୍ରେମିକ, ଅଭିଯୁକ୍ତ ଅଟକ

Posted on November 10, 2025

ପ୍ରେମର ସାଂଘାତିକ ଚିତ୍ର । ବ୍ଲେଡ୍‌ ସାହାଯ୍ୟରେ ପ୍ରେମିକାର ବେକ କାଟିଲା ପ୍ରେମିକ । ଗୁରୁତର ଅବସ୍ଥାରେ ପ୍ରେମିକା ନିକଟସ୍ଥ ମେଡିକାଲରେ ଭର୍ତ୍ତି । ପ୍ରେମିକକୁ ଥାନାରେ ଅଟକ ରଖିଛି ପୁଲିସ । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଇଟାମୁଣ୍ଡି ଛକରେ ଏଭଳି ଘଟଣା…

Posts pagination

Previous 1 2 3 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

November 2025
M T W T F S S
 12
3456789
10111213141516
17181920212223
24252627282930
« Oct   Dec »

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme