କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ଥାନା ଆମ୍ବପଳାସ ଗାଁ ଅଭିମନ୍ୟୁପୁର ସାହିରେ ହୋଇଥିବା ବଡ଼ ଧରଣ ଡକାୟତିର ୩ ଜଣ ଡକାୟତକୁ ଧରିଛି ପରଜଙ୍ଗ ପୋଲିସ। ସେମାନଙ୍କ ଠାରୁ ଗୋଟିଏ ମୋଟର ସାଇକେଲ, ୧୪ ଗ୍ରାମ ସୁନା ଓ ୩ ଟି ମୋବାଇଲ ଫୋନ ଜବତ…
Day: November 9, 2025
ସଟ୍ଡାଉନ ପରେ ଲକ୍ଷ ଲକ୍ଷ ଆମେରିକୀୟ କର୍ମଚାରୀଙ୍କୁ ମିଳୁନି ଦରମା
ଆମେରିକାର ପ୍ରଶାସନ ସାରା ଦେଶରେ ସଟଡାଉନ ଲାଗୁ କରିଛି । ୬ ସପ୍ତାହ ଧରି ଏହି ସଟଡାଉନ ଲାଗୁ ହେଲାଣି । ଫଳରେ ଦେଶର ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଦରମା ମିଳିନି । ତେଣୁ ସେମାନେ ଚାକିରି ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି । ଏହି…
ଏଲନ ମସ୍କଙ୍କୁ ମିଳିବ ୧ ଲକ୍ଷ କୋଟି ଡଲାର ଦରମା
ଆମେରିକୀୟ କମ୍ପାନୀ ଟେସଲାର ମୁଖ୍ୟ ଏଲନ ମସ୍କଙ୍କ ଦରମାକୁ ନେଇ ପୁଣି ଚର୍ଚ୍ଚା । ଟେସଲାର ସେୟାର ହୋଲ୍ଡରମାନେ ଏକ ଟ୍ରିଲିୟନ ଡଲାର (ଏକ ଲକ୍ଷ କୋଟି ଡଲାର)ର ରେକର୍ଡ ଦରମା ପ୍ୟାକେଜକୁ ଅନୁମୋଦନ କରିଛନ୍ତି । ଗୁରୁବାର ଅନୁଷ୍ଠିତ କମ୍ପାନୀର ବାର୍ଷିକ ସାଧାରଣ…
ନୂଆପଡ଼ା ଉପନିର୍ବାଚନ: ଆଜି ପ୍ରଚାରର ଶେଷ ଦିନ
ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ। ଅପରାହ୍ନ ୪ଟା ପରେ ପ୍ରଚାର ବନ୍ଦ ହେବ। ତିନି ଦଳର ପ୍ରାର୍ଥୀ ଭୋଟରଙ୍କ ମନ ଜିତିବା ପାଇଁ ଶେଷ ଉଦ୍ୟମ ଜାରି ରଖିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନୂଆପଡ଼ାରେ ଜୟ ଢୋଲକିଆଙ୍କ…
ଅନେକ ସ୍ଥାନରେ ୪୦୦ ପାର୍ କଲା ଏକ୍ୟୁଆଇ, ନିଶ୍ବାସ ନେବାରେ ସମସ୍ୟା
ବିଷବଳୟ ପାଲଟିଛି ଦିଲ୍ଲୀ । ପୁଣିଥରେ ବିଷାକ୍ତ ବାୟୁ ବଳୟରେ ଛଟପଟ ହେଉଛନ୍ତି ଦିଲ୍ଲୀବାସୀ । ବାୟୁର ମାନ ଶନିବାର ସାଂଘାତିକ ରୂପ ନେବା ପରେ ଅଧିକ କଟକଣା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି । ସହରର ବିଭିନ୍ନ ସ୍ଥାନରେ ଏକ୍ୟୁଆଇ ୪୦୦ ଟପିଛି…
ବିଦ୍ୟାଳୟରେ ଲାଗିଲା ନିଆଁ, ଜରୁରୀ କାଗଜପତ୍ର ପୋଡି ନଷ୍ଟ
ବୌଦ୍ଧ ଜିଲ୍ଲା ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଲାକିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲାଗିଲା ନିଆଁ । ପୋଡି ପାଉଁଶ ହୋଇଯାଇଛି ବହୁ ଜରୁରୀ କାଗଜପତ୍ର । ସଟ୍ ସର୍କିଟରୁ ନିଆଁ ଲାଗି ଥିବା ଆଶଙ୍କା କରାଯାଉଛି ।ସ୍କୁଲରୁ ଧୂଆଁ ବାହାରୁଥିବା କିଛି…
କାଠମାଣ୍ଡୁରେ ବିମାନ ଚଳାଚଳ ବନ୍ଦ, ରନୱେ ଲାଇଟରେ ସମସ୍ୟା
ନୂଆଦିଲ୍ଲୀରେ ଘଟିଥିବା ଯାନ୍ତ୍ରିକ ସମସ୍ୟା ପରେ ବର୍ତ୍ତମାନ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନ ବନ୍ଦରର ଉଡାଣ ପ୍ରଭାବିତ ହୋଇଛି। ରନୱେ ଲାଇଟରେ ସମସ୍ୟାରୁ ସବୁ ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ ବନ୍ଦ ରହିଛି। ବର୍ତ୍ତମାନ ୫ଟି ବିମାନ ହୋଲ୍ଡରେ ରହିଛି। ଏୟାରପୋର୍ଟର ଟେକ୍ନିକାଲ ଟିମ୍…
ରିଚା ଘୋଷଙ୍କୁ ବିଶ୍ୱକପ ବିଜୟ ପରେ ବିଶେଷ ସମ୍ମାନ
ଭାରତୀୟ ମହିଳା କ୍ରିକେଟ ଟିମ୍ର ବିଶ୍ୱକପ ବିଜୟ ପରେ ୱିକେଟକିପର-ବ୍ୟାଟର ରିଚା ଘୋଷ ସିଲିଗୁଡ଼ିରେ ଜୋରଦାର ସ୍ବାଗତ ପାଇଥିଲେ। ପଶ୍ଚିମବଙ୍ଗ ସରକାର ଏବଂ ବଙ୍ଗଳା କ୍ରିକେଟ ଆସୋସିଏସନ ତାଙ୍କୁ ଡିଏସପି ଭାବେ ନିଯୁକ୍ତ କରି, “ବଙ୍ଗ ଭୂଷଣ” ସମ୍ମାନ ଓ ସୁନାର ଚେନ୍ ପ୍ରଦାନ…
ହାତୀ ଆକ୍ରମଣରେ ଚାଲିଗଲା ଜୀବନ
ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଶନିବାର ପ୍ରାୟ ସନ୍ଧ୍ୟା ୮ଟା ସମୟରେ ଏଭଳି ଅଘଟଣ ଘଟିଛି । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ ମଣନ୍ଦା ରେଞ୍ଜ ତୁଳସୀବଣୀ ଫରେଷ୍ଟ ବିଟ୍ ରାଜପାଲ ଗାଁର ମଧୁବାରିର ପୁଅ ସାଙ୍ଗବାରିଙ୍କର ହାତୀ…
କଣ୍ଟାଵାଞ୍ଜି ପୁଲିସର ଚଢ଼ାଉ, ୧୫୦ଟିଣ ତେଲ ବୋଝେଇ ଗାଡ଼ି ଜବତ
ବଲାଙ୍ଗୀରଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡ଼ା ଫାଣ୍ଡିର ଦୁମେରପିଟାରେ ଚଢ଼ାଉ କରି ଲୋକାଲ ବ୍ରାଣ୍ଡର ଏକ ଖାଇବା ତେଲ ବୋଝେଇ ମିନି ଟ୍ରକକୁ ଧରିଛି କଣ୍ଟାଵାଞ୍ଜି ପୁଲିସ। ଦେଓଗାଁ ପୁଲିସ ସହ ମିଳିତ ଭାବେ ଚଢ଼ାଉ କରି ତେଲ ଗାଡ଼ିକୁ ଜବତ କରିଛି ପୁଲିସ।…

