ଆଇସିସି ଦିନିକିଆ ବିଶ୍ବକପ ଜିତି ଇତିହାସ ରଚିଛି ଭାରତୀୟ ମହିଳା ଟିମ୍ । ନଭେମ୍ବର ୨ ତାରିଖରେ ନଭୀ ମୁମ୍ବାଇର ଡିୱାଇ ପାଟିଲ ସ୍ପୋଟର୍ସ ଏକାଡେମୀରେ ଖେଳାଯାଇଥିବା ଭାରତ-ସାଉଥ ଆଫ୍ରିକାକୁ ୫୨ ରନରେ ହରାଇଛି । ଭାରତୀୟ ମହିଳା ଟିମ୍ ପ୍ରଥମ ଥର ପାଇଁ…
Day: November 6, 2025
ବ୍ରହ୍ମପୁରରେ ଇଡି ରେଡ୍ । ଚିଟଫଣ୍ଡ ମାମଲାରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
ବ୍ରହ୍ମପୁରରେ ଇଡି ରେଡ୍ । ଚିଟଫଣ୍ଡ ମାମଲାରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅଯୋଧ୍ୟା ନଗରରେ ଥିବା ଗ୍ରୀନ ଇଣ୍ଡିଆ ନାମକ ଚିଟଫଣ୍ଡ ସଂସ୍ଥା ମାଲିକ ପ୍ରଦୀପ ସିଂଙ୍କ ବାସଭବନରେ ଚଢ଼ାଉ ହୋଇଛି । ପୂର୍ବରୁ ୨୦୧୩ ମସିହାରେ ଚିଟଫଣ୍ଡ ଦୁର୍ନୀତି ମାମଲାରେ ପ୍ରଦୀପ…
ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ T-20 ମୁକାବିଲା, ସିରିଜ ଜିତିବାକୁ ଉଭୟ ଦଳ କରିବେ ସଂଘର୍ଷ
ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ T-20 ମ୍ୟାଚ୍ ଖେଳାଯିବ । ପ୍ରଥମ ୩ଟି ମ୍ୟାଚ୍ରେ ସିରିଜ ୧-୧ରେ ବରାବର ହୋଇଥିବାରୁ ଆଜିର ମୁକାବିଲା ଦୁଇ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ଫଳରେ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ ।…
ଆମେରିକାରେ କାର୍ଗୋ ପ୍ଲେନ କ୍ରାସ; ୭ ମୃତ, ଆଗକୁ ବଢ଼ିପାରେ ମୃତକଙ୍କ ସଂଖ୍ୟା
ଆମେରିକାର କେଣ୍ଟୁକିସ୍ଥିତ ଲୁଇଭେଲିରେ କାର୍ଗୋ ପ୍ଲେନ କ୍ରାସ। ୟୁପିଏସ କାର୍ଗୋ ପ୍ଲେନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୭ ଜଣ। ଆହତ ହୋଇଛନ୍ତି ୧୧ ଜଣ। ଲୁଇଭେଲି ବିମାନ ବନ୍ଦରରୁ କାର୍ଗୋପ୍ଲେନଟି ଉଡ଼ାଣ ଭରିବା ମାତ୍ରେ ଇଞ୍ଜିନଟି ଜଳିଯାଇ ଅଗ୍ନିପିଣ୍ଡୁଳାରେ ପରିଣତ ହୋଇଯାଇଥିଲା। ୟୁପିଏସ ୱାର୍ଲଡପୋର୍ଟରୁ…
ସତରେ କ’ଣ ଛାଡ଼ଖାଇ ଦିନ ଆମିଷ ଖାଆନ୍ତି?
ସରିଲା କାର୍ତ୍ତିକ ମାସ । ଆଜି ସାରା ଓଡିଶା ପାଳୁଛି ଛାଡଖାଇ । ଲୋକଙ୍କ ବିଶ୍ୱାସ ରହିଛି ଯେ, କାର୍ତ୍ତିକ ମାସ ଏକ ପବିତ୍ର ମାସ । ଏହି ମାସରେ ସେବା ଧର୍ମ କଲେ ପୁଣ୍ୟ ମିଳେ । ସେଥିପାଇଁ କାର୍ତ୍ତିକ ବ୍ରତ ପାଳନ…
ପାକିସ୍ତାନ ଖେଳାଳି ହାରିସ ରୌଫ ନିଲମ୍ବିତ, ଅଶୋଭନୀୟ ଆଚରଣ ପାଇଁ ICC ର କାର୍ଯ୍ୟାନୁଷ୍ଠାନ
ମହଙ୍ଗା ପଡ଼ିଲା ପଡ଼ିଆରେ ଅଶୋଭନୀୟ ଆଚରଣ। ଏସିଆ କପରେ ଭାରତ ବିପକ୍ଷ ମ୍ୟାଚ୍ରେ ଅଶୋଭନୀୟ ଆଚରଣ କରିଥିବା ପାକିସ୍ତାନୀ ବୋଲର ହାରିସ ରୌଫଙ୍କୁ ଦୁଇଟି ମ୍ୟାଚ୍ ପାଇଁ ନିଲମ୍ବିତ କରିଛି ICC। ଭାରତ ବିପକ୍ଷ ଏସିଆ କପର ସୁପର ୪ ମ୍ୟାଚ୍ରେ ଆତଙ୍କୀ ମାନସିକତା…
ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟିଂ: ମହାଗଠବନ୍ଧନ ଓ NDA ମଧ୍ୟରେ ମହାଟକ୍କର
ବିହାରରେ ଆଜି ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାର ୧୨୧ଟି ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ଚାଲିଛି । ପାଟନା, ନାଳନ୍ଦା, ମୁଜାଫରପୁର, ଭାଗଲପୁର ଓ ଲକ୍ଷ୍ମୀସରାଇ ସମେତ ଅନେକ ଜିଲ୍ଲା ଏଥିରେ ଅନ୍ତର୍ଭୁକ୍ତ । ମୋଟ ୩ କୋଟି ୭୫ ଲକ୍ଷ ଭୋଟର ୧ହଜାର ୩୧୪…
ସାଉଥ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଟିମକୁ ଫେରିଲେ ରିଷଭ ପନ୍ତ
ବିସିସିଆଇ ସାଉଥ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି । ରିଷଭ ପନ୍ତ ପୁଣି ଟିମକୁ ଫେରିଛନ୍ତି । ଆହତ ଜନିତ କାରଣରୁ ଟିମରୁ ବିଶ୍ରାମ ଦିଆଯାଇଥିଲା । ହେଲେ ସୁସ୍ଥ ହେବା ପରେ ରିଷଭ ପନ୍ତଙ୍କୁ ଟିମର…
ଘାଟିରେ ଜଳିଗଲା ବସ୍, ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଘାଟିରେ ଜଳିଗଲା ବସ୍ । ଜୟପୁର ପଟାଙ୍ଗି ବ୍ଲକ ସାଲୁର ଘାଟିରେ ଜଳିଗଲା ବସ୍ । ତେବେ ଏକ ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବସଟି ବିଜୟନଗରମରୁ ଜୟପୁର ଆସୁଥିବାବେଳେ ବସରେ ନିଆଁ ଲାଗିଯାଇଥିଲା । ସର୍ଟ ସର୍କିଟ ଯୋଗୁଁ ନିଆଁ…

