Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Day: November 4, 2025

ମହାପ୍ରସାଦରେ ବନସ୍ପତି ଘିଅ ଅଭିଯୋଗ! ସେବକଙ୍କୁ ଜବାବ୍ ତଲବ

Posted on November 4, 2025

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତିରେ ବନସ୍ପତି ଘିଅ ବ୍ୟବହାର କରାଯାଉଥିବା ଅଭିଯୋଗ ଆସିବା ପରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଜଣେ ମହାସୁଆର ନିଯୋଗ ସେବକଙ୍କୁ ଜବାବ୍ ତଲବ କରିଛି। ମନ୍ଦିର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମହାପ୍ରସାଦ ଏବଂ ଅନ୍ୟାନ୍ୟ ରୀତିନୀତି…

ଗାଜିଆବାଦ ଏବଂ ମିରଟରେ ଏକ୍ୟୁଆଇ ୪୦୦ ପାର୍

Posted on November 4, 2025

ଶୀତ ଋତୁ ଆରମ୍ଭ ହେବା ସହିତ ଉତ୍ତରପ୍ରଦେଶର ବାୟୁମଣ୍ଡଳ ମଧ୍ୟ ବିଷାକ୍ତ ହେବାରେ ଲାଗିଛି। ମିରଟ ସହିତ ଦିଲ୍ଲୀର ନୋଏଡା, ଗାଜିଆବାଦ, ମୁଜାଫରନଗର ଏବଂ ଗ୍ରେଟର ନୋଏଡା  ଖରାପ ଅବସ୍ଥା ଦେଇ ଗତି କରୁଛି। ଏଠାକାର ଲୋକଙ୍କ ପାଇଁ ନିଶ୍ୱାସ ନେବା କଷ୍ଟକର ହୋଇପଡ଼ିଛି।…

ଭଉଣୀକୁ ବଳତ୍କାର କଲା ଭାଇ

Posted on November 4, 2025

ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ ଭଉଣୀକୁ ଘର ଭିତରକୁ ଡାକି ଏହି ଘଟଣା ଘଟାଇଥିବା ନାବାଳିକା ଜଣକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ…

ହାତୀକୁ ଗୁଳିକରି ହତ୍ୟା କରିଛନ୍ତି ଶିକାରୀ

Posted on November 4, 2025

ଧାନ ଖାଇଦେଲା ବୋଲି , ହାତୀକୁ ହତ୍ୟା । ହାତୀକୁ ଗୁଳିକରି ହତ୍ୟା କରିଛନ୍ତି ଶିକାରୀ । ଗଂଜାମ ଭଂଜନଗର ଉତ୍ତର ବନଖଣ୍ଡ ମୁଜାଗଡ଼ା ବନାଞ୍ଚଳ ବଣିଆପଲ୍ଲୀ ଜଙ୍ଗଲର ଏ ଘଟଣା । ମାମଲାରେ ଶିକାରୀ ଉମାକାନ୍ତ ପ୍ରଧାନଙ୍କୁ ବାନ୍ଧିବା ସହ ୨ଟି ଦେଶୀ…

ଦୁଷ୍କର୍ମ ଉଦ୍ୟମ ବିଫଳ ପରେ ପୀଡ଼ିତାଙ୍କ ଘରେ ନିଆଁ ଲଗାଇଦେଲା ଦୁର୍ବୃତ୍ତ

Posted on November 4, 2025

ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳର ଏକ ଗାଁରେ ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ବିଫଳ ହେବା ପରେ ଘର ଜାଳିଦେବ ବୋଲି ଧମକ ଦେଇଥିଲା ଦୁର୍ବୃତ୍ତ। ପରେ ଦିବ୍ୟାଙ୍ଗ ବାପା ମାଆ ଥାନାରେ ଅଭିଯୋଗ କରିବାରୁ ଘର ଜାଳି ଦେବା ପାଇଁ ମଧ୍ୟ ଉଦ୍ୟମ କରିଛି ଅଭିଯୁକ୍ତ।  ନିଆଁରେ ଝରକାର…

ସେନା କର୍ମଚାରୀଙ୍କ ଘରୁ ଡକାୟତି, ୫୦ ଲକ୍ଷର ସୁନା ଗହଣା ଲୁଟ୍

Posted on November 4, 2025

ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ ଅଚକ ପଞ୍ଚାୟତର ଉତରବାହା ଗ୍ରାମରେ ଡକାୟତି। ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ। ତାଲା ଭାଙ୍ଗି ୫୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍।  ସୂଚନାନୁଯାୟୀ, ତିହିଡ଼ି ଥାନା ଉତରବାହା ଗ୍ରାମର ଅବସରପ୍ରାପ୍ତ ସେନା…

ରାଜଧାନୀରେ ଲଜ୍ଜ୍ୟା, ଶୋଇଥିବା ଅବସ୍ଥାରେ ମା’ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ

Posted on November 4, 2025

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ମା’ ଓ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି । ବସ୍‌ଷ୍ଟାଣ୍ଡରେ ଶୋଇଥିବା ଅବସ୍ଥାରେ ଜଣେ ଯୌନ ପିପାଷୁ ମା’ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛି । ଅଭିଯୋଗ ପାଇ  ଭରତପୁର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ  ହେଲା ଗଞ୍ଜାମ ବେଗୁନିଆପଡ଼ାର ପବିତ୍ର କହଁର।…

ଚତୁର୍ଦ୍ଧାମୂର୍ତ୍ତୀଙ୍କ ଲକ୍ଷ୍ମୀନୃସିଂହ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

Posted on November 4, 2025

ଶ୍ରୀମନ୍ଦିରରେ ପଞ୍ଚୁକ ବ୍ରତ ନୀତି । ଆଜି ପବିତ୍ର କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥି। ପବିତ୍ର ପଞ୍ଚୁକର ଆଜି ହେଉଛି ଚତୁର୍ଥ ଦିନ, ଶ୍ରୀମନ୍ଦିରରେ ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ସକାଳୁ ସକାଳୁ ସିଂହଦ୍ବାର ସମ୍ମୁଖରେ ଲାଗିଲାଣି ପ୍ରବଳ ଭିଡ଼…

ନାତୁଣୀକୁ ଗର୍ଭବତୀ କଲା ଅଜା

Posted on November 4, 2025

ମୟୂରଭଞ୍ଜ ଜିଲ୍ଲା  ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଇଲାକାରେ ଘଟିଛି  ଏକ ଲଜ୍ଜାଜନକ ଘଟଣା । ସମ୍ପର୍କୀୟ ଅଜା ଜନୈକା ୧୧ବର୍ଷୀୟା ନାବାଳିକାଙ୍କୁ ମୋବାଇଲ ଦେଖାଇବା ବାହାନାରେ ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରିଛି । ଏହି ଘଟଣା ଜଣାପଡ଼ିବା ପରେ ଅଭିଯୁକ୍ତକୁ  ବୈଶିଙ୍ଗା ପୁଲିସ ଗିରଫ କରିଛି ।…

ସପ୍ତାହ ଯାଏ ଶୁଖିଲା ପାଗ

Posted on November 4, 2025

ରାଜ୍ୟର ୨୮ସ୍ଥାନରେ ରାତି ତାପମାତ୍ରା ଖସିଛି ଓ ଆଗକୁ ଆହୁରି ଖସିବ । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍‌ ଏକ ସପ୍ତାହ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଣିପାଗ ବିଜ୍ଞାନ କେନ୍ଦ୍ରର  ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଦୁଇ ଦିନରେ ରାତିର ତାପମାତ୍ରା ୨ରୁ…

Posts pagination

Previous 1 2

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

November 2025
M T W T F S S
 12
3456789
10111213141516
17181920212223
24252627282930
« Oct    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme