ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅଁଳାବେରେଣୀ ନିକଟରେ ଦେଖିବାକୁ ମିଳିଛି ଛାତିଥରା ସଡ଼କ ଦୁର୍ଘଟଣା। ଯାହାର ଲାଇଭ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ତେବେ କେତେ ହୃଦୟ ବିଦାରକ ଥିଲା ସେ ସମୟର ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ…
Month: September 2025
ବସ ଷ୍ଟାଣ୍ଡ ପାଖ ନାଳରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ତୋର ଗାଁ ବସ ଷ୍ଟାଣ୍ଡ ପାଖ ନାଳରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ କନ୍ତୋର ଗାଁର ବସନ୍ତ ବିଶ୍ୱାଳ। ବସନ୍ତ ଘର ପାଖ ନାଳକୁ ଶୌଚ ହେବାକୁ ଯାଇଥିବା ବେଳେ ଅସାବଧାନତା କାରଣରୁ ନାଳରେ…
ଅକ୍ଟୋବର ୧ରେ ଆଉ ଏକ ଲଘୁଚାପ ସମ୍ଭାବନା
ମଙ୍ଗଳବାର ଯାଏ ପାଗ ଶୁଖିଲା ରହିବ । ଏହା ପରଠାରୁ ଆରମ୍ଭ ହୋଇଯିବ ବର୍ଷା । ଅକ୍ଟୋବର ୧ ତାରିଖରେ ଉତ୍ତର ଓଡ଼ିଶା ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା…
କେନାଲରୁ ଉଦ୍ଧାର ହେଲା ଏକ ମାସର ମାଈ ହାତୀ ଶାବକ
କେନାଲରୁ ଉଦ୍ଧାର ହେଲା ହାତୀ ଶାବକ, ଢେଙ୍କାନାଳ ଜିଲ୍ଲାର ଆଠମଲ୍ଲିକ ରେଞ୍ଜରେ ଏକ ଛୁଆ ହାତୀ ମା’ ଛଡ଼ା ହୋଇ ଅସୁରକ୍ଷିତ ଅବସ୍ଥାରେ ମିଳିଥିବା କଥା ଜଣାପଡିଛି। ଡ଼ିଏଫଓଙ୍କ ସୂଚନା ଅନୁସାରେ, ତୁରନ୍ତ ପ୍ରାଣୀ ଉଦ୍ଧାର କରି ସୁରକ୍ଷିତ ଭାବେ ବନଖଣ୍ଡ କପିଳାସ ହାତୀ…
ଭାଲୁ ଆକ୍ରମଣ ରେ ମହିଳା ଚାଷୀ ଗୁରୁତର, ଅବସ୍ଥା ସଙ୍କଟାପର୍ନ…
ଅନୁଗୋଳ ଜିଲ୍ଲା କଣିହାଁ ବନାଞ୍ଚଳ ପୋଡାଗଡ ଗାଁରେ ଭାଲୁ ଆକ୍ରମଣରେ ଜଣେ ମହିଳା ଚାଷୀ ଗୁରୁତର ହୋଇଛନ୍ତି l ଗୁରୁତର ମହିଳା ହେଲେ ସେହି ଗାଁର ସୁଭଦ୍ରା ଦେହୁରୀ । ସୂଚନା ଅନୁସାରେ , ସୁଭଦ୍ରା ଧାନ ବିଲକୁ ଘାସ ବାଛିବାକୁ ଯାଇଥିବା ବେଳେ…
ହଂସରାଳୀ ପରିବାର ଉଦ୍ଧାର। କପିଳାସ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତର।
ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କାନପୁରା ଗାଁରୁ ୧୧ ଗୋଟି ହଂସରାଳୀ ପକ୍ଷୀକୁ ଉଦ୍ଧାର କରିଛି ବନ ବିଭାଗ। ଉଦ୍ଧାର ପକ୍ଷୀଙ୍କ ମଧ୍ୟରେ ୧୦ ଗୋଟି ଶିଶୁ ଶାବକ ରହିଛନ୍ତି। କାନପୁରା ଗାଁର ପ୍ରସାଦ କୁମାର ରାଉତଙ୍କ ଘରକୁ ହଂସରାଳୀ ପକ୍ଷୀ ଗୁଡିକ…
ଚିନାବାଦାମ ଖାଉଥିଲେ….
ଚିନାବାଦାମ ଖାଇବା ଅନେକଙ୍କର ପସନ୍ଦ। ତେବେ ଭଜା ଚିନାବାଦାମ ତୁଳନାରେ ସିଝା ଚିନାବାଦାମ ଖାଇଲେ ଶରୀରକୁ ଅନେକ ଉପକାର ମିଳିଥାଏ। ପ୍ରଥମତଃ ଭଜା ଚିନାବାଦାମ ତୁଳନାରେ ଏହା ସେତେ ବେଶୀ ଗ୍ୟାସ ସମସ୍ୟା ସୃଷ୍ଟି କରେନାହିଁ। ଦ୍ୱିତୀୟତଃ ଚିନାବାଦାମକୁ ସିଝାଇ ଖାଇଲେ ଏହା କମ୍ପ୍ଲିଟ୍…
ବଢୁଛି ସୁନା ଏବଂ ରୂପା ଦର…
ବଢୁଛି ସୁନା ଏବଂ ରୂପା ଦର । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ…
ଫୁଲୁଛି ମହାନଦୀ; ବଢୁଛି ନଦୀରେ ଜଳସ୍ତର
ଲଗାଣ ବର୍ଷା ଯୋଗୁଁ କିଛି ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । କିନ୍ତୁ କୌଣସି ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉ ନାହିଁ । ରାଜ୍ଯରେ ଏବେ ବନ୍ୟା ପରିସ୍ଥିତି ନାହିଁ । ମହାନଦୀର ଶାଖା ନଦୀ ଗୁଡିକରେ ଜଳସ୍ତର ବଢ଼ିବା ସମ୍ଭାବନା…
ହାଇଦ୍ରାବାଦରେ ପ୍ରବଳ ବର୍ଷା, ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି।
ହାଇଦ୍ରାବାଦ: ହାଇଦ୍ରାବାଦରେ ଆଜି ପ୍ରବଳ ବର୍ଷା ହେବାରୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ମୁଷଳଧାରା ବର୍ଷା ପରେ ସହର ମୁସି ନଦୀର ଜଳସ୍ତର ସଙ୍କେତ ଉପରେ ପ୍ରବାହିତ ହେବା ଆରମ୍ଭ ହେଉଛି । ଯୋଡ଼ା ଜଳଭଣ୍ଡାର-ହିମାୟତସାଗର ଓ ଓସମାନ ସାଗର ଗେଟ୍ ଖୋଲାଯିବାରୁ ସ୍ଥିତି…

