Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Month: September 2025

୨୦୮୦ ପରଠୁ କମିବ ବିଶ୍ୱ ଜନସଂଖ୍ୟା

Posted on September 30, 2025

୨୦୮୦ ମସିହା ପରେ ବିଶ୍ୱ ଜନସଂଖ୍ୟା ହ୍ରାସ ପାଇବ । ସେପର୍ଯ୍ୟନ୍ତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବ ଏବଂ ପ୍ରାୟ ୧୦.୮ ବିଲିୟନ  ବା ୧୦୮୦ କୋଟିରେ ପହଞ୍ଚିବ । ମିଳିତ ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ, ୨୧୦୦ ସୁଦ୍ଧା ବିଶ୍ୱରେ ୧୦ କୋଟି…

ସକାଳୁ ଥରିଲା ମିଆଁମାର, ନିଦରୁ ଉଠି ଦୌଡ଼ିଲେ ଲୋକ

Posted on September 30, 2025

ସକାଳୁ ସକାଳୁ ଥରିଲା ମିଆଁମାର । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ରେକର୍ଡ କରାଯାଇଛି । ମଣିପୁର, ନାଗାଲାଣ୍ଡ ସମେତ ଆସାମ ଯାଏଁ ଏହାର ଝଟ୍କା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି…

ଆଜିଠୁ ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ୱକପ୍ କ୍ରିକେଟ୍ ।

Posted on September 30, 2025

ଗୁଆହାଟୀରେ ଆଜିଠୁ ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ୱକପ୍ କ୍ରିକେଟ୍ । ଉଦ୍‌ଘାଟନୀ ମ୍ୟାଚରେ ଦୁଇ ଆୟୋଜକ ଦେଶ ଭାରତ ଓ ଶ୍ରୀଲଙ୍କା ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ଏଥର ପ୍ରଥମଥର ପାଇଁ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ମହିଳା କ୍ରିକେଟ୍ ବିଶ୍ୱକପ୍‌ର…

ଦୋକାନ ଉପରକୁ ମାଡ଼ିଗଲା ଟ୍ରକ୍, ୩ ମହିଳା ଗୁରୁତର

Posted on September 30, 2025

ଦୋକାନ ଉପର ମାଡ଼ିଗଲା ଟ୍ରକ୍। ୩ ମହିଳା ଗୁରୁତର। ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ବଜାରରେ ସୋମବାର ବିଳମ୍ଵିତ ରାତିରେ ଏଭଳି ଘଟଣା ଘଟିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ସୂଚନାନୁଯାୟୀ, ସୋମବାର ବିଳମ୍ଵିତ ରାତିରେ ବାରିପଦା ପଟୁ ଜାମଶୋଳା ଅଭିମୁଖେ ଯାଉଥିବା ଏକ…

ଅପରାହ୍ନ ୨ଟାରୁ ଗଡ଼ୁନି ଆମ୍ ବସ୍

Posted on September 30, 2025

ଦୁର୍ଗାପୂଜା ପାଇଁ ରାଜଧାନୀରେ ଭିଡ଼କୁ ନଜରରେ ରଖି ଅପରାହ୍ଣ ୨ଟା ପରେ ଆମ ବସ୍‌ ଚଳାଚଳ ବନ୍ଦ  କରାଯିବ । ଉଭୟ କଟକ ଏବଂ  ଭୁବନେଶ୍ୱରରେ ସମସ୍ତ ରୁଟ୍‌ରେ  ବସ୍‌ ଚଳାଚଳ ବନ୍ଦ ରହିଛି । ଦଶହରା ଭସାଣି ଯାଏ କଟକଣା ଜାରି ରହିବା ନେଇ କ୍ରୁଟ…

ଆଜିଠୁ ବଢ଼ିବ ବର୍ଷା, ଦକ୍ଷିଣ ଓଡ଼ିଶାରେ ପ୍ରବଳ ଢାଳିବ

Posted on September 30, 2025

ମଙ୍ଗଳବାର ଅଷ୍ଟମୀରେ  ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି  ହୋଇପାରେ । ଏହାର ପ୍ରଭାବରେ ଉତ୍ତର  ଓଡ଼ିଶା ଓ ସଂଲଗ୍ନ ବଙ୍ଗୋପସାଗରରେ  ନବମୀରେ ଲଘୁଚାପ ସୃଷ୍ଟି ହେବାର  ସମ୍ଭାବନା ରହିଛି । ଏହା ପ୍ରଭାବରେ  ମଙ୍ଗଳବାରଠୁ ବର୍ଷା ବଢ଼ିବ । ଦକ୍ଷିଣ  ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ…

୮ କେଜି ଗଞ୍ଜେଇ ଜବତ ସହ ୨ ମହିଳା ଗିରଫ

Posted on September 30, 2025

ରାଉରକେଲା: ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜନତା ନିବାସ ଗଳି ନିକଟସ୍ଥ ଇଦ୍‌ଗା ପଡ଼ିଆ ନିକଟରୁ ୨ ଜଣ ମହିଳାଙ୍କୁ ଗିରଫ କରି ପ୍ଲାଣ୍ଟସାଇଟ୍‌ ପୁଲିସ। ସେମାନେ ହେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଲବରକାନି ଅଞ୍ଚଳର ନମିତା ଷଣ୍ଢ(୪୫) ଓ ଜାହ୍ନବୀ…

ଅସୁସ୍ଥ ମାଖନ ହାତୀର ଚିକିତ୍ସା ଉଦ୍ୟମଜାରୀ ରଖିଛି ବନବିଭାଗ

Posted on September 30, 2025

ବାଜି ନାହିଁ ଗୁଳି କେନ୍ଦୁଝର ଡିଏଫଓ କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ବନ୍ଧନଝରୀ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ପୁରୁଷୋତ୍ତମପୁର ଜଙ୍ଗଲରେ ଏକ ଅସୁସ୍ଥ ମାଖନ ହାତୀ ୪/୫ ଦିନ ହେଲାଣି ଘୁରି ବୁଲୁଥିବା ଜଣାପଡିଛି। ହାତୀଟିର ଆଗ ବାମ…

ବୀଜମରା ବିଦେଶୀ ଠିପି ବନ୍ଦ ମଦ ଦୋକାନ ରୁ ୮ ଲକ୍ଷ ଚୋରୀ

Posted on September 30, 2025

ସନ୍ଧlନୀ କୁକୁର ଏବଂ ସାଇଣ୍ଟିଫିକ ଟିମର କରୁଛି ତଦନ୍ତ କଲମପୁର: କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ବୀଜମରା ଗ୍ରାମରେ ଥିବା ବିଦେଶୀ ଠିପି ବନ୍ଦ ମଦ ଦୋକାନ ରୁ ୮ ଲକ୍ଷ ଟଙ୍କା  ଚୋରୀ ଅଭିଯୋଗ ହୋଇଛି l ଅଭିଯୋଗ ପାଇ ପୁଲିସ…

କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ସିଂହବାହିନୀ ବେଶ

Posted on September 30, 2025

କୋଣାର୍କ : ପବିତ୍ର ନବରାତ୍ରୀ ପୂଜାର ପୀଠ ସପ୍ତମୀ ଅବସରରେ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ସିଂହବାହିନୀ ବେଶ ଅନୁଷ୍ଠିତ ହୋଇଯାଇଛି। କୋଣାର୍କର ଆରାଧ୍ୟା ଦେବୀ ହେଉଛନ୍ତି ଢ଼ଶ’ ଭଗବତୀ। ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ମା’।…

Posts pagination

Previous 1 2 3 … 11 Next

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

September 2025
M T W T F S S
1234567
891011121314
15161718192021
22232425262728
2930  
« Aug   Oct »

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme