୨୦୮୦ ମସିହା ପରେ ବିଶ୍ୱ ଜନସଂଖ୍ୟା ହ୍ରାସ ପାଇବ । ସେପର୍ଯ୍ୟନ୍ତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବ ଏବଂ ପ୍ରାୟ ୧୦.୮ ବିଲିୟନ ବା ୧୦୮୦ କୋଟିରେ ପହଞ୍ଚିବ । ମିଳିତ ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ, ୨୧୦୦ ସୁଦ୍ଧା ବିଶ୍ୱରେ ୧୦ କୋଟି…
Day: September 30, 2025
ସକାଳୁ ଥରିଲା ମିଆଁମାର, ନିଦରୁ ଉଠି ଦୌଡ଼ିଲେ ଲୋକ
ସକାଳୁ ସକାଳୁ ଥରିଲା ମିଆଁମାର । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ରେକର୍ଡ କରାଯାଇଛି । ମଣିପୁର, ନାଗାଲାଣ୍ଡ ସମେତ ଆସାମ ଯାଏଁ ଏହାର ଝଟ୍କା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି…
ଆଜିଠୁ ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ୱକପ୍ କ୍ରିକେଟ୍ ।
ଗୁଆହାଟୀରେ ଆଜିଠୁ ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ୱକପ୍ କ୍ରିକେଟ୍ । ଉଦ୍ଘାଟନୀ ମ୍ୟାଚରେ ଦୁଇ ଆୟୋଜକ ଦେଶ ଭାରତ ଓ ଶ୍ରୀଲଙ୍କା ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ଏଥର ପ୍ରଥମଥର ପାଇଁ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ମହିଳା କ୍ରିକେଟ୍ ବିଶ୍ୱକପ୍ର…
ଦୋକାନ ଉପରକୁ ମାଡ଼ିଗଲା ଟ୍ରକ୍, ୩ ମହିଳା ଗୁରୁତର
ଦୋକାନ ଉପର ମାଡ଼ିଗଲା ଟ୍ରକ୍। ୩ ମହିଳା ଗୁରୁତର। ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ବଜାରରେ ସୋମବାର ବିଳମ୍ଵିତ ରାତିରେ ଏଭଳି ଘଟଣା ଘଟିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ସୋମବାର ବିଳମ୍ଵିତ ରାତିରେ ବାରିପଦା ପଟୁ ଜାମଶୋଳା ଅଭିମୁଖେ ଯାଉଥିବା ଏକ…
ଅପରାହ୍ନ ୨ଟାରୁ ଗଡ଼ୁନି ଆମ୍ ବସ୍
ଦୁର୍ଗାପୂଜା ପାଇଁ ରାଜଧାନୀରେ ଭିଡ଼କୁ ନଜରରେ ରଖି ଅପରାହ୍ଣ ୨ଟା ପରେ ଆମ ବସ୍ ଚଳାଚଳ ବନ୍ଦ କରାଯିବ । ଉଭୟ କଟକ ଏବଂ ଭୁବନେଶ୍ୱରରେ ସମସ୍ତ ରୁଟ୍ରେ ବସ୍ ଚଳାଚଳ ବନ୍ଦ ରହିଛି । ଦଶହରା ଭସାଣି ଯାଏ କଟକଣା ଜାରି ରହିବା ନେଇ କ୍ରୁଟ…
ଆଜିଠୁ ବଢ଼ିବ ବର୍ଷା, ଦକ୍ଷିଣ ଓଡ଼ିଶାରେ ପ୍ରବଳ ଢାଳିବ
ମଙ୍ଗଳବାର ଅଷ୍ଟମୀରେ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ଓ ସଂଲଗ୍ନ ବଙ୍ଗୋପସାଗରରେ ନବମୀରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ମଙ୍ଗଳବାରଠୁ ବର୍ଷା ବଢ଼ିବ । ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ…
୮ କେଜି ଗଞ୍ଜେଇ ଜବତ ସହ ୨ ମହିଳା ଗିରଫ
ରାଉରକେଲା: ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜନତା ନିବାସ ଗଳି ନିକଟସ୍ଥ ଇଦ୍ଗା ପଡ଼ିଆ ନିକଟରୁ ୨ ଜଣ ମହିଳାଙ୍କୁ ଗିରଫ କରି ପ୍ଲାଣ୍ଟସାଇଟ୍ ପୁଲିସ। ସେମାନେ ହେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଲବରକାନି ଅଞ୍ଚଳର ନମିତା ଷଣ୍ଢ(୪୫) ଓ ଜାହ୍ନବୀ…
ଅସୁସ୍ଥ ମାଖନ ହାତୀର ଚିକିତ୍ସା ଉଦ୍ୟମଜାରୀ ରଖିଛି ବନବିଭାଗ
ବାଜି ନାହିଁ ଗୁଳି କେନ୍ଦୁଝର ଡିଏଫଓ କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ବନ୍ଧନଝରୀ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ପୁରୁଷୋତ୍ତମପୁର ଜଙ୍ଗଲରେ ଏକ ଅସୁସ୍ଥ ମାଖନ ହାତୀ ୪/୫ ଦିନ ହେଲାଣି ଘୁରି ବୁଲୁଥିବା ଜଣାପଡିଛି। ହାତୀଟିର ଆଗ ବାମ…
ବୀଜମରା ବିଦେଶୀ ଠିପି ବନ୍ଦ ମଦ ଦୋକାନ ରୁ ୮ ଲକ୍ଷ ଚୋରୀ
ସନ୍ଧlନୀ କୁକୁର ଏବଂ ସାଇଣ୍ଟିଫିକ ଟିମର କରୁଛି ତଦନ୍ତ କଲମପୁର: କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ବୀଜମରା ଗ୍ରାମରେ ଥିବା ବିଦେଶୀ ଠିପି ବନ୍ଦ ମଦ ଦୋକାନ ରୁ ୮ ଲକ୍ଷ ଟଙ୍କା ଚୋରୀ ଅଭିଯୋଗ ହୋଇଛି l ଅଭିଯୋଗ ପାଇ ପୁଲିସ…
କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ସିଂହବାହିନୀ ବେଶ
କୋଣାର୍କ : ପବିତ୍ର ନବରାତ୍ରୀ ପୂଜାର ପୀଠ ସପ୍ତମୀ ଅବସରରେ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ସିଂହବାହିନୀ ବେଶ ଅନୁଷ୍ଠିତ ହୋଇଯାଇଛି। କୋଣାର୍କର ଆରାଧ୍ୟା ଦେବୀ ହେଉଛନ୍ତି ଢ଼ଶ’ ଭଗବତୀ। ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ମା’।…

