Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Day: September 23, 2025

ବଳ ଗୋଟାଉଛି ଲଘୁଚାପ

Posted on September 23, 2025

ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୋମବାର ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ମୁହାଇଁବ । ଏହା ପ୍ରଭାବରେ ମଙ୍ଗଳବାର ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ…

ତିଗିରିଆ ଥାନା ଅଞ୍ଚଳରେ ବଡ଼ ଧରଣର ଚଢ଼ାଉ

Posted on September 23, 2025

କଟକ ଜିଲ୍ଲା ତିଗିରିଆ ଥାନା ଭିରୁଡ଼ା ପଣସପାଟଣାରେ ବଡ଼ ଧରଣର ପ୍ରଶାସନିକ ଚଢାଉ। ମଦ ମାଫିଆଙ୍କ ଘର ଉପରେ ଚାଲିଲା ବୁଲଡୋଜର। ବିପୁଳ ପରିମାଣର ମଦ ଓ ପୋଚ ନଷ୍ଟ। ଆଠଗଡ଼ ଉପଜିଲ୍ଲାପାଳଙ୍କ ନେତୃତ୍ଵରେ ଭିରୁଡ଼ା ପଣସପାଟଣାରେ ଅବକାରୀ ବିଭାଗ ଓ ପୁଲିସ ମିଳିତ…

ପ୍ରବଳ ବର୍ଷାରେ ଉବୁଟୁବୁ କୋଲକାତା

Posted on September 23, 2025

ପ୍ରବଳ ବର୍ଷାରେ ଉବୁଟୁବୁ କୋଲକାତା । ସହରର ଚାରିଆଡେ ପାଣି ଆଉ ପାଣି । ବୁଡ଼ିଲା ରାସ୍ତା ଘାଟ, ଘରେ ପଶିଲା ପାଣି । ବର୍ଷା ବିତ୍ପାତ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲିଠାରୁ ଲଗାଣ ବର୍ଷା ଜାରି ରହିଛି ।…

ବସ୍ଷ୍ଟାଣ୍ଡରୁ ହେଲ୍ପରଙ୍କୁ ଅପହରଣ

Posted on September 23, 2025

ଭୁବନେଶ୍ଵର ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ବସ୍ ହେଲ୍ପରଙ୍କୁ ଅପହରଣ। ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିବା ପରେ ଗୋଠପାଟଣା ରାସ୍ତାରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ। ଅଭିଯୋଗ ପରେ ଜଣଙ୍କୁ ଗିରଫ କଲା ଭରତପୁର ଥାନା ପୁଲିସ। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ଆଶୁତୋଷ ମହାନ୍ତି।…

H-1B ଭିସାକୁ ନେଇ ଆସିଲା ବଡ଼ ଅପଡେଟ୍, ଡ଼ାକ୍ତରମାନଙ୍କୁ ୯୦ ଲକ୍ଷ ଟଙ୍କା ଛାଡ଼ କରିପାରେ ଆମେରିକା

Posted on September 23, 2025

ଆମେରିକାର H-1B ଭିସା ପ୍ରୋଗ୍ରାମ୍‌ରେ ଏକ ନୂତନ ନୀତି ଆଣାଯାଇଛି, ଯାହା ଅନୁସାରେ ନୂତନ ଭିସା ପାଇଁ ଏକ ଏକାଧିକ ଶୁଳ୍କ $100,000 (ପ୍ରାୟ ୯୦ ଲକ୍ଷ ଟଙ୍କା) ହେବାକୁ ଯାଇଛି। ଏହି ନୂତନ ଶୁଳ୍କ ୨୦୨୫ ସେପ୍ଟେମ୍ବର ୨୧ରୁ ପ୍ରବଳ ହୋଇଛି ଏବଂ…

ଗାନ୍ଧୀ ମାର୍ଗରେ ଗର୍ଜିଲା ବିଜେଡି

Posted on September 23, 2025

ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ପ୍ରତିବାଦରେ ବିଜେଡିର ବିଧାନସଭା ଘେରାଉ। ଗାନ୍ଧୀ ମାର୍ଗରେ ଗର୍ଜିଲା ବିଜେଡି। ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି। ପୁଲିସ-ବିଜେଡି କର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ। ୨ଟି ବ୍ୟାରିକେଡ୍ ଭାଙ୍ଗିଲେ ବିଜେଡି କର୍ମୀ। ବିଧାନସଭା ଆଡ଼କୁ ଅଗ୍ରସର ବେଳେ ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୁଲିସ।ପଞ୍ଚାୟତ…

ରାଜଧାନୀର ମେଟ୍ରୋ ସ୍ୱପ୍ନକୁ ପୁଣି ଆଶାର ଆଲୋକ

Posted on September 23, 2025

ଭୁବନେଶ୍ୱର-କଟକ ମେଟ୍ରୋ ପ୍ରକଳ୍ପକୁ ନେଇ ରାଜଧାନୀବାସୀଙ୍କ ମନରେ ନୂଆ ଆଶା ଜାଗ୍ରୁତ ହୋଇଛି। ବିଧାନସଭାରେ ଏକ ଲିଖିତ ପ୍ରଶ୍ନରେ ଉତ୍ତର ଦେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସ୍ପଷ୍ଟ କରିଛନ୍ତି ଯେ, କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ରଦ୍ଦ ହୋଇନାହିଁ। ସେ କହିଛନ୍ତି, ପ୍ରକଳ୍ପଟି…

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ଯୁବରାଜ ସିଂ ED ଅଫିସ୍‌ରେ ହାଜର

Posted on September 23, 2025

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ଯୁବରାଜ ସିଂ ED ଅଫିସ୍‌ରେ ହାଜର ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ତାରକା ଖେଳାଳି ଯୁବରାଜ ସିଂ ଆଜି ED (Enforcement Directorate) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ସୂତ୍ରମାନଙ୍କ କହିବା ଅନୁସାରେ, ତାଙ୍କୁ ଏକ ଅନଲାଇନ୍ ବେଟିଂ…

କାର୍ ଏବଂ ମିନିବସ୍ ମୁହାଁମୁହିଁ ଧକ୍କା

Posted on September 23, 2025

ଉତ୍ତର ପ୍ରଦେଶର ଆଲିଗଡ଼ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅକରାବାଦ ଥାନା ଅର୍ନ୍ତଗତ ଜାତୀୟ ରାଜପଥ ୯୧ରେ କାର୍ ଏବଂ ମିନିବସ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଫଳରେ ଉଭୟ ଗାଡ଼ି ମଧ୍ୟରେ ଭୟଙ୍କର ନିଆଁ ଲାଗି ଯାଇଥିଲା । ଦୁର୍ଘଟଣାରେ ପିଲାମାନଙ୍କ…

ଲୋକପ୍ରିୟ ଗାୟକ ଜୁବିନ ଗର୍ଗଙ୍କୁ ଅନ୍ତିମ ବିଦାୟ

Posted on September 23, 2025

ଭାରତୀୟ ସଙ୍ଗୀତ ଜଗତ ଆଜି ଗଭୀର ଶୋକରେ ଡୁବିଛି। ଲୋକପ୍ରିୟ ଗାୟକ ଓ ସଙ୍ଗୀତକାର ଜୁବିନ ଗର୍ଗ ୫୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ଆସାମ ସହିତ ସମଗ୍ର ଭାରତରେ ତାଙ୍କର ଅସାଧାରଣ ସ୍ୱର, ସଙ୍ଗୀତ ସୃଷ୍ଟି ଓ ଅଭିନୟ ଜନମନଙ୍କୁ ଛୁଇଁଥିଲା।…

Posts pagination

1 2 Next

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

September 2025
M T W T F S S
1234567
891011121314
15161718192021
22232425262728
2930  
« Aug   Oct »

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme