Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ହାତୀ ଆକ୍ରମଣରେ ବୃଦ୍ଧ ମୃତ, ମହିଳାଙ୍କ ମୃତୁ

Posted on December 4, 2025

ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ସିନ୍ଦୁରପାଳ ଗାଁ ନିକଟରେ ଯୋରାଡଙ୍ଗା ରେ ହାତୀ ଆକ୍ରମଣରେ ବୃଦ୍ଧ ଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳାଙ୍କ ମଧ୍ୟ ମୃତୁ ଘଟିଛି । ବୃଦ୍ଧ ଜଣେ ହେଲେ ଦେବଗଡ଼ ଜିଲ୍ଲା ଯୋରାଡଙ୍ଗା ଗାଁର ଚେରୁ ଦେହୁରୀ ଓ ମହିଳା ଜଣଙ୍କ ହେଲେ ରଜନୀ ବେହେରା । ଚେରୁ ବିଲକୁ କାମ କରିବାକୂ ଯାଉଥିବା ବେଳେ ଛେଣ୍ତିପଦା ବନାଞ୍ଚଳର ଯୋରାଡଙ୍ଗାର ଧାନ ବିଲ ମଝିରେ ହାତୀ ତାଙ୍କୁ ସୁଣ୍ଢରେ କଚାଡି ମାରି ଦେଇଥିଲା । ଏବଂ ସେଠାରୁ ଅଳ୍ପ କିଛି ଦୂରରେ ଶୌଚ କରିବାକୁ ଯାଉଥିବା ରଜନୀ ବେହେରାଙ୍କୁ ମଧ୍ୟ ହାତୀ ଆକ୍ରମଣ କରିଥିଲା । ଫଳରେ ପ୍ରଥମେ ରଜନୀଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ତିପଦା ପରେ ଅନୁଗୋଳ ଜିଲ୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତୁ ଘୋଷଣା କରିଛନ୍ତି । ସୂଚନା ଅନୁସାରେ ଗତ ୧ ସପ୍ତାହ ହେବ ୧୧ଟି କିଆ ହାତୀପଲ ଛେଣ୍ତିପଦା ଓ ରିଆମାଳ ବନାଞ୍ଚଳ ଅଞ୍ଚଳରେ ଘୁରିବୁଲୁଥିବା ବେଳେ ବ୍ୟାପକ ଧାନ ଫସଲ ସହ ଅନ୍ୟାନ୍ୟ ପସଲ ମଧ୍ୟ ନଷ୍ଟ କରୁଛନ୍ତି । ହାତୀ ଘଉଡେଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme