Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

 ରାସ୍ତାରେ ଯୁବକଙ୍କୁ କଚାଡ଼ି ମାରିଲା ଦନ୍ତା…

Posted on December 19, 2025

ରାସ୍ତାରେ ଯୁବକଙ୍କୁ କଚାଡ଼ି ମାରିଲା ଦନ୍ତା । ଖାଦ୍ୟ ଅନ୍ୱେଷଣରେ ଗାଁରେ ପଶି ଯୁବକଙ୍କୁ କଂକ୍ରିଟ ରାସ୍ତାରେ କଚାଡ଼ି ମାରିଲା ଦନ୍ତା । ଭୟଭୀତ ଗାଁଲୋକେ । ବାଲେଶ୍ଵର ଜିଲ୍ଲା ଖଇରା ତହସିଲ ବାଉଁଶଗଢିଆ ପଞ୍ଚାୟତ କଳମୁଚୁଆ ଗାଁରେ ହାତୀ ଉପଦ୍ରବ । ମୃତକ ହେଲେ ପୂର୍ବପଡା ଗାଁର ସୁରେନ୍ଦ୍ର ଦାସ । ଅନ୍ୟ ୨ ଜଣ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ବନ ବିଭାଗର ଅବହେଳତା ଅଭିଯୋଗ ଆଣିଲେ ଗାଁଲୋକେ । ଖଇରା ବ୍ଲକର ନଟାପଡା, ବଟେଶ୍ୱର, ମହତିପୁର, ଶୁଣ୍ଡିରା ଗଣ୍ଡିବେଡ଼ ଆଦି ଗାଁରେ ହାତୀ ପଶି ବ୍ୟାପକ କ୍ଷୟକ୍ଷତି କରିଛି । ୨ଦିନ ଧରି ହାତୀଟି ବିଭିନ୍ନ ଗାଁରେ ପଶି ହାତୀ ବିଭିନ୍ନ ଗଛ ଭାଙ୍ଗି ଉପଦ୍ରବ କରୁଛି । ହେଲେ କୁପାରି ବନବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିବା ଲୋକେ ଅଭିଯୋଗ ଆଣିଛନ୍ତି । ବନ ବିଭାଗର ଅବହେଳା ପାଇଁ ଅକାଳରେ ଗୋଟିଏ ନିରୀହ ଜୀବନ ଚାଲିଗଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ; ରତ୍ନଭଣ୍ଡାର ଗଣତି ନେଇ ଆସିପାରେ ବଡ଼ ଘୋଷଣା ।
  • ଗୋରୁ ମାଫିଆ ଘରେ ପୋଲିସ ରେଡ । ବିଡ଼ା ବିଡ଼ା ଟଙ୍କା ଜବତ
  • ନବୀନ ନିବାସରେ ଅଖିଳେଶ: ଓଡ଼ିଶାରୁ ଆରମ୍ଭ ହେବ କି ‘ବିଜେପି ହଟାଓ’ ଅଭିଯାନ?
  • ଡକାୟତିରେ ୬ଜଣ ଅଭିଯୁକ୍ତଙ୍କୁ କାବୁ କଲା ଜିଆରପି
  • ନିପା ଭାଇରସକୁ ନେଇ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ସତର୍କ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (462)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,492)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme