Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମାଛ ମାର୍କେଟର ହେବ ନବକଳେବର, ସମୀକ୍ଷା କଲେ ବିଏମସି କମିଶନର

Posted on November 30, 2025

ନୂଆ ରୂପ ପାଇବ ମାଛ ମାର୍କେଟ। ବିଏମସି ୪ ନମ୍ବର ମାଛ ମାର୍କେଟର ହେବ ନବକଳେବର। ମାର୍କେଟର ନୂଆ ରପୂରେଖ ନେଇ ସମୀକ୍ଷା କରିଛନ୍ତି ବିଏମ୍‌ସି କମିଶନ। ପାର୍କିଂ ସହ ସମସ୍ତ ସୁବିଧା ଉପଲବ୍ଧ ହେବା ସହ ଖୁବ୍‌ଶୀଘ୍ର ମାଛ ମାର୍କେଟର ବେଆଇନ୍ ଘର ଭଙ୍ଗାଯିବା ନେଇ ଆଲୋଚନା ହୋଇଛି।

​​​​​​​ସୂଚନା ଅନୁଯାୟୀ ରବିବାର ସକାଳୁ ସକାଳୁ ବିଏମ୍‌ସି ମେୟର ସୁଲୋଚନା ଦାସ ଏବଂ କମିଶନର ଚଞ୍ଚଲ ରଣା ୪ ନମ୍ବର ମାଛ ମାର୍କେଟ ପରିଦର୍ଶନ କରିଥିଲେ । ଏଥିସହିତ ମାର୍କେଟର ନୂଆ ରୂପରେଖ ନେଇ ସମୀକ୍ଷା କରିବା ସହ ସ୍ଥାନୀୟ ବେପାରୀଙ୍କ ସହ ଆଲୋଚନା କରିଥିଲେ। ଆମିଷ ମାର୍କେରରେ ପରିମଣ ବ୍ୟବସ୍ଥା, ପାର୍କିଂ ଓ ବର୍ଜ୍ୟବସ୍ତୁ କିପରି ମ୍ୟାନେଜ କରାଯିବା। ଏଥି ସହିତ ବଜାରକୁ ଆସୁଥିବା ଗ୍ରାହକମାନଙ୍କ କିପରି ସମସ୍ତ ସୁବିଧା ମିଳିପାରିବ ନେଇ ଆଲୋଚନା ହୋଇଥିଲା। ୟୁନିଟ୍ -୪ ନମ୍ବର ମାଛ ମାର୍କେଟରେ ଦୀର୍ଘ ଦିନ ହେବ ବେଆଇନ ନିର୍ମାଣ ହୋଇଥିବା ଘର ଗୁଡିକୁ ଭଙ୍ଗାଯିବ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme