Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମନ୍ଦିରକୁ ବି ଛାଡିଲେନି ଲୁଟେରା, ହୁଣ୍ଡି ଭାଙ୍ଗି ଲୁଟିବାକୁ ଉଦ୍ୟମ

Posted on November 14, 2025

ହାଇ ସିକ୍ୟୁରିଟି ଜୋନରେ ଲୁଟେରାଙ୍କ ହଲ୍ଲାବୋଲ । ଜଗନ୍ନାଥଙ୍କୁ ବି ଛାଡିଲେନି ଲୁଟେରା । ଭୁବନେଶ୍ବର ଏଜି ଛକ ନିକଟ ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିବାକୁ ଉଦ୍ୟମ ହୋଇଛି । ସିସିଟିଭିରେ କଏଦ ହୋଇଛି ଲୁଟେରାଙ୍କ କାରନାମା । ମୁହଁରେ କପଡା ବାନ୍ଧି ରାତି ପ୍ରାୟ ୧ ଟା ୫୦ ବେଳେ ହାତରେ ମାରଣାସ୍ତ୍ର ଧରି ଆସୁଛି ଲୁଟେରା । ଦାନବାକ୍ସ ଲୁଟିବା ପାଇଁ ଉଦ୍ୟମ କରୁଛି। ସିସିଟିଭି ତାର କାଟିବା ପରେ ଗେଟରେ ଲାଗିଥିବା ତାଲା ଭାଙ୍ଗିବା ପାଇଁ ଉଦ୍ୟମ କରୁଛି । ପାଖାପାଖି ୧୫ ମିନିଟ ଧରି ଲୁଟେରା ତାର ଉଦ୍ୟମ ଜାରି ରଖିଥିଲା । ପୂର୍ବରୁ ୨ ବର୍ଷ ତଳେ ମଧ୍ୟ ଠିକ ସମାନ ଢଙ୍ଗରେ ଲୁଟ ଉଦ୍ୟମ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇପାରିନି ପୋଲିସ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme