Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭୁବନେଶ୍ୱରରେ ଉତ୍କଳ ବିଲ୍ଡର୍ସ ଉପରେ IT ରେଡ୍, ଆୟକର ଠକେଇ ଅଭିଯୋଗରେ ଚଢାଉ ଜାରି

Posted on November 4, 2025

ଭୁବନେଶ୍ୱରର ପ୍ରସିଦ୍ଧ ନିର୍ମାଣ ସଂସ୍ଥା ଉତ୍କଳ ବିଲ୍ଡର୍ସ ଉପରେ ଆୟକର ବିଭାଗ ମେଗା ରେଡ୍ ଚାଲାଇଛି । ଆୟକର ଠକେଇ ଅଭିଯୋଗରେ ଏହି ଚଢାଉ ହୋଇଥିବା ବେଳେ, ରାଜଧାନୀର ବିଭିନ୍ନ ସ୍ଥାନରେ ଏକାସାଥିରେ ଅଭିଯାନ ଚାଲିଛି ।

ସୁତ୍ର ଅନୁସାରେ, ଏହି ରେଡ୍‌ରେ ଶତାଧିକ ଆୟକର ଅଧିକାରୀ ୨୦ଟି ଟିମରେ ବିଭକ୍ତ ହୋଇ ଅଭିଯାନ ଚାଲାଇଛନ୍ତି । ମହର୍ଷି କଲେଜ ରୋଡ୍ ସ୍ଥିତ ଉତ୍କଳ ବିଲ୍ଡର୍ସର ମୁଖ୍ୟ କାର୍ଯ୍ୟାଳୟରେ ବି ରେଡ୍ ଚାଲିଛି ବୋଲି ଜଣାପଡ଼ିଛି ।

ଏହି ରେଡ୍ ସମୟରେ ଆର୍ଥିକ ତଥ୍ୟ, ଡକ୍ୟୁମେଣ୍ଟ ଓ ଆୟକର ରେକର୍ଡ ଯାଞ୍ଚ କରାଯାଉଛି । ଅଭିଯାନ ଚାଲିଥିବାରୁ ଅଧିକ ବିବରଣୀ ଆସିବାକୁ ବାକି ଅଛି ।

ଚଢାଉ ଜାରି ରହିଥିବାରୁ ସମଗ୍ର ଅଭିଯାନ ଉପରେ ଆୟକର ବିଭାଗ କଟକଟି ନଜର ରଖିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme