ଦଳିଦେଲା ଦନ୍ତା, ଯୁବକଙ୍କ ମୃତ୍ୟୁ । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଳକ ବିଜାପାଲିରେ ଅଘଟଣ ଘଟିଛି । ଯୁବକ ଜଣକ ଏକ ବଗିଚାରେ ବୁଲୁଥିବା ବେଳେ ହାତୀ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ତାଙ୍କ ର ମୃତ୍ୟୁ ହୋଇଛି।
ଘଟଣାସ୍ଥଳରେ ପହଂଚିଛନ୍ତି ବନବିଭାଗ କର୍ମଚାରୀ । ଯୁବକଙ୍କ ମୃତ୍ୟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।
