Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୁରୀ ପୁଲିସର ବଡ ଆକ୍ସନ, ନିଶା ମାଫିଆର ୩ଟି ଠିକଣାରେ ବୁଲିଲା ବୁଲଡୋଜର

Posted on December 16, 2025

ଏଣିକି ନିଶା ମାଫିଆଙ୍କୁ କ୍ଷମା ନାହିଁ। ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁରୀ ପୁଲିସ । ନିଶା ବ୍ୟବସାୟୀ ଟିକି ଖାଁର ୩ଟି ଘର ଉପରେ ବୁଲିଲା ବୁଲଡୋଜର । ସୂଚନା ମୁତାବକ, ଗତ ୪ ତାରିଖରେ ନିଶା ବ୍ୟବସାୟୀ ଟିକି ଖାଁର ଶାଶୁ ସୁକାନ୍ତି ପଣ୍ଡାର ନୀଳଚକ୍ର ନଗରରେ ଥିବା ୪ଟି ଘର ଉପରେ ବୁଲଡୋଜର  ବୁଲିଥିଲା । ଆଜି ପୁଣିଥରେ ଅର୍ଥାତ ମଙ୍ଗଳବାର  ସୁକାନ୍ତି ପଣ୍ଡାର ଜ୍ବାଇଁ ଟିକି ଖାଁର ଘର ଉପରେ ପୁଲିସ ବୁଲଡୋଜର ବୁଲାଇଛି । ପୁରୀ ସଦର ଥାନା ଅନ୍ତର୍ଗତ ନୀଳଚକ୍ର ନଗରରେ ସରକାରୀ ଜମି ଉପରେ ଥିବା ୨ଟି ଘର ଏବଂ ହୁଳହୁଳିଆ ପୋଲ ନିକଟରେ ଥିବା ୧ ଘର ଉପରେ ବୁଲଡୋଜର ବୁଲିଛି ।ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶ କ୍ରମେ ଏଭଳି ଆକ୍ସନ ନିଆଯାଇଥିବା ବେଳେ ସଦର ଥାନା ଅଧିକାରୀଙ୍କ ସହିତ ଦୁଇ ପ୍ଲାଟୁନ ପୁଲିସ ଫୋର୍ସଙ୍କ ଉପସ୍ଥିତିରେ ଘର ଭଙ୍ଗାଯାଇଥିବା ଜଣାପଡିଛି। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme