Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୁଣି ପୁଲିସର ଥାର୍ଡ ଡିଗ୍ରୀ ! ନ୍ୟାୟ ଦାବିରେ ପୁଲିସ ଡିଜିଙ୍କୁ ଅଭିଯୋଗ କଲେ ସମ୍ପର୍କୀୟ

Posted on November 13, 2025

ଟାଙ୍ଗୀ ଥାନାରେ ପୁଲିସର ଥାର୍ଡ ଡିଗ୍ରୀ ମାମଲାରେ ଅଭିଯୁକ୍ତ ଥାନା ଅଧିକାରୀ ଓ ଜଣେ ଏସ୍ଆଇଙ୍କୁ ନିକଟରେ ନିଲମ୍ବନ କରାଯାଇଥିଲା । ଏହାର କିଛି ଦିନ ପରେ ମାହାଙ୍ଗା ଜୟପୁର ଫାଣ୍ଡିରୁ ସମାନ ଅଭିଯୋଗ ଆସିଛି । ଜଣେ ଅନାଥ ଯୁବକଙ୍କୁ ପୁଲିସ ନିର୍ଘାତ ମାଡ଼ ମାରିଥିବା ନେଇ ସେ ପୁଲିସ ଡିଜିଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ତାଙ୍କ ଅଭିଯୋଗ ମୁତାବକ, ସମସରପୁର ଅଞ୍ଚଳରେ ରହୁଥିବା ଜଣେ ଯୁବକଙ୍କ ସମ୍ପର୍କୀୟଙ୍କ ସହ କିଛି କଥାକୁ ନେଇ ତାଙ୍କର ପାଟିତୁଣ୍ଡ ହୋଇଥିଲା । ଏହାର କିଛି ସମୟ ପରେ ଜୟପୁର ଫାଣ୍ଡି ପୁଲିସ ସେଠାରେ ପହଞ୍ଚି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ନିର୍ଧୁମ୍ ମାଡ଼ ମାରିଥିଲେ । ପରେ ତାଙ୍କ ମୋବାଇଲ୍ ଓ ଟଙ୍କା ଛଡ଼ାଇ ନେଇଥିଲେ । ଯୁବକଙ୍କ ବାମ ହାତ, ପିଠି, ଜଙ୍ଘ ଓ ଅନ୍ୟାନ୍ୟ ସ୍ଥାନରେ ଆଘାତ ଲାଗିଥିବାରୁ ସେ ଜଗନ୍ନାଥପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ । ଏ ଘଟଣାର ତଦନ୍ତ କରି ନ୍ୟାୟ ଦେବାକୁ ସେ ପୁଲିସ ଡିଜିଙ୍କୁ ଅଭିଯୋଗ କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme