Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନୂଆପଡ଼ା ଉପନିର୍ବାଚନ ପାଇଁ ନକ୍ସଲ ଚ୍ୟାଲେଞ୍ଜ, କଡ଼ା ସୁରକ୍ଷା ବ୍ୟବସ୍ଥା

Posted on November 1, 2025

ନୂଆପଡ଼ା ଉପନିର୍ବାଚନକୁ ନେଇ ନକ୍ସଲ ଚ୍ୟାଲେଞ୍ଜ ଚିନ୍ତାର କାରଣ ହୋଇଛି। ଛତିଶଗଡ଼ ସୀମାକୁ ଲାଗିଥିବା ଏହି ଅଞ୍ଚଳରେ ନକ୍ସଲ ପ୍ରଭାବ ରହିଥିବାରୁ ପୋଲିସ ପ୍ରଶାସନ ସତର୍କ ହୋଇଛି। ଗୁଇନ୍ଦା ସୂଚନା ଅନୁସାରେ ନକ୍ସଲମାନଙ୍କ ଚଳଚଳଏବେ ମଧ୍ୟ ଜାରି ରହିଛି।

ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ ରଖିବା ପାଇଁ CRPF ର ୧୪ କମ୍ପାନୀ ସହିତ ଓଡ଼ିଶା ପୋଲିସ ମଧ୍ୟ ନିଯୁକ୍ତ ହୋଇଛି। ଅତିରିକ୍ତ ଡିଜି (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର କହିଛନ୍ତି, ସମସ୍ତ ବୁଥ୍‌ର ମୂଲ୍ୟାଙ୍କନ ହୋଇ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରାଯାଇଛି।

ଜିଲ୍ଲାରେ ମୋଟ ୩୫୮ଟି ବୁଥ୍ ରହିଥିବା ବେଳେ ସେଥିରୁ ୪୭ଟିକୁ ସମ୍ବେଦନଶୀଳ ଓ ମାଓ ପ୍ରଭାବିତ ଘୋଷିତ କରାଯାଇଛି। ନୂଆପଡ଼ା ଉପନିର୍ବାଚନ ନଭେମ୍ବର ୧୧ରେ ହେବ ଓ ଫଳାଫଳ ୧୪ ତାରିଖରେ ପ୍ରକାଶିତ ହେବ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme