Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନନ୍ଦନକାନନ ଆସିବେ ୧୯ ଜୀବଜନ୍ତୁ…

Posted on November 29, 2025

ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବା ବେଳେ  ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ  ଗୁଜରାଟରୁ ଆସୁଛି ୧୯ ଜୀବଜନ୍ତୁ ।  ଏନେଇ ସୁରଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଜୁଲୋଜିକାଲ ଗାର୍ଡେନ ସହ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ  କଥାବାର୍ତ୍ତା ସରିଥିବା ଏବଂ କେନ୍ଦ୍ରୀୟ  ଚିଡ଼ିଆଖାନା ପକ୍ଷରୁ ଅନୁମତି ମିଳିଥିବା  ଜଣାପଡ଼ିଛି ।

ଏହି ସୂତ୍ରରୁ ଜଣାଯାଇଛି  ଯେ, ଡ଼ିସେମ୍ବର ୧୦ ତାରିଖ ସୁଦ୍ଧା  ନୂଆ ଜୀବଜନ୍ତୁ ଆସି ନନ୍ଦନକାନରେ  ପହଞ୍ଚିବେ । ତେଣୁ ନନ୍ଦନକାନନ  ପକ୍ଷରୁ ଏକ ଟିମ ଗୁଜୁରାଟ ଯିବା  ପାଇଁ ପ୍ରସ୍ତୁତି ସରିଛି । ଗୁଜୁରାଟ  ଚିଡ଼ିଆଖାନାରୁ ୪ ପ୍ରଜାତିର ୧୯  ଜୀବଜନ୍ତୁ ଆସୁଥିବା ବେଳେ ଏହାର  ପ୍ରତିବଦଳରେ ନନ୍ଦନକାନନ ୫  ପ୍ରଜାତିର ୧୪ ଜୀବଜନ୍ତୁ ଦେଉଛି ।  ଆସୁଥିବା ଜୀବଜନ୍ତୁ ମଧ୍ୟରେ ଅଛନ୍ତି  ୫ଟି ପାଣି  ଓଧ , ୨ଟି ଅଣ୍ଡିରା ଧୂସର ଗଧିଆ,  ୧୦ଟି   ଭାରତୀୟ ପଥର କଇଁଛ ଓ ୨ଟି ରୁପେଲି କୁକୁଟ  ଅଛନ୍ତି । ସେହିପରି ନନ୍ଦନକାନନରୁ  ଯାଉଥିବା ୫ ପ୍ରଜାତିର ୧୪ ଜୀବଜନ୍ତୁ  ମଧ୍ୟରେ ଦୁଇଟି ମହାବଳ ବାଘ, ଦୁଇଟି ମାଈ ଧୂସର  ଗଧିଆ, ୩ଟି  ଚଉସିଂଙ୍ଗା, ଦୁଇଟି ମାଈ କୁଟୁରା ଓ ୫ଟି ଭାରତୀୟ ବିଲୁଆ ଅଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme