Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦୁଇ ସୁନାଚେନ ଲୁଟେରାଙ୍କ ସହ ଛଅ ଜଣ ଗିରଫ ।

Posted on November 8, 2025

ତାଳଚେର ପୋଲିସ ହାବୁଡ଼ରେ ଚେନ ଛିନତାଇ ଗ୍ୟାଙ୍ଗ । ଗତ କିଛି ବର୍ଷ ହେବ ତାଳଚେର ଓ ଏହାର ଆଖପାଖ ଅଞ୍ଚଳରୁ ମହିଳାଙ୍କ ବେକରୁ ସୁନାଚେନ ଛିଣ୍ଡାଇନେଇ ଯାଉଥିବା ଏକ ଗ୍ୟାଙ୍ଗକୁ ତାଳଚେର ପୋଲିସ କାବୁ କରିବାରେ ସଫଳ ହୋଇଛି ।ଗିରଫ ମାନଙ୍କ ମଧ୍ୟରେ ଦୁଇଜଣ ଲୁଟେରା ଥିବାବେଳେ ଚାରିଜଣ ସୁନା କିଣିଥିବା ଲୋକ ଅଛନ୍ତି । ଗିରଫ ଲୁଟେରା ଦୁଇଜଣ ହେଲେ ସ୍କଟଲାଣ୍ଡପୁରୁ ଗାଁର ସୁଶୀଲ ନାଏକ ଓ ଖମଣା ଗାଁର ଅଖିଳ ନାଏକ । ଏମାନଙ୍କ ନାମରେ ୧୩ଟି ମାମଲା ରହିଥିବା ବେଳେ ସେମାନଙ୍କ ସହଯୋଗୀ ଭିକି ନାଏକ ନାଁ ରେ ୩୮ଟି ମାମଲା ରହିଛି । ତେବେ ଭିକି ଏବେ ଫେରାର ଥିବାବେଳେ ତାକୁ ଧରିବାକୁ ପୋଲିସ ଚେଷ୍ଟା ଜାରୀରଖିଛି ।

ଅନ୍ୟପଟେ ଏମାନଙ୍କ ପାଖରୁ ସୁନା ରଖିଥିବା ଅଭିଯୁକ୍ତ ମାନେ ହେଲେ ଜଗନ୍ନାଥ ପୁର ଗାଁର ହରମୋହନ ତ୍ରିପାଠୀ, ନନ୍ଦିରା ର ଅକ୍ଷୟ ନାୟକ ଓ ଡ଼ଅଂରା ଗ୍ରାମର ବିକାଶ ନାଏକ , ପ୍ରଭାତ ନାଏକ ।ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ଭୁଜାଲି , ୫ଟି ସୁନାଚେନ , ୪୪ହଜାର ଟଙ୍କା ,ମୋବାଇଲ ସହ ଦୁଇଟି ମୋଟର ସାଇକେଲ ଜବତ ହୋଇଥିବା ଅନୁଗୁଳ ଏସ୍ପି ରାହୁଳ ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme