Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ତାଳଚେର ଘଣ୍ଟପଡା ହାଣ୍ଡିଧୁଆ ରେଳ ଫାଟକ ଠାରେ ଟ୍ରେନ ଯିବା ପରେ ବି ଖୋଲିଲାନି ଫାଟକ

Posted on January 6, 2026

ତାଳଚେର ଘଣ୍ଟପଡା ହାଣ୍ଡିଧୁଆ ରେଳ ଫାଟକ ଠାରେ ଟ୍ରେନ ଯିବା ପରେ ବି ଖୋଲିଲାନି ଫାଟକ ଯାହାକୁନେଇ ଘଣ୍ଟା ଘଣ୍ଟା ଧରି ଆମ୍ବୁଲାନ୍ସ ସହିତ ଫସି ରହିଥିଲେ ଯାତ୍ରୀ |
ସୂଚନା ଅନୁସାରେ ଆଜି ଘଣ୍ଟପଡ଼ା ହାଣ୍ଡିଧୁଆ ରେଳ ଫାଟକଟି ଟ୍ରେନ ଯିବାକୁ ନେଇ ଫାଟକକୁ ପକାଇବା ସମୟରେ ଏକ ଟାଟା ଏସି ରେଳ ଫାଟକ ଭିତରକୁ ଧସେଇ ପଶିଥିଲା | ଫଳରେ ରେଳ ଫାଟକର ଉପର ଭାଗଟି ଟାଟା ଏସି ଉପରେ ପଡ଼ି ଭାଙ୍ଗି ଯାଇଥିଲା | ଯାହାକୁ ନେଇ ରେଳ ଫାଟକଟିକି ଟ୍ରେନ ଯିବା ପରେ ମଧ୍ୟ ଖୋଲି ନଥିଲା | ଫଳରେ ସେହି ରାସ୍ତାର ଉଭୟ ପାର୍ଶ୍ୱରେ ଯାଆସ କରୁଥିବା ଆମ୍ବୁଲାନ୍ସ ସହିତ ଶହ ଶହ ଗାଡି ଅଟକି ରହିଥିଲା । ଫଳରେ ଲୋକଙ୍କ ଉତେଜନାକୁ ନେଇ କୋଲିୟାରୀ ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝା ସୁଝା କରିଥିଲା | ଦୀର୍ଘ ସମୟ ପରେ ରେଳ ବାଇ ବିଭାଗର କର୍ମଚାରୀ ପହଂଚି ଫସିରହିଥିବା ଫାଟକକୁ କାଟି ବାହାର କରିଥିଲେ | ପରେ ରାସ୍ତାରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା | ତେବେ ଘଣ୍ଟପଡାର ହାଣ୍ଡିଧୂଆଁ ଠାରେ ଓଭର ବ୍ରିଜର କାମ ସମ୍ପୂର୍ଣ ହୋଇଥିବାବେଳେ ଜରୁରୀ କାଳୀନ ସେବା ପାଇଁ ଆବୁଲାନ୍ସ ଗୁଡିକୁ ଓଭର ବ୍ରିଜ ଦେଇ ଯାତାୟତ କରିଲେ ସାଧାରଣ ଜନତା ଉପକୃତ ହୋଇପାରନ୍ତେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ପହିଲାରୁ ନୂଆ ନିୟମ : ବନ୍ଦ ହେବ ନଗଦ ପେମେଣ୍ଟ
  • ୪୭ ଲକ୍ଷ ସୋସିଆଲ ମିଡିଆ ଆକାଉଣ୍ଟ ଡିଆକ୍ଟିଭ୍, ୫ ଲକ୍ଷରୁ ଅଧିକ ଆକାଉଣ୍ଟ ହଟାଇଲା ମେଟା
  •  ବିଜାପୁରରେ ଏନକାଉଣ୍ଟର, ୨ ନିହତ
  • ରବିବାରଠୁ ପକ୍ଷୀ ଗଣନା
  • ଆଜି ଥରାଇବ ଶୀତ, ରବିବାରଠୁ କମିବ ଜାଡ଼ର ପ୍ରକୋପ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (464)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,497)
  • ସ୍ପେଶାଲ୍ ରିପୋର୍ଟ (262)
©2026 JBR Samachar | Design: Newspaperly WordPress Theme