Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଢେଙ୍କାନାଳକୁ BMC ଅଳିଆ ଚିନ୍ତା ।

Posted on November 19, 2025

କାମାକ୍ଷାନଗର କୁ ଏବେ ଭୁବନେଶ୍ୱର ମହାନଗର ନିଗମର ଅଳିଆ ଚିନ୍ତା ବଢ଼ାଇଛି। ଦୁର୍ଗନ୍ଧରେ ଫାଟି ପଡୁଛି ରାସ୍ତା ଘାଟ। କୁଢ଼ କୁଢ଼ ଅଳିଆକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କାମାକ୍ଷାନଗର ବାସୀ। BMC ର ୱେଷ୍ଟ ମ୍ୟାନେଜମେଣ୍ଟ ଯେଉଁ ଅଳିଆ ରାଜଗାଙ୍ଗପୁରକୁ ପରିବହନ କରୁଛନ୍ତି। ସେମାନେ ସଠିକ ରାସ୍ତାରେ କିମ୍ବା ଠିକ ଭାବରେ ଅଳିଆ ଗୁଡିକ ପରିବହନ କରୁନାହାନ୍ତି। ଫଳରେ ଢେଙ୍କାନାଳରୁ କାମାକ୍ଷାନଗର ସହର ମଧ୍ୟରେ କୁଢ଼ କୁଢ଼ ଅଳିଆ ପଡି ଗଦା ହୋଇଛି। ଏପରିକି ଦୁର୍ଗନ୍ଧରେ ଫାଟି ପଡୁଛି ସମ୍ପୂର୍ଣ୍ଣ ରାସ୍ତା ଘାଟ। ଯାହାକୁ ନେଇ BMC ମେୟରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ ତ୍ୱରିତ ପଦକ୍ଷେପ ନେବାକୁ କାମାକ୍ଷାନଗର ବାସୀ ଦାବି କରିଛନ୍ତି। ସେପଟେ ନିୟୋଜିତ ଠିକା ସଂସ୍ଥାର ୱେଷ୍ଟ ମ୍ୟାନେଜମେଣ୍ଟ କେଉଁ ରୁଟ୍ ରେ ଗାଡି ଗୁଡିକ ପରିଚାଳନା କରିବ ଏବଂ ସେମାନଙ୍କ ପାଇଁ କ’ଣ ରହିଛି SOP ତାହା ସ୍ପଷ୍ଟ ହେବା ଆବଶ୍ୟକ। ସେପଟେ BMC ଅଳିଆକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଆଲୋଡନ ସୃଷ୍ଟି ହୋଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme