Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କୋଟପଲା–ଓସ୍ତପୁରରେ ହିଂସା ଉତ୍ତେଜନା, ଲାଗିଲା ୧୬୩ ଧାରା

Posted on November 6, 2025

ଖୋର୍ଦ୍ଧା ଜିଲ୍ଲାର ବାଘମାରୀ ଥାନା ଅଧୀନରେ ଥିବା କୋଟପଲା ଏବଂ ଓସ୍ତପୁର ଗାଁ ମଧ୍ୟରେ ସୀମା ବିବାଦକୁ ନେଇ ବୁଧବାର ଭୟାବହ ହିଂସାକାଣ୍ଡ ଘଟିଛି। ଦୁଇପକ୍ଷୀୟ ଖଣ୍ଡଯୁଦ୍ଧରେ ଦୋକାନ ଭଗାଂରୁଜା, ପୋଡାଜଳା ସହ ଟେକାପଥର ଓ କାଚ ବୋତଲ ମାଡ ହୋଇଥିଲା।

ଘଟଣା ପରେ ଅଞ୍ଚଳର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡିଥିବାରୁ ବାଘମାରୀ ଥାନା ପକ୍ଷରୁ ରିପୋର୍ଟ ଆଧାରରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ ଆଦେଶରେ ହନୁମାନ ବଟିକା ଠାରୁ ବାରିକ ପୋଖରୀ ପର୍ଯ୍ୟନ୍ତ ଭାରତୀୟ ନାଗରିକ ସଂହିତା ୧୬୩ ଧାରା ଲାଗୁ କରାଯାଇଛି।

ଏହି ଧାରା ଲାଗୁ ହେବା ପରେ ବର୍ତ୍ତମାନ ପରିସ୍ଥିତି ଶାନ୍ତ ଥିବା ସୂଚନା ମିଳିଛି। ତଥାପି ସତର୍କତା ସ୍ୱରୂପ ଏକ ପ୍ଲାଟୁନ ଫୋର୍ସ ଉଭୟ ଗାଁ ଏବଂ ବଜାର ଅଞ୍ଚଳରେ ମୁତୟନ କରାଯାଇଛି।

ସ୍ଥାନୀୟ ପ୍ରଶାସନ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ରଖିବା ପାଇଁ ସତର୍କ ଅବଲମ୍ବନ କରାଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme