Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କେନ୍ଦ୍ରାପଡାରେ ବିଲ ମୁଣ୍ଡରେ ଜଗି ରହିଛି ବିରାଟକାୟ ବଉଳା କୁମ୍ଭୀର, ଭୟରେ ବିଲକୁ ଯାଉନାହାନ୍ତି ଚାଷୀ

Posted on November 13, 2025

କେନ୍ଦ୍ରାପଡା: ଜିଲ୍ଲାର ରାଜନଗର ଅଞ୍ଚଳରେ ଥିବା ଗୋପାଳପୁର ଓ କେରଡାଗଡ ମୁଖ୍ୟ ରାସ୍ତା ନିକଟସ୍ଥ ଘୋଡାପାରିଆ ଗାଁ ଛକ ପାଖରେ ଥିବା ଏକ ବିଲ ମୁଣ୍ଡରେ ଗତ ତିନିଦିନ ଧରି ବିରାଟକାୟ ବଉଳା କୁମ୍ଭୀର ଶୋଇ ରହିଛି । କୁମ୍ଭୀରଟି ଦିନେ ବିଲ ମୁଣ୍ଡରେ ଶୋଇ ରହୁଥିବା ବେଳେ, ରାତିରେ ନିକଟସ୍ଥ ପୋଖରୀ ଓ କେନାଲରେ ପଶି ମାଛ ଶିକାର କରୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ଏହି ଘଟଣାରୁ ଗାଁ ଲୋକେ ଭୟଭୀତ ହୋଇପଡିଛନ୍ତି । ସେମାନେ କହିଛନ୍ତି, ଦିନ ହେଲେ ବିଲ ମୁଣ୍ଡକୁ ଯିବାକୁ ଭୟ ଲାଗୁଛି ଓ ଚାଷୀମାନେ ନିଜ ଧାନକ୍ଷେତରେ ପାଣି ଦେବା ପାଇଁ ବିଲ ଓ କେନାଲ ଉପରେ ନିର୍ଭର କରୁଥିବାରୁ ଏହାର ଫଳରେ ଧନଜୀବନ କ୍ଷତି ହେବାର ଆଶଙ୍କା ରହିଛି ।

ସ୍ଥାନୀୟ ଲୋକେ ବନବିଭାଗ ଅଧିକାରୀଙ୍କୁ ସୂଚନା ଦେଇ କୁମ୍ଭୀରଟିକୁ ଶୀଘ୍ର ଉଦ୍ଧାର କରି ନିକଟସ୍ଥ ନଦୀ କିମ୍ବା ବନ୍ୟଜୀବ ଅଞ୍ଚଳକୁ ଛାଡ଼ିଦେବାକୁ ଦାବି କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme