Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କଳିଙ୍ଗା ଘାଟି ତିନି ଦିନ ବନ୍ଦ, କଟକଣା ଜାରି କଲେ ଜିଲ୍ଲାପାଳ

Posted on October 27, 2025

ବାତ୍ୟା ମୋନ୍‌ଥାକୁ ନଜରରେ ରଖି  କଳିଙ୍ଗା ଘାଟିରେ ଯାତାୟାତକୁ  ତିନି ଦିନ ପାଇଁ ସଂପୂର୍ଣ୍ଣ ବନ୍ଦ  ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି  କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ।  ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ  ଏହି କଟକଣା ଲାଗୁ ରହିବ । 

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୬ରେ ଘାଟିରେ ଭୂସ୍ଖଳନ ହୋଇ  ରାସ୍ତା ଧୋଇ ଯାଇଥିଲା । ଏହାର  ମରାମତି କାର୍ଯ୍ୟ ଚାଲୁଥିବାରୁ  ଯାତାୟାତ ବନ୍ଦ ରହିଛି । ତେବେ  କିଛି ଅମାନିଆ ଲୋକ କଟକଣା  ନ ମାନି ଯା’ଆସ କରୁଛନ୍ତି ।  ପାଣିପାଗ ବିଭାଗର ପୂର୍ବାନୁମାନ  ଅନୁସାରେ ଆସନ୍ତା ତିନି ଦିନ  ମଧ୍ୟରେ କନ୍ଧମାଳ ଜିଲ୍ଲାର ବିଭିନ୍ନ  ସ୍ଥାନରେ ପ୍ରବଳ ବର୍ଷା ହେବାର  ସମ୍ଭାବନା ରହିଛି । ତେଣୁ  ଧନଜୀବନହାନିକୁ ନଜରରେ  ରଖି ଯାତାୟାତ ସଂପୂର୍ଣ୍ଣ ବନ୍ଦ  ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ  ଦେଇଛନ୍ତି । ଏହି ନିର୍ଦ୍ଦେଶକୁ  କଡ଼ାକଡ଼ି ପାଳନ ଦିଗରେ  ଆବଶ୍ୟକ ପଦକ୍ଷେପ ନେବା  ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ  ନିର୍ଦ୍ଦେଶ ଦିଆଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଟ୍ରକ୍ ସହ ଧକ୍କା ହେଲା ସ୍କୁଟି, ଦୁଇ ମହିଳା ଆହତ
  • ହାତୀ ଛୁଆକୁ ନେଉନି ମାଆ, ମଣିଷ ଛୁଇଁଥିବା ଭାବି ଦଳକୁ ଫେରିପାରୁନି ହାତୀ ଛୁଆ
  • ଅଧିବେଶନ ପୂର୍ବରୁ ମୋଦୀ କହିଲେ, ‘ଏହା ବିଜୟର ଅହଙ୍କାର କିମ୍ବା ନାଟକ କରିବାର ସ୍ଥାନ ନୁହେଁ’
  • କମିବ ଥଣ୍ଡାର ପ୍ରକୋପ; ଆଗାମୀ ୪ଦିନ ବଢିବ ରାତି ତାପମାତ୍ରା
  • ଭୟଙ୍କର ବାତ୍ୟା ‘ସେନ୍ୟାର’ର ତାଣ୍ଡବ: ଦକ୍ଷିଣ-ପୂର୍ବ ଏସିଆରେ ୬ଶହ ଜୀବନହାନି

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (284)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (60)
  • ରାଜ୍ୟ (905)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme