Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କଟକ ବାଲିଯାତ୍ରାରେ ମନମୋହନୀ ସନ୍ଧ୍ୟା, ଶ୍ରେୟା ଘୋଷାଲଙ୍କ ସୁରରେ ମତୁଆଲା ହେବେ ଦର୍ଶକ

Posted on November 13, 2025

କଟକ ବାଲିଯାତ୍ରା ଏବେ ହେବ ସୁରର ସମୁଦ୍ର। ଏଥିରେ ଯୋଗ ଦେବାକୁ ଭୁବନେଶ୍ୱର ପହଞ୍ଚିଛନ୍ତି ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ। ବିମାନବନ୍ଦରରେ ତାଙ୍କୁ ଭକ୍ତ ଓ ଆୟୋଜକମାନେ ସ୍ବାଗତ କରିଛନ୍ତି।

ଏହିବେଳେ ବାଲିଯାତ୍ରାର ସଙ୍ଗୀତିକ ସନ୍ଧ୍ୟାରେ ଶ୍ରେୟା ଘୋଷାଲ ତାଙ୍କ ସୁମଧୁର ସ୍ବରରେ ଦର୍ଶକମାନଙ୍କୁ ମତୁଆଲା କରିଦେବେ। ଏହା ପୂର୍ବରୁ ସେ ସୋସିଆଲ ମିଡିଆରେ ଏହି ଅବସରକୁ ନେଇ ଉତ୍ସାହ ପ୍ରକାଶ କରିଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme