Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଉଡିଲାନି ବିମାନ, ଅସନ୍ତୋଷ ୭ଶହ ଯାତ୍ରୀ

Posted on December 3, 2025

ଭୁବନେଶ୍ବର ବିମାନବନ୍ଦରରୁ ଉଡିଲାନି ଇଣ୍ଡିଗୋ ବିମାନ। ବିଳମ୍ବକୁ ନେଇ ଉତ୍ତେଜନା। ୭୦୦ରୁ ଅଧିକ ଯାତ୍ରୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି । ଗତ ରାତି ୯ଟାରୁ ୧୧ଟା ଭିତରେ ବିମାନ ଉଡ଼ାଣ ଭରିବାର ଥିବା ବେଳେ ସୂଚନା ନଦେଇ ବାତିଲ ହୋଇଥିଲା ବିମାନ।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ୯ଟାରୁ ୧୧ଟା ମଧ୍ୟରେ ଇଣ୍ଡିଗୋ ବିମାନଟି ଭୁବନେଶ୍ୱରରୁ ବାଙ୍ଗାଲୋର, ଦିଲ୍ଲୀ ଓ ମୁମ୍ବାଇ ଯାଇଥାନ୍ତା । ହେଲେ ଯାତ୍ରୀମାନଙ୍କୁ ନଜଣାଇ କିମ୍ବା କୌଣସି ପ୍ରକାର ସୂଚନା ନଦେଇ ଫ୍ଲାଇଟ୍ କ୍ୟାନ୍ସଲ ହୋଇଥିଲା । ବୁଧବାର ସକାଳୁ ଆଉଥରେ ସିକ୍ୟୁରିଟି ଚେକ୍ ଇନ୍ ସହ ବୋଡିଂ ପାସ୍ ଧରାଇ ଦେଲେ । ହେଲେ ବର୍ତ୍ତମାନ ସୁଦ୍ଧା ବିମାନ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଗସ୍ତ କରିନାହିଁ । ଶେଷରେ ବାଧ୍ୟ ହୋଇ ଏୟାରପୋର୍ଟରେ ଅସନ୍ତୋଷ ଯାତ୍ରୀଙ୍କ ପକ୍ଷରୁ ହୋହାଲ୍ଲା ଓ ପାଟିତୁଣ୍ଡ କରୁଥିବାର ଦେଖିବାକୁ ମିଳିଛି । ପ୍ରାୟ ୭୦୦ରୁ ଅଧିକ ଯାତ୍ରୀ ବିମାନବନ୍ଦରରେ ଅସନ୍ତୋଷ ପ୍ରକାଶ କରୁଥିବାର ଦେଖିବାକୁ ମିଳିଛି । ସେପଟେ ବିମାନବନ୍ଦର କର୍ତ୍ତୃପକ୍ଷ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବାର ମଧ୍ୟ ଦେଖାଦେଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme