Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅଳିଆ ବୁହା ଗାଡି ଧକ୍କାରେ ଦୁଇ ବର୍ଷର ଶିଶୁ କନ୍ୟାର ମୃତ୍ୟୁ

Posted on December 12, 2025

ତାଳଚେର ପୌରପରିଷଦର ଅଳିଆ ବୁହା ଗାଡି ଧକ୍କାରେ ଦୁଇ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଛି । ମୃତ ଶିଶୁ କନ୍ୟା ହେଲେ ବାଘୁଆବୋଲ ଗଣେଶ ବିହାର ଅଞ୍ଚଳର ଅନ୍ୱେସା ରାୟ । ଅନ୍ୱେସା ଘର ଆଗରେ ଛିଡା ହୋଇଥିବା ବେଳେ ଅଳିଆ ବୁହା ଗାଡିଟି ତାଙ୍କୁ ଧକ୍କା ଦେଇଥିଲା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତୁ ଘଟିଥିଲା । ସୂଚନା ଅନୁସାରେ ସକାଳେ ବିଧାନ ଚନ୍ଦ୍ର ରାୟ ଘରର ଅଳିଆ ପକେଇବାକୁ ଘର ବାହାରକୁ ଯାଇଥିବାବେଳେ ତାଙ୍କର ଏକମାତ୍ର ଶିଶୁ କନ୍ୟା ତାଙ୍କ ପାଖରେ ଛିଡାହୋଇଥିଲା । ତେବେ ପୋୖରପରିଷଦର ଅଳିଆ ବୁହା ଗାଡିଟି ବେପରୁଆଭାବେ ଚଳାଇ ଶିଶୁକନ୍ୟାଟିକୁ ଧକା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଶିଶୁକନ୍ୟାଟିର ମୃତୁ ଘଟିଥିଲା । ତେବେ ଘଟଣା ସ୍ଥଳରେ ତାଳଚେର କଲିୟରୀ ପୋଲିସ ପହଞ୍ଚି ଧକା ଦେଇଥିବା ଗାଡିକୁ ଜବତକରି ଅଧିକ ତଦନ୍ତ ଜାରିରଖିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର
  • ମହିଳାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଟ୍ରେନ୍ ଟ୍ରାକ୍‌ରେ ମଦୁଆର ହାଇଡ୍ରାମା, ଅଟକାଇ ଦେଲା ଟ୍ରେନ୍‌
  • ବୁଧବାର ମହାପ୍ରଭୁଙ୍କ ପଦ୍ମ ବେଶ, କେଶର ମଧ୍ୟରେ ଶୋଭା ପାଇବେ ଶ୍ରୀମୁଖ
  • ଆକ୍ସନ୍ ମୋଡ୍‌ରେ ଅନୁଗୁଳ ପୁଲିସ, ୬୦ କେଜି ବମ ସହ ବିସ୍ଫୋରକ ସାମଗ୍ରୀ ଜବତ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (198)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (52)
  • ଦେଶ ବିଦେଶ (470)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (114)
  • ରାଜ୍ୟ (1,517)
  • ସ୍ପେଶାଲ୍ ରିପୋର୍ଟ (267)
©2026 JBR Samachar | Design: Newspaperly WordPress Theme